ଭାରତଵାଣିଜ୍ୟ

ବଜେଟ ଉପସ୍ଥାପନ : ସବୁ ବର୍ଗର ବ୍ୟକ୍ତିଙ୍କୁ ଖୁସି କରିବାକୁ ଚେଷ୍ଟା କରିପାରନ୍ତି କେନ୍ଦ୍ରସରକାର

ନୂଆଦିଲ୍ଲୀ : ଆଜି ଆସିବ ସାଧାରଣ ବଜେଟ | ମୋଦି ସରକାରଙ୍କ ଦ୍ୱତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ | 2024ରେ ସାଧାରଣ ନିର୍ବାଚନ ଥିବାରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ | ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ | ସବୁ ବର୍ଗର ବ୍ୟକ୍ତିଙ୍କୁ ଖୁସି କରିବାକୁ ଚେଷ୍ଟା କରିପାରନ୍ତି କେନ୍ଦ୍ରସରକାର | ମଧ୍ୟବତି ଶ୍ରେଣୀର ଲୋକଙ୍କ ପାଇଁ ଟିକସ ରିହାତି ସମ୍ଭାବନା | ଗ୍ରାମୀଣ ନିଯୁକ୍ତି ଓ ଗୃହ ନିର୍ମାଣ ଆଦିକୁ ମିଳିପାରେ ପ୍ରାଧାନ୍ୟ | ସଂସଦରେ ବଜେଟ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାଷ୍ଟ୍ରପତିଙ୍କୁ ଦେଲେ ବଜେଟ କପି ।

Related posts

ବଢୁଛି ବାଘ ମୃତ୍ୟୁ ସଂଖ୍ୟା : ଲଗାତାର ଗଲାଣି ୩ ଜୀବନ

mahabharatanews

ଗଗନୟାନ ମିଶନରେ ଓଡ଼ିଶାର ଅବଦାନ 

mahabharatanews

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମିଳିଲା ଜାମିନ

mahabharatanews