ଭଦ୍ରକ: ବିଭିନ୍ନ ଯୋଜନାରେ ପ୍ରକୃତ ହିତାଧିକାରୀ ମାନଙ୍କୁ ଭତ୍ତା ସହିତ ଅନେକ ସୁବିଧା ସୁଯୋଗ ବଣ୍ଟନ କରାଯାଉଛି । ଏଥିମଧ୍ୟରେ ଭଦ୍ରକ ଜିଲ୍ଲାରେ ମଧ୍ୟ ବିଧାୟକ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରିଛନ୍ତି ।
ଭଦ୍ରକ ଜିଲ୍ଲା ସହିଦ ସ୍ମୃତି ଭବନଠାରେ ୧୦୪ ଦିବ୍ୟାଙ୍ଗ, ବାର୍ଦ୍ଧକ୍ୟ ଏବଂ ବିଧବା ମହିଳାମାନଙ୍କୁ ମଧୁ ବାବୁ ଭତ୍ତା ପ୍ରଦାନ କରିଛନ୍ତି ବିଧାୟକ ସଞ୍ଜୀବ ମଲ୍ଲିକ । ଏହି କାର୍ଯ୍ୟକ୍ରମରେ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ସମେତ ବ୍ଲକ ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ । ଏଥର ହିତାଧିକାରୀମାନଙ୍କୁ ଭତ୍ତା ଟଙ୍କା ପାଇଁ କେଉଁ ଆଡେ ଯିବାକୁ ପଡିବ ନାହିଁ । ସିଧାସଳଖ ସେମାନଙ୍କ ବ୍ୟାଭ୍କ ଆକାଉଣ୍ଟକୁ ଟଙ୍କା ଆସିବ ବୋଲି ଜଣାଯାଇଛି ।
previous post
next post
