ବିମାନବନ୍ଦର ଅଘଟଣ: ଠିକାଦାର ଦିଲ୍ଲୀପ ଅଟକ, ତଦନ୍ତ କରିବ ଉଚ୍ଚସ୍ତରୀୟ ବୈଷୟିକ ଟିମ
(ଆଦର୍ଶ ରାଉତ): ଭୁବନେଶ୍ବର ବିମାନବନ୍ଦର ନିର୍ମାଣାଧୀନ କୋଠା ଭୁସୁଡିବା ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ଭିଭି ରାଓ. ଘଟଣା ଉପରେ ନଜର ରଖାଯାଇଛି । ଏହାର ତଦନ୍ତ ପାଇଁ ଇଇଓ...
