ମନୋରଞ୍ଜନ

ଦୀର୍ଘ ବର୍ଷ ପରେ ଏକାଠି ନଜର ଆସିଲେ ଅକ୍ଷୟ -ରବିନା

(ମୁମ୍ବାଇ)  : ଦୀର୍ଘ ଦିନ ପରେ ସାମ୍ନାକୁ ଏକାଠି ନଜର ଆସିଲେ ଅଭିନେତା ଅକ୍ଷୟ କୁମାର-ରବିନା ଟଣ୍ଡନ । ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ବି-ଟାଉନରେ ଚର୍ଚ୍ଚା ଜୋର ଧରିଥିଲା ।  ହେଲେ ପରବର୍ତ୍ତୀ ସମୟରେ ଉଭୟଙ୍କର ହୋଇଥିଲା ବ୍ରେକଅପ୍ । ବ୍ରେକଅପ୍ ପରେ ଏବେ  ପୁଣି ଏକ ମଞ୍ଚରେ ଏକାଠି ଦେଖିବା ପାଇଁ ମିଳିଲା ଦୁଇ ସୁପରଷ୍ଟାରଙ୍କୁ ।

ସୂଚନାନୁଯାୟୀ ,ପ୍ରେମ ପରେ  ହଠାତ୍ ଏହି ଦୁଇଜଣ ଅଲଗା ହୋଇଯାଇଥିଲେ  । ଏହାରି ମଧ୍ୟରେ ଏତେ ବର୍ଷ ପରେ ଅକ୍ଷୟ କୁମାର ଏବଂ ରବିନା ଟଣ୍ଡନଙ୍କୁ ମେ ୭ ତାରିଖ ରବିବାର ଦନ ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ।

Related posts

ସଲମାନଙ୍କ ଘର ଆଗରେ ଗୁଳିକାଣ୍ଡ; ଜୋରଦାର ଚାଲିଛି ତଦନ୍ତ 

mahabharatanews

ଦ୍ଵିତୀୟ ବିବାହ କରିବେ ଅଖିଳ ମିଶ୍ରାଙ୍କ ସ୍ତ୍ରୀ

mahabharatanews

ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ଼ର ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ

mahabharatanews