ଦେଶ ବିଦେଶଉତ୍ତର ପ୍ରଦେଶ ସରକାର ଓ ରାମ ମନ୍ଦିର ଟ୍ରଷ୍ଟକୁ ନୋଟିସ୍ ଜାରିmahabharatanewsJuly 13, 2026 by mahabharatanewsJuly 13, 2026024 ଅଯୋଧ୍ୟା ରାମ ମନ୍ଦିରରେ ଆର୍ଥିକ ଅନିୟମିତତା ଏବଂ ସାଧାରଣ ଦାନର ଆତ୍ମସାତ ଘଟଣାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତ ଦାବି କରି ଆଗତ ଜନସ୍ୱାର୍ଥ ମାମଲା (ପିଆଇଏଲ୍) ଉପରେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର,...
ଦେଶ ବିଦେଶଆକାଶବାଣୀର ସତର୍କ ସୂଚନା: ପ୍ରବଳ ବର୍ଷା ପାଇଁ ରୁହନ୍ତୁ ପ୍ରସ୍ତୁତmahabharatanewsJuly 12, 2026 by mahabharatanewsJuly 12, 2026021 ଭାରତରେ ଏବେ ମୌସୁମୀ ବର୍ଷାରେ ବଡ଼ ଅଭାବ ଦେଖାଦେଇଛି। ଦେଶର କେନ୍ଦ୍ରୀୟ, ପଶ୍ଚିମ ଏବଂ ଉତ୍ତର ଅଞ୍ଚଳରେ ଶୁଷ୍କ ପାଣିପାଗ ଯୋଗୁଁ ମରୁଡ଼ି ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଅଭାବରୁ ଧାନ, ମକା...
ଦେଶ ବିଦେଶହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଜାହାଜ ଉପରେ ଇରାନୀ ଆକ୍ରମଣ…mahabharatanewsJuly 12, 2026 by mahabharatanewsJuly 12, 2026025 ଇରାନ୍ ଓମାନ ଉପକୂଳରେ ହର୍ମୁଜ୍ ପ୍ରଣାଳୀରେ ସାଇପ୍ରସ୍ ପତାକାଧାରୀ ବାଣିଜ୍ୟିକ ଜାହାଜ, GFS ଗାଲାକ୍ସି ଉପରେ ଆକ୍ରମଣ କରିଛି। ଓମାନ ଉପକୂଳରେ ଯେତେବେଳେ ଏହି ଆକ୍ରମଣ ଘଟିଥିଲା ସେତେବେଳେ GFS Galaxy ନାମକ ଜାହାଜରେ...
ଖେଳଦେଶ ବିଦେଶମୋନାକୋରେ ଡାଇମଣ୍ଡ ଲିଗରେ ତୃତୀୟ ସ୍ଥାନ ଅଧିକାର କରି ଇତିହାସ ସୃଷ୍ଟି କରିଛନ୍ତି ସର୍ବେଶ ଅନିଲ କୁଶାରେmahabharatanewsJuly 12, 2026 by mahabharatanewsJuly 12, 2026042 ଇତିହାସ ସୃଷ୍ଟି କରିଛନ୍ତି ସର୍ବେଶ କୁଶାରେ, ଡାଇମଣ୍ଡ ଲିଗରେ ଏପରି କିଛି ହାସଲ କରିଛନ୍ତି ଯାହା ନୀରଜ ଚୋପ୍ରାଙ୍କ ଭଳି କିମ୍ବଦନ୍ତୀ ମଧ୍ୟ କରିପାରି ନାହାଁନ୍ତି । ଉଚ୍ଚ ଜମ୍ପରେ ଭାରତର ଜାତୀୟ ରେକର୍ଡଧାରୀ...
ଦେଶ ବିଦେଶଭିଏତନାମରେ ଭାରତୀୟ ପର୍ଯ୍ୟଟକଙ୍କ ସ୍ପୀଡ୍ବୋଟ୍ ଦୁର୍ଘଟଣାଗ୍ରସ୍ତ; ୧୫ ମୃତmahabharatanewsJuly 12, 2026 by mahabharatanewsJuly 12, 2026026 ଭିଏତନାମ ପ୍ରଧାନମନ୍ତ୍ରୀ ଲେ ମିନ୍ ହଙ୍ଗ ଫୁ କ୍ୱିକ୍ ଦ୍ୱୀପରେ ସ୍ପିଡ୍ ଡଙ୍ଗା ବୁଡ଼ିଯିବା ଘଟଣାରେ ବ୍ୟାପକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଥିରେ ୧୫ ଜଣ ଭାରତୀୟ ପର୍ଯ୍ୟଟକଙ୍କ ଜୀବନ ଯାଇଛି। ସ୍ଥାନୀୟ ଗଣମାଧ୍ୟମ...
