ଓଡିଶା

ବାଲୁକା ମହୋତ୍ସବର ୨ୟ ଦିନରେ ପରିବେଶ ସୁରକ୍ଷାର ବାର୍ତ୍ତା

(ଗୋପ): କୋଣାର୍କ ବାଲୁକା ମହୋତ୍ସବର ୨ୟ ଦିନରେ ବାଲୁକା ଶିଳ୍ପୀ ମାନେ ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟିଛନ୍ତି । ସେମାନଙ୍କର କଳା ମାଧ୍ୟମରେ । ବିଶେଷକରି ପରିବେଶ ସୁରକ୍ଷିତ ରହିଲେ ଜୀବ ଜନ୍ତୁ ସୁରକ୍ଷିତ ରହି ପାରିବେ ବୋଲି ବାର୍ତ୍ତା ଦେଇଛନ୍ତି ଏହି ଶିଳ୍ପୀମାନେ । ଦିନକୁ ଦିନ ଜଙ୍ଗଲ ହ୍ରାସ ପାଉଥିବା ଯୋଗୁଁ ବନ୍ୟଜନ୍ତୁ ଲୋପ ପାଉଥିବାର ଝଲକ ମଧ୍ୟ ସେମାନଙ୍କର କଳାକୃତିରେ ଆଜି ଦେଖିବାକୁ ମିଳିଥିବା ବେଳେ ଏଠାରେ ଭାଗ ନେଇ ବେଶ୍ ଉତ୍ସାହିତ ଅଛନ୍ତି ବାଲୁକା ଶିଳ୍ପୀ । ସେପଟେ କଳାକାରମାନଙ୍କର ଜୀବନ୍ତ ଛବିକୁ ମନଭରି ଉପଭୋଗ କରିବା ସହ ପ୍ରଶଂସା କରିଛନ୍ତି ଦର୍ଶକ ।

Related posts

ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ୨ ନକ୍ସଲ

mahabharatanews

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

mahabharatanews

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୧୪ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

mahabharatanews