ଭାରତ

ବିଏସଏଫ ଯବାନଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ , ୧୫ ଆହତ

ଛତିଶଗଡ: ଛତିଶଗଡର ନାରାୟଣପୁରରେ ବିଏସଏଫ ଯବାନଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବିଏସଏଫ ଯବାନମାନେ ୪୦୭ ମାଟାଡୋରରେ ଯାଉଥିଲେ । ଏହି ସମୟରେ ଗାଡି ଭାରସାମ୍ୟା ହରାଇ ଓଲଟି ପଡିଥିଲା । ଏଥିରେ ୧୫ ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ତ ଗୁରୁତର ଥିବା କୁହାଯାଉଛି । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲ ନିଆଯାଇଛି । ଏହି ଦୁର୍ଘଟଣା ଅନ୍ତାଗଡ – ନାରାୟଣପୁର ରାସ୍ତାର କୁମହାରୀ ଗାଁ ନିକଟରେ ଘଟିଛି ।

Related posts

କମିବ କି ପାର୍ଲେ ଜି ବିସ୍କୁଟର ଦର

mahabharatanews

ପୁଲିସ ଏନକାଉଣ୍ଟରେ ଟଳିଲେ ୪ନକ୍ସଲ  

mahabharatanews

ରାମଦେବଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିବାକୁ ମନା କଲେ ସୁପ୍ରିମକୋର୍ଟ

mahabharatanews