ଓଡିଶା

ଶୂନ୍ୟକାଳରେ ଏଏସଓ ଚାକିରି ବିବୃତ୍ତି ନେଇ ବିଜେଡି ହଙ୍ଗାମା: ୪ଟା ଯାଏ ଗୃହ ମୁଲତବି

ଭୁବନେଶ୍ୱର: ଆଜି ସୁରୁଖୁରୁରେ ଚାଲିପାରୁନାହିଁ  ବିଧାନ ସଭା ।  ଏନେଇ ବାଚସ୍ପତି ସୁରମା ପାଢୀ ପୁଣି ୪ଟା ଯାଏ ଗୃହ ମୁଲତବି କରାଯାଇଛି । ଶୂନ୍ୟକାଳରେ ଏଏସଓ ଚାକିରି ବିବୃତ୍ତି ନେଇ ବିଜେଡି ହଙ୍ଗାମା କରିଛି ।  ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ବିଜେଡିର ହୋହାଲ୍ଲା ପରେ ଗୃହକୁ ମୁଲତବି କରାଯାଇଛି । ଏହାରି ପୂର୍ୱରୁ ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ ଦେଖାଦେଇଥିଲା । ଏନେଇ ବାଚସ୍ପତ୍ତି ସୁରମା ପାଢୀ ୧୧ଟା ୩୦ ଯାଏଁ ଗୃହକୁ ମୁଲତବି କରିଥିଲେି ।  ବାଚସ୍ପତଙ୍କ ପୋଡିୟମ ତଳେ ବିଜେଡି ହୋହଲ୍ଲା କରି ନାରାବାଜି କରିଥିଲେ ।

Related posts

୧୨ କିଲୋ ଓଜନର ବ୍ରଜକାପ୍ତା ଉଦ୍ଧାର

mahabharatanews

ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ଅବକାସକାଳୀନ ଶିକ୍ଷା.

mahabharatanews

୨୫୦ରୁ ଉଦ୍ଧ୍ୱର୍ ନକ୍ସଲ ସମର୍ଥକଙ୍କ ଆତ୍ମସମର୍ପଣ

mahabharatanews