ଓଡିଶା

ସରିଲା ପ୍ରାଥମିକ ଶିକ୍ଷକ ସଙ୍ଘ ଏବଂ ସରକାରଙ୍କ ବୈଠକ

ଭୁବନେଶ୍ୱର : ସରିଲା ପ୍ରାଥମିକ ଶିକ୍ଷକ ସଙ୍ଘ ଏବଂ ସରକାରଙ୍କ ବୈଠକ | ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ | ଏଥିରେ ଉନୟନ କମିଶନର, ଅର୍ଥ ବିଭାଗ ସଚିବ ଏବଂ ଗଣଶିକ୍ଷା ବିଭାଗ ସଚିବ ରହିବେ | ଏହି କମିଟି ଆସନ୍ତା 16 ତାରିଖରୁ 20 ତାରିଖ ମଧ୍ୟରେ ଶିକ୍ଷକଙ୍କ ଦାବି ନେଇ ଆଲୋଚନା କରିବ ଏବଂ ନିଷ୍ପତି ନେବ | ତେବେ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନରୁ ହଟିବେ କି ନାହିଁ ସଙ୍ଘର ଷ୍ଟିୟରିଂ କମିଟିରେ ନିଷ୍ପତି ନିଆଯିବ |

Related posts

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

mahabharatanews

ପାଟଣାରେ ଘୂର୍ଣ୍ଣିଝଡ ରେ ଉଡିଲା ଛପର

mahabharatanews

  ୨୪ ଘଣ୍ଟାରେ ୧୩୩୭ ସଂକ୍ରମିତ ଚିହ୍ନଟ, ମୋଟ୍ ସଂକ୍ରମଣ ୩୯୦୧୮

mahabharatanews