ଓଡିଶା

ଭିତରକନିକାରେ ଆଜିଠୁ ପକ୍ଷୀ ଗଣନା

(ଭିତରକନିକା) : ଭିତରକନିକାରେ ଆଜିଠୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ସକାଳ ୬ଟାରୁ ଦିନ ୧ଟା ଯାଏଁ ୫ଟି ରେଞ୍ଜରେ ଗଣନା ହେବ । ଗଣନାରେ ୧୮ଟି ଟିମ୍‌ ସାମିଲ ହୋଇ ଗହିରିମଥା, କନିକା, ରାଜନଗର, କୁଜଙ୍ଗ, ମହାକାଳପଡ଼ା ରେଞ୍ଜରେ ଗଣନା ଚାଲିଛି ।

 ଭିତରକନିକା ଜାତୀୟ ଉଦ୍ୟାନରେ ଶୁକ୍ରବାର ଅର୍ଥାତ୍ ଜାନୁୟାରୀ ୫ରୁ ଆରମ୍ଭ ହୋଇଛି କୁମ୍ଭୀର ଗଣନା । ଫଳରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହୋଇଛି ଜାତୀୟ ଉଦ୍ୟାନ । ପ୍ରତି ଟିମରେ ୬ ରୁ ୭ ଜଣ ଗଣନାକାରୀ ଯୋଗଦେଇଛନ୍ତି । ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୧ ଗୋଟି ଟିମ ପକ୍ଷୀଗଣନାରେ ନିୟୋଜିତ ହେବେ ।

Related posts

ଜଟଣୀରେ ହୋମି ଭାଭା କର୍କଟ ରୋଗ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

mahabharatanews

ପ୍ରେମ ପାଇଁ ଦିଲ୍ଲୀରୁ ପଲ୍ଲିରେ ପହଁଚିଲା ପ୍ରେମିକା

mahabharatanews

ଆଉ ୩୦୨୫ ନୂଆ ଆକ୍ରାନ୍ତ ଚିହ୍ନଟ: ମୋଟ ସଂଖ୍ୟା ୧୦୬୫୬୧

mahabharatanews