ଓଡିଶାନାଗରିକତା ବିଧେୟକକୁ ଶିବସେନାର ବିରୋଧmahabharatanewsDecember 9, 2019December 9, 2019 by mahabharatanewsDecember 9, 2019December 9, 20190366 (ମହାଭାରତ/ମୁମ୍ବାଇ): ନାଗରିକତା ବିଧେୟକ ବା ସିଟୀଜେନସିପି ବିଲକୁ ନେଇ ବିଜେପିର ପୁରୁଣା ସହଯୋଗୀ ଶିବସେନା ଅସନ୍ତୋଷ ପ୍ରକାଶ କରିଛି । ଏ ନେଇ ଶିବସେନା ପକ୍ଷରୁ ବିଧେୟକରେ କେତେକ ସଂଶୋଧନ କରିବା ପାଇଁ ମୋଦି...
ଓଡିଶାସୋନିଆଙ୍କ ଜନ୍ମଦିନରେ ମୋଦିଙ୍କ ଶୁଭେଚ୍ଛାmahabharatanewsDecember 9, 2019December 9, 2019 by mahabharatanewsDecember 9, 2019December 9, 20190297 ନୂଆଦିଲ୍ଲୀ: ଆଜି ୭୩ ବର୍ଷରେ ପଦାର୍ପଣ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ମୋଦିଙ୍କ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ନେତା ସୋନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ତେବେ...
ଓଡିଶା୨୮ ଦିନର ଚିକିତ୍ସା ପରେ ଘରକୁ ଫେରିଲେ ଲତାmahabharatanewsDecember 9, 2019December 9, 2019 by mahabharatanewsDecember 9, 2019December 9, 20190290 (ମହାଭାରତ/ମୁମ୍ବାଇ): ସଂଗୀତ ସାମ୍ରାଜ୍ଞୀ ଲତା ମଙ୍ଗେସକର ହସ୍ପିଟାଲରେ ୨୮ ଦିନ ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି । ଘରକୁ ଫେରିଥିବା ନେଇ ଲତା ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି ।...
ଓଡିଶାନ୍ୟୁଜିଲ୍ୟାଣ୍ଡରେ ଆଗ୍ନେଗିରି ଉଦ୍ଗୀରଣmahabharatanewsDecember 9, 2019December 9, 2019 by mahabharatanewsDecember 9, 2019December 9, 20190314 ୱଲିଂଟନ୍: ନ୍ୟୁଜିଲାଣ୍ଡରେ ଆଗ୍ନେୟଗିରି ଉଦ୍ଗୀରଣ ଘଟି ଅନ୍ୟୂନ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏକାଧିକ ଲୋକ ଅ ।ହତ ହୋଇଛନ୍ତି ଏବଂ ଅନ୍ୟ କେତେକ ନିଖୋଜ ଅଛନ୍ତି । ଆହତମାନଙ୍କୁ ସେଠାର ହସ୍ପିଟାଲରେ...
ଓଡିଶାବିଚ୍ଛିନ୍ନାଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ: ପ୍ରଥମ କରି ·ଲିଲା ୱାଟର ଅ ।ମ୍ବୁଲାନ୍ସmahabharatanewsDecember 9, 2019December 9, 2019 by mahabharatanewsDecember 9, 2019December 9, 20190325 ମାଲକାନଗିରି: ମାଲକାନଗିରି ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଖୁସି ଖବର । ଅନେକ ବର୍ଷ ପରେ ବିକାଶର ସ୍ୱାଦ ·ଖିବେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳବାସୀ । ଦୀର୍ଘ ବର୍ଷ ଧରି ଲାଗି ରହିଥିବା...
ଅପରାଧଓଡିଶାଡିଇଓଙ୍କ କ୍ୱାର୍ଟରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାରmahabharatanewsDecember 9, 2019 by mahabharatanewsDecember 9, 20190335 (ମହାଭାରତ, କୋରାପୁଟ): କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ କ୍ୱାର୍ଟରରେ ଜଣେ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ପୋଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ...
ଅପରାଧବିବାହିତ ମହିଳା ଗଣ ଦୁର୍ଷ୍କମର ଶିକାରmahabharatanewsDecember 9, 2019 by mahabharatanewsDecember 9, 20190346 (ମହାଭାରତ/ସମ୍ବଲପୁର): ସମ୍ବଲପୁର ଜିଲା ହୀରାକୁଦ ଅଞ୍ଚଳର ଜଣେ ବିବାହିତ ମହିଳା ଶନିବାର ଦିନ କୌଣସି ଏକ କାମରେ ସମ୍ବଲପୁର ସହରକୁ ଆସିଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଏହା ମାମଲାରେ ପୁଲିସ ୫...
ଅପରାଧଓଡିଶାଦୁଗ୍ଧ ଶୀତଳ ଭଣ୍ଡାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗmahabharatanewsDecember 9, 2019 by mahabharatanewsDecember 9, 20190329 (ମହାଭାରତ/ପାରାଦୀପ): କୁଜଙ୍ଗ ଥାନା ଅନ୍ତର୍ଗତ ବାଲିଅ । ପଞ୍ଚାୟତର ପାନପଲି ଗ୍ରାମରେ ଥିବା ମହିଳା ଦୁଗ୍ଧ ସମବାୟ ସମିତିର ଦୁଗ୍ଧ ଶୀତଳ ଭଣ୍ଡାର ଉପରେ ସଙ୍ଘବଦ୍ଧ ଅ ।କ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।...
ଓଡିଶାସୌଭାଗ୍ୟ ଯୋଜନାରେ ଦୁର୍ନୀତି: ଠିକାଦାର, ଅଧିକାରୀ ଙ୍କ ମଧୁଚନ୍ଦ୍ରିକାକୁ ନେଇ ଅଭିଯୋଗmahabharatanewsDecember 9, 2019December 9, 2019 by mahabharatanewsDecember 9, 2019December 9, 20190345 (ମହାଭାରତ/କଳାହାଣ୍ଡି): ବିଜୁଳି ଜଳୁଛି, କିନ୍ତୁ ମିଟର ଲାଗିନି । ପୁଣି ବିନା ମିଟରରେ ପଇସା କେମିତି ନେଉଛନ୍ତି ବିଭାଗୀୟ କର୍ମ·ରୀ । ମିଟର ସଂଯୋଗ କରିଥିବା ହିତାଧିକାରୀଙ୍କୁ ୩୦୦ ରୁ ୫୦୦ ଟଙ୍କା ଦେବାକୁ...
ଅପରାଧନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗmahabharatanewsDecember 9, 2019 by mahabharatanewsDecember 9, 20190353 (ମହାଭାରତ, କାଶୀପୁର): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ଡଙ୍ଗାସିଲ ଥାନା ଅଧୀନ ଏକ ଗାଁର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଘରେ କେହି...