ଓଡିଶାଦୁର୍ଘଟଣାଦୁର୍ଘଟଣା ଘଟାଇଥିବା ମଦ୍ୟପ ଡ୍ରାଇଭରକୁ ଧରିଲେ ଲୋକେmahabharatanewsNovember 25, 2025 by mahabharatanewsNovember 25, 2025019 ମଦ୍ୟପ ମିନିଟ୍ରକ ଡ଼୍ରାଇଭରର ସିରିଜ ଦୁର୍ଘଟଣା। ଏକ ଚିପ୍ସ ବୋଝେଇ ମିନି ଟ୍ରକ କଟକ ଜୁଡିସିଆଲ ଏକାଡେମୀ ଛକରେ ପ୍ରଥମେ ଏକ ପାସେଞ୍ଜର ଅଟୋକୁ ଧକ୍କା ଦେଇଥିଲା ଓ ପରେପରେ ଡଗରପଡା ହନୁମାନ ମନ୍ଦିର...
ଓଡିଶାଦୁର୍ଘଟଣାରାୟଗଡ଼ା ଜିଲ୍ଲା ଗୁଣୁପୁର ବେବର୍ତ୍ତା ଢିପସାହିରେ ଭୟାବହ ଅଗ୍ନିକାଣ୍ଡmahabharatanewsNovember 23, 2025 by mahabharatanewsNovember 23, 2025015 ଗୁଣପୁର: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର। ରାୟଗଡ଼ା ଜିଲ୍ଲା ଗୁଣୁପୁର ବେବର୍ତ୍ତା ଢିପସାହିରେ ଅଗ୍ନିକାଣ୍ଡ ଘଟିଛି । ୩ଟି ପରିବାରର ୧୦ ବଖରା ଘର ପୋଡି ପାଉଁଶ ହୋଇଯାଇଛି। । ୩ଟି...
ଦୁର୍ଘଟଣାଦେଶ ବିଦେଶଭାରତତେଜସ୍ ପାଇଲଟ୍ ୱିଙ୍ଗ କମାଣ୍ଡର ନମଂଶଙ୍କର ଆଜି ସମ୍ପନ୍ନ ହେବ ଶେଷକୃତ୍ୟmahabharatanewsNovember 23, 2025 by mahabharatanewsNovember 23, 2025019 ଦୁବାଇ ଏୟାର ଶୋ’ରେ ଏକ ପ୍ରଦର୍ଶନୀ ସମୟରେ ଦେଶର ଗର୍ବ, ତେଜସ ହାଲୁକା ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହେବା ମାତ୍ରେ ବିମାନଟି ନିଆଁ ପିଣ୍ଡୁଳାରେ...
ଓଡିଶାଦୁର୍ଘଟଣାହାତୀ ଆକ୍ରମଣରେ ଯୁବକ ଗୁରୁତରmahabharatanewsNovember 23, 2025 by mahabharatanewsNovember 23, 2025053 ହାତୀ ଆକ୍ରମଣରେ ଯୁବକ ଗୁରୁତର । ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣ ଥମିବାର ନାଁ ନେଉନି । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ହାତୀ ଆକ୍ରମଣ ଜନିତ ଘଟଣା ଦେଖା ଦେଉଥିବା ବେଳେ...
ଓଡିଶାଦୁର୍ଘଟଣାଭାରସାମ୍ୟ ହରାଇ ଗଛରେ ପିଟିଲା ନାଇଟ୍ କୋଚ ବସmahabharatanewsNovember 22, 2025 by mahabharatanewsNovember 22, 2025018 ଭାରସାମ୍ୟ ହରାଇ ଗଛରେ ପିଟିଲା ନାଇଟ୍ କୋଚ ବସ, ଦୁଇ ଆହତ। ଅଳ୍ପକେ ବର୍ତ୍ତିଲେ ପଚାଶ ଯାତ୍ରୀ। ଢେଙ୍କାନାଳ – କାମାକ୍ଷାନଗର ରାସ୍ତାର ଗେଙ୍ଗୁଟିଆ କନକ ଦୁର୍ଗା ମନ୍ଦିର ପାଖରେ ନାଇଟ୍ କୋଚ ବସ୍...
