Uncategorizedଆମେରିକାରେ ସିଏଏକୁ ଭାରତୀୟ ସମ୍ପ୍ରଦାୟଙ୍କ ସମର୍ଥନmahabharatanewsDecember 30, 2019 by mahabharatanewsDecember 30, 20190329 (ନ୍ୟୁୟର୍କ): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ଭାରତର ବିଭିନ୍ନ ସ୍ଥାନରେ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଏହାକୁ ବିଦେଶରେ ସମର୍ଥନ ମିଳିଛି । ବିଶେଷ କରି ବିଦେଶରେ ବସବାସ କରୁଥିବା ଭାରତୀୟ...
Uncategorizedବିପିନ ରାୱତ ଦେଶର ପ୍ରଥମ ସିଡିଏସmahabharatanewsDecember 30, 2019 by mahabharatanewsDecember 30, 20190408 ନୂଆଦିଲ୍ଲୀ: ବର୍ତ୍ତମାନର ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ବିପିନ ରାୱତ ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଭାବେ ନିଯୁକ୍ତି ପାଇଛନ୍ତି । ଏବେ ୩ ସେନା ବାହିନୀର ମୁଖ୍ୟ ଭାବେ କାର୍ଯ୍ୟ କରିବେ...
Uncategorizedଘନ କୁହୁଡିରେ ଚାଲିଗଲା ୬ ଜୀବନmahabharatanewsDecember 30, 2019December 30, 2019 by mahabharatanewsDecember 30, 2019December 30, 20190284 ନୋଏଡ଼ା: ଚଳିତ ବର୍ଷ ବର୍ଷା ଦେଶରେ ତାଣ୍ଡବ ରଚିଥିଲା । ଏବେ ଥଣ୍ଡାର ପ୍ରକୋପରେ ଥରହର ହେଉଛନ୍ତି ଦେଶର ଅଧିକାଂଶ ସ୍ଥାନ । ଥଣ୍ଡା ସାଙ୍ଗକୁ କୁହୁଡ଼ି ଦେଶରେ ତାଣ୍ଡବ ଖେଳାଇ ଦେଇଛି ।...
ଓଡିଶାଦୋ ଛକିରେ ନାଲି ଇଟା ବ୍ୟବସାୟୀmahabharatanewsDecember 30, 2019 by mahabharatanewsDecember 30, 20190327 ଜଳେଶ୍ୱର: ନାଲି ଇଟା ପାଇଁ ଉତ୍ତର ବାଲେଶ୍ୱରର ବସ୍ତା,ଭୋଗରାଇ,ବାଲିଅ ।ପାଳ, ଜଳେଶ୍ୱର ଅ ।ଦି ଅଞ୍ଚଳ ବେଶ ପରିଚିତ । ସୁବର୍ଣରେଖା ନଦୀର ପାଶ୍ୱର୍ବର୍ତୀ ଅଞ୍ଚଳରେ ଗଡି ଉଠିଛି ଅନେକ ନାଲି ଇଟା ଭାଟି...
ଓଡିଶାସାମ୍ବାଦିକ ସୁରକ୍ଷା ପାଇଁ ସତ୍ୟବାଦୀ ପ୍ରେସକ୍ଳବ ପକ୍ଷରୁ ଦାବିmahabharatanewsDecember 30, 2019 by mahabharatanewsDecember 30, 20190382 ଗୋପ: ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକା ସ୍ୱାତି ଜେନାଙ୍କୁ ସିଟି ଟାଉନରେ ଯେଉଁପରି ଭାବରେ ଅ ।କ୍ରମଣ କରାଯାଇଛି ତାହାକୁ ସତ୍ୟବାଦୀ ପ୍ରେସ ନିନ୍ଦା କରିଛି । ସତ୍ୟ ଘଟଣା ପ୍ରକାଶ କରିବାକୁ ବା...
ଓଡିଶାଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀmahabharatanewsDecember 30, 2019 by mahabharatanewsDecember 30, 20190346 ଗୋପ: ଗୋଟେ ପଟେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଉଥିବା ବେଳେ ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥାରେ ରହିଛି କୋହଳତା, ଯେଉଁଥି ପାଇଁ ତିନିଜଣ ବିଦେଶିନୀ ଅ·ନକ ୱାଚ ଟାୱାରରେ ଚଢି ମନ୍ଦିର...
ଓଡିଶାଉଦ୍ଘାଟନୀ ଉତ୍ସବକୁ ଯାଇ ବିଧାୟକ ହଟହଟାmahabharatanewsDecember 30, 2019 by mahabharatanewsDecember 30, 20190287 (ମହାଭାରତ, ପାଲଲହଡା): ପାଲଲହଡା ବିଧାୟକ ମୁକେଶ ପାଳ ରବିବାର ଖମାର ଥାନା ଅଧୀନ ମୁଣ୍ଡୁରୀବେଡା ଠାରେ ସ୍ଥାନୀୟ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇ ହଟହଟା ହୋଇଥିଲେ । ରବିବାର ବିଧାୟକ ଏକ କଲ୍ୟାଣ ମଣ୍ଡପର...
ଓଡିଶାଜାଲ ଦସ୍ତଖତରେ ଟଙ୍କା ଉଠାଇ ମ୍ୟାନେଜେରଙ୍କ ସମେତ 3 ବ୍ୟାଙ୍କ କର୍ମଚାରୀ କୋର୍ଟ ଚାଲାଣmahabharatanewsDecember 30, 2019 by mahabharatanewsDecember 30, 20190284 (ମହାଭାରତ, ସମ୍ବଲପୁର): ବିଡିଓଙ୍କ ଦସ୍ତଖତକୁ ଜାଲ କରି ବାର୍ଦ୍ଧକ୍ୟ ଭତ୍ତା ବାବଦରେ ସମ୍ବଲପୁର ବୋମାଲୋଇ ଆଇସିଆଇସିଆଇ ବ୍ୟାଙ୍କ ଶାଖାର ମ୍ୟାନେଜର ଓ ଅନ୍ୟ ୨ ଜଣ ବ୍ୟାଙ୍କ କର୍ମଚାରୀ ଲକ୍ଷାଧିକ ଟଙ୍କା ଉଠାଇଥିବା ଘଟଣା...
ଓଡିଶାଭିଜିଲାନ୍ସ ଜାଲରେ ସେସୁର କନିଷ୍ଠ ଯନ୍ତ୍ରୀmahabharatanewsDecember 30, 2019 by mahabharatanewsDecember 30, 20190496 (ମହାଭାରତ, ଜଗତସିଂପୁର): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଉ ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଜଗତସିଂପୁର ସେସୁର କନିଷ୍ଠ ଯନ୍ତ୍ରୀ ଦିପ୍ତୀ ପ୍ରକାଶ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ...
ଓଡିଶା୧୨ କେଜି ଗଞ୍ଜେଇ ଜବତ, ୩ ଗିରଫmahabharatanewsDecember 30, 2019 by mahabharatanewsDecember 30, 20190341 (ମହାଭାରତ, ରାଉରକେଲା): ରାଉରକେଲା ପ୍ଲାଣ୍ଟସାଇଟ ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ଏହି ଥାନା ଅନ୍ତର୍ଗତ ଗୋପବନ୍ଧୁ ପାଲି ରାସ୍ତାର ବିଏସଏନଏଲ ଚୌକ ଠାରେ ଗଞ୍ଜେଇ...