ଦେଶ ବିଦେଶରାମ ମନ୍ଦିର ଦାନ ଚୋରି ମାମଲାରେ ବଡ଼ ଖୁଲାସା… ଗଣତି ପୂର୍ବରୁ ଗାୟବ ହେଉଥିଲା ଟଙ୍କାmahabharatanewsJuly 9, 2026 by mahabharatanewsJuly 9, 20260108 ଅଯୋଧ୍ୟା ରାମ ମନ୍ଦିରର ଦାନ ଚୋରି ମାମଲାରେ ଏବେ ଏକ ଆଶ୍ଚର୍ଯ୍ୟଜନକ ସତ ସାମ୍ନାକୁ ଆସିଛି। ଏସଆଇଟି (SIT) ଏବଂ ଅଯୋଧ୍ୟା ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ଦାନ ଟଙ୍କା ଗଣତି ମେସିନ୍ରେ ରଖାଯିବା...
ଦେଶ ବିଦେଶନିଜ ଟଙ୍କାରେ ଜେଟ୍ କିଣି ପୁଣି ଭଡ଼ା ଦେଉଥିଲେ ମମତା? ଖୋଲିଲା ଇଡିର ମାଷ୍ଟରପ୍ଲାନmahabharatanewsJuly 9, 2026 by mahabharatanewsJuly 9, 2026022 ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ବା ଟିଏମସି ପାଇଁ ବଡ଼ ଅଡ଼ୁଆ। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଥାତ୍ ଇଡି ଗ୍ରହଣ କରିଛି ଏକ ବଡ଼ କାର୍ଯ୍ୟାନୁଷ୍ଠାନ। ଦଳର ୩ଟି ବ୍ୟାଙ୍କ...
ଅପରାଧଦେଶ ବିଦେଶପୁଣେରେ ମହାବିପର୍ଯ୍ୟୟ: ଭୁଶୁଡ଼ି ପଡ଼ିଲା ୩ ମହଲା କୋଠାmahabharatanewsJuly 8, 2026 by mahabharatanewsJuly 8, 2026033 ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟା ସମୟରେ ପୁନେର ପିମ୍ପରି-ଚିଞ୍ଚୱାଡ ଅଞ୍ଚଳର ମୋଶିଠାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଏକ ଅଳିଆ ଡିପୋ ନିକଟରେ ଏକ ବହୁତଳ କୋଠା ହଠାତ୍ ପ୍ରଚଣ୍ଡ ଶବ୍ଦ...
ଅପରାଧଦେଶ ବିଦେଶଏହି କାରଣରୁ ପୋଲିସ ଗୁଳିରେ ମରିଲା ଦୁଷ୍କର୍ମକାରୀmahabharatanewsJuly 8, 2026July 8, 2026 by mahabharatanewsJuly 8, 2026July 8, 2026043 ପଶ୍ଚିମବଙ୍ଗର ବାରୁଇପୁରରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛି। ବୁଧବାର ସକାଳେ ଘଟିଥିବା ଏହି ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ...
ଖେଳଦେଶ ବିଦେଶପଡ଼ିଆରୁ ଲୁହ ଭିଜା ଆଖିରେ ବିଦାୟ ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋmahabharatanewsJuly 7, 2026 by mahabharatanewsJuly 7, 2026040 ଅଧୁରା ରହିଲା ପର୍ତ୍ତୁଗାଲର ଷ୍ଟାର ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଫିଫା ବିଶ୍ୱକପ୍ ଜିତିବାର ସ୍ୱପ୍ନ । ତାଙ୍କ ନାମ ସହିତ ଆଉ “ବିଶ୍ୱ ଚାମ୍ପିଅନ୍” ଉପାଧି ଯୋଡ଼ି ହେବ ନାହିଁ । ମଙ୍ଗଳବାର ସ୍ପେନ୍...