ଭାରତ

 ଆସାମରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’

(ଦିଳ୍ଲୀ) :  ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଗୁରୁବାର ନାଗାଲାଣ୍ଡରୁ ଆସାମରେ ପହଞ୍ଚିଛି । ସିଭାସଗର ଜିଲ୍ଲା ଠାରୁ ଆରମ୍ଭ କରି ଏହି ଯାତ୍ରା ଆସାମର ୧୭ଟି ଜିଲ୍ଲା ଦେଇ ୮୩୩ କିଲୋମିଟର ଦୂରତା ଅତିକ୍ରମ କରିବ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଏହି ଯାତ୍ରା ୧୫ଟି ରାଜ୍ୟର ୧୧୦ଟି ଜିଲ୍ଲା ଦେଇ ଯିବ ।

ଏହି ସମୟରେ ରାହୁଲ ଗାନ୍ଧୀ ପୁଣି ଥରେ ବିଜେପି, ଆରଏସଏସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ମଣିପୁରରେ ପରିସ୍ଥିତି ଭଳି ଗୃହଯୁଦ୍ଧ ଚାଲିଛି। ରାଜ୍ୟ ବିଭାଜନ ପଥରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ସେଠାକୁ ଯାଇନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି, ଆରଏସଏସ ଘୃଣା ବ୍ୟାପୁଛି। ଏହା ମାଧ୍ୟମରେ ସେ ଜନସାଧାରଣଙ୍କ ଟଙ୍କା ଲୁଟ କରୁଛନ୍ତି ।

Related posts

ଆନ୍ଧ୍ରପ୍ରଦେଶ ଏଲୁରୁରେ ବଏଲର ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୭ ଜଣ ଶ୍ରମିକ ମୃତ ଓ ୧୩ ଆହତ

mahabharatanews

ଥମୁନି ମଣିପୁର ହିଂସା : ରାଜପଥ-୨ରେ ବଡ଼ ଧରଣର ଅବରୋଧ 

mahabharatanews

କମିବ କି ପାର୍ଲେ ଜି ବିସ୍କୁଟର ଦର

mahabharatanews