ଓଡିଶା

ଶୂନ୍ୟକାଳରେ ଏଏସଓ ଚାକିରି ବିବୃତ୍ତି ନେଇ ବିଜେଡି ହଙ୍ଗାମା: ୪ଟା ଯାଏ ଗୃହ ମୁଲତବି

ଭୁବନେଶ୍ୱର: ଆଜି ସୁରୁଖୁରୁରେ ଚାଲିପାରୁନାହିଁ  ବିଧାନ ସଭା ।  ଏନେଇ ବାଚସ୍ପତି ସୁରମା ପାଢୀ ପୁଣି ୪ଟା ଯାଏ ଗୃହ ମୁଲତବି କରାଯାଇଛି । ଶୂନ୍ୟକାଳରେ ଏଏସଓ ଚାକିରି ବିବୃତ୍ତି ନେଇ ବିଜେଡି ହଙ୍ଗାମା କରିଛି ।  ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ବିଜେଡିର ହୋହାଲ୍ଲା ପରେ ଗୃହକୁ ମୁଲତବି କରାଯାଇଛି । ଏହାରି ପୂର୍ୱରୁ ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ ଦେଖାଦେଇଥିଲା । ଏନେଇ ବାଚସ୍ପତ୍ତି ସୁରମା ପାଢୀ ୧୧ଟା ୩୦ ଯାଏଁ ଗୃହକୁ ମୁଲତବି କରିଥିଲେି ।  ବାଚସ୍ପତଙ୍କ ପୋଡିୟମ ତଳେ ବିଜେଡି ହୋହଲ୍ଲା କରି ନାରାବାଜି କରିଥିଲେ ।

Related posts

ରାଜ୍ୟରେ ୨୫ ହଜାର କୋଟି ନିବେଶ କରିବ ବେଦାନ୍ତ

mahabharatanews

Big Update : 20ଟି ପ୍ରମୁଖ ସ୍ଥାନରେ ମେଟ୍ରୋ ରେଳ ଷ୍ଟେସନ କରିବେ ସରକାର

mahabharatanews

ଜାରି ରହିଛି ମହା ପ୍ରଭୁଙ୍କ ରଥ ନିର୍ମାଣ, ସରିଲା ତିନି ରଥର ତୁମ୍ବ, ବିନ୍ଧ ଓ ଗୁଜ

mahabharatanews