ଓଡିଶା

 ଝିଅ ସଂଖ୍ୟା ହ୍ରାସରେ ଓଡିଶା ୬ନମ୍ବର

(ଭୁବନେଶ୍ୱର) : ଦିନକୁ ଦିନ କମିବାରେ ଲାଗିଛି ଝିଅ ସଂଖ୍ୟା । ଏକଥା ଆମେ କହୁନୁ ଆଂଜ୍ଞା ଏକ ରିପୋର୍ଟରେ ପ୍ରକାଶ ପାଇଛି ଯାହା ଆପଣଙ୍କୁ ଅବାକ କରିଦେବ । ରାଜ୍ୟରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୪ବର୍ଷର ରିପୋର୍ଟରୁ ଏହା ଜଣାପଡ଼ିଛି । ଝିଅ ସଂଖ୍ୟା ହ୍ରାସରେ ୬ନମ୍ବର ସ୍ଥାନରେ ଓଡିଶା ରହିଥିବା ଜଣାପଡିଛି ।

ସୂଚନାନୁଯାୟୀ , ଗତ ୪ବର୍ଷରେ ୨୩ପ୍ରତିଶତ କମିଛି ଝିଅଙ୍କ ସଂଖ୍ୟା । ପ୍ରତି ଏକ ହଜାର ପୁଅରେ ଝିଅଙ୍କ ସଂଖ୍ୟା ରହିଛି ୯୨୫ । ଉପାନ୍ତ ଅପେକ୍ଷା ଉପକୂଳ ଜିଲ୍ଲାରେ ସ୍ଥିତି ସଂଗୀନ ବୋଲି ରିପୋର୍ଟରେ କୁହାଯାଇଛି । ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷଙ୍କୁ ଗୁଳିକରି ହତ୍ୟା ଏକ ହଜାର ପୁଅଙ୍କ ତୁଳନାରେ ଝିଅଙ୍କ ହାର ବିଭିନ୍ନ ଜିଲ୍ଲାରେ ଯଥା କେନ୍ଦ୍ରାପଡ଼ାରେ ସର୍ବାଧିକ ୯୮୯  ରହିଛି । ସେହିପରି ନୟାଗଡ଼ରେ ଝିଅଙ୍କ ହାର ୮୧୧ରହିଛି । ଅନ୍ୟ ଜିଲ୍ଲା ଯେପରିକି ଢେଙ୍କାନାଳରେ ୮୬୫, ସୋନପୁର ୮୮୦, ଅନୁଗୁଳ ୮୮୫, ଜଗତସିଂହପୁରରେ ୮୯୭ ରହିଛି ।

Related posts

ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews

ପୁଣି ଶବକୁ ଅସମ୍ନାନ ମହାପ୍ରୟାଣ ଗାଡି ନ ଦେବାରୁ କାନ୍ଧରେ ବୋହିଲେ ପରିବାରବର୍ଗ

mahabharatanews

କଟକର ଐତିହାସିକ ବାଲିଯାତ୍ରା ଉପର ପଡ଼ିଆରେ ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି, ଏନେଇ କୋର୍ଟଙ୍କୁ ଦିଆଯିବ ସତ୍ୟପାଠ

mahabharatanews