ଓଡିଶାଦୁର୍ଘଟଣାକଟକ-କେନ୍ଦ୍ରାପଡା ରାସ୍ତାର ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ସଡ଼କ ଦୁର୍ଘଟଣାmahabharatanewsNovember 19, 2025November 19, 2025 by mahabharatanewsNovember 19, 2025November 19, 2025019 କଟକ-କେନ୍ଦ୍ରାପଡା ରାସ୍ତାର ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ସଡ଼କ ଦୁର୍ଘଟଣା। ସ୍କୁଟି ଚାଳକକୁ ବଞ୍ଚାଇବାକୁ ଯାଇ ରାସ୍ତା ତଳକୁ ଖସିଲା ବୋଲେରୋ ଗାଡ଼ି। ଗୁରୁତର ମାନଙ୍କୁ କଟକ ସ୍ଥାନାନ୍ତର। ସୂଚନା ଅନୁଯାୟୀ ବୋଲେରୋ ଟି...
ଅପରାଧଦୁର୍ଘଟଣାଦେଶ ବିଦେଶରାଜନୀତିତୀବ୍ର ବେଗରେ ବଢୁଛି ହିଂସାmahabharatanewsNovember 18, 2025 by mahabharatanewsNovember 18, 2025079 ତୀବ୍ର ହେଉଛି ହିଂସା । ପୁଣି ଅଶାନ୍ତ ହେଲାଣି ବାଂଲାଦେଶ। ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବା ପରେ, ଏବେ ଏହି ହିଂସାର ନିଆଁ ଆହୁରି ତେଜିଛି । ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି...
ଓଡିଶାଦୁର୍ଘଟଣାଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ , ଅଳ୍ପକେ ବର୍ତିଲେ ୫୦ଉର୍ଦ୍ଧ ବସଯାତ୍ରୀmahabharatanewsNovember 18, 2025 by mahabharatanewsNovember 18, 2025036 ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ । ଅଳ୍ପକେ ବର୍ତିଲେ ୫୦ଉର୍ଦ୍ଧ ବସଯାତ୍ରୀ । ଦୁର୍ଘଟଣା ସ୍ଥଳରେ ୧୦ରୁ ଉର୍ଦ୍ଧ ବସ ଯାତ୍ରୀ ଗୁରୁତର । ସମସ୍ତଙ୍କୁ ପୁରୁଣାକଟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।...
ଦୁର୍ଘଟଣାଦେଶ ବିଦେଶସାଉଦି ଆରବରେ ବସ୍ରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୨ ଭାରତୀୟ ଶ୍ରଦ୍ଧାଳୁ ଜୀବନ୍ତ ଜଳିଗଲେmahabharatanewsNovember 17, 2025 by mahabharatanewsNovember 17, 2025016 ସୋମବାର ସାଉଦି ଆରବରେ ଏକ ବଡ ବସ ଦୁର୍ଘଟଣା ଘଟିଛି । ବସ୍ରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୨ ଭାରତୀୟ ଶ୍ରଦ୍ଧାଳୁଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ମକ୍କାରୁ ବସ୍ଟି ମଦିନା ଅଭିମୁଖେ ଯାଉଥିବାବେଳେ...
ଓଡିଶାଦୁର୍ଘଟଣାମଟରସାଇକେଲ ପାର୍ଟ୍ସ ର ଗୋଦାମ ଘରେ ନିଆଁmahabharatanewsNovember 14, 2025 by mahabharatanewsNovember 14, 2025043 ଅଠରବାଙ୍କି ମାର୍କେଟ ବିଲ୍ଡିଂ ରେ ଅଗ୍ନିକାଣ୍ଡ। ମଟରସାଇକେଲ ପାର୍ଟ୍ସ ର ଗୋଦାମ ଘରେ ଲାଗିଛି ନିଆଁ। ହୁତୁ ହୁତୁ ହୋଇ ଜଳୁଛି ୨ୟ ମହଲା ର ଗୋଟିଏ ଘର। ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ...