ଶିକ୍ଷା

ତୁଟୁନି ଏଏସଓ ବିବାଦ, ପରୀକ୍ଷା ମୂଲ୍ୟାଙ୍କନକୁ ନେଇ ହାଇକୋର୍ଟରେ ପହଞ୍ଚିଲା ମାମଲା

ବ୍ୟୁରୋ:ପୁଣି ଥରେ ବିବାଦରେ ଏଏସଓ ପରୀକ୍ଷା । ବାରମ୍ବାର ଏଏସଓ ପରୀକ୍ଷା ମୂଲ୍ୟାଙ୍କନକୁ ବିବାଦ ଦେଖାଦେଇଛି । ମୂଲ୍ୟାୟନ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରୀକ୍ଷାର୍ଥୀ । ଓପିଏସସିକୁ ଉତ୍ତର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାମୁତାବକ, ଏଏସଓ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ ପରୀକ୍ଷାର୍ଥୀ । ତେବେ ଏ ନେଇ ଆସନ୍ତା ୨ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।ଏନେଇ ଏକ ସମ୍ବାଦିକ ସମ୍ମିଳନୀ ଜରିଆରେ ଉତ୍ତର ରଖିଛନ୍ତି ଓପିଏସସି ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି । ସେ କହିଛନ୍ତି ଯେ, ପରୀକ୍ଷାରେ କିମ୍ବା ଉତ୍ତରଖାତା ମୂଲ୍ୟୟାନରେ କୌଣସି ଦୁର୍ନୀତି ହୋଇନାହିଁ ।

 

Related posts

ସ୍କୁଲ ସମୟରେ ବଜାରରେ ବୁଲୁଛନ୍ତି ଶିକ୍ଷକ : ନିରବ ଶିକ୍ଷା ବିଭାଗ

mahabharatanews

ବିହାରରେ ଘନ କୁହୁଡିର ପ୍ରଭାବ, ବଦଳିଲା ସ୍କୁଲ ଖୋଲିବା ସମୟ

mahabharatanews

ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

mahabharatanews