ଭାରତ

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ଶୁଭେଚ୍ଛା  

ସୂଚନାନୁଯାୟୀ , ସାଙ୍ଗାନୌର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି ଭଜନଲାଲ ଶର୍ମା । ସେ ପ୍ରଥମ ଥର ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ସେ କଂଗ୍ରେସ ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କୁ ୪୮.୦୮୧ ଖଣ୍ତ ଭୋଟରେ ପରାସ୍ତ କରିଛନ୍ତି ଏବଂ ତାଙ୍କୁ ୧.୪୫.୧୬୨ ଖଣ୍ତ ଭୋଟ୍ ମିଳିଛି । ଭଜନଲାଲ ୪ ଥର ରାଜ୍ୟ ବିଜେପିର ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସେ ଆରଏସ୍ଏସ୍ ଓ ଏବିଭିପି ସହିତ ମଧ୍ୟ ଜଡିତ ଅଛନ୍ତି ।  ଭଜନଲାଲ ଶର୍ମାଙ୍କୁ ବିଧାନସଭା ଦଳର ନେତା ଭାବେ ମନୋନୀତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଯାହା ସମସ୍ତ ବିଧାୟକଙ୍କ ସହମତିରେ ପାସ କରାଯାଇଥିଲା ।

Related posts

ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କଲେ ଏଲନ ମସ୍କ

mahabharatanews

ଦେବରିଆରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ୪ ମୃତ  

mahabharatanews

ରାଜ୍ୟସଭାକୁ ନିର୍ବାଚିତ ହେଲେ ସୋନିଆ ଗାନ୍ଧୀ

mahabharatanews