ଓଡିଶାରାଜନୀତି

ଇତିହାସ ଦେଖିଲେ ଲୋକଙ୍କ ଆସ୍ଥା ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି, ବିଜେଡି ପାର୍ଥିନି ଭଲ ଭୋଟରେ ଜିତିବେ

ଭୁବନେଶ୍ୱର(ହରପ୍ରସାଦ ବିଷୋଇ):-ଧାମନଗର ଉପନିର୍ବାଚନ ନେଇ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ପ୍ରତିକ୍ରିୟା। ନିର୍ବାଚନ ଆସିଲେ ସବୁ ଦଳର ନେତା ଆସନ୍ତି। କିନ୍ତୁ ବିଗତ ଦିନରେ ଯେତେ ଲଢେଇ ହୋଇଛି ବିଜେଡି ଜିତାପଟ କରିଛି। ଇତିହାସ ଦେଖିଲେ ଲୋକଙ୍କ ଆସ୍ଥା ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି ବିଜେଡି ପାର୍ଥିନି ଭଲ ଭୋଟ ରେ ଜିତିବେ । ଏଥିରେ କୌଣସି ଆଶଙ୍କା କି ସଞ୍ଚୟ ନାହି । ବ୍ରଜରାଜ ନଗର ଉପନିର୍ବାଚନ ସମୟରେ ବହୁତ୍ ଆଲୋଚନା ପର୍ଯ୍ୟାଲୋଚନ  ହୋଇଥିଲା। ଫଳାଫଳରୁ ଜଣାପଡ଼ିଲା କିଏ ତିନି ନମ୍ବରକୁ ଗଲା। କିଏ ଦୁଇ ନମ୍ୱର୍ ରହିଲା। ଯିଏ ଲଢ଼ୁଛନ୍ତି ୨,୩ ଓ ୪ ନମ୍ୱର୍ ପାଇଁ ଲଢ଼ୁଛନ୍ତି ।ବିଜେଡି ୧ ରେ ରହିବା କଥା ରହିବ।

Related posts

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପଇତା ଲାଗି ନୀତି ଅନୁଷ୍ଠିତ

mahabharatanews

ବାଲୁକା କଳାରେ ଶ୍ରୀକୃଷ୍ଣ

mahabharatanews

କରୋନାରେ ପ୍ରାଣ ହରାଇଥିବା ଦୁଇ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳୀ

mahabharatanews