ଦୁର୍ଘଟଣାଦେଶ ବିଦେଶଉତ୍ତର ପ୍ରଦେଶରେ ପ୍ରବଳ ପବନ ତାଣ୍ଡବ ରଚିଛି, ଝଡ଼ରେ ୮୯ ଜଣଙ୍କର ମୃତ୍ୟୁ,,,mahabharatanewsMay 14, 2026May 14, 2026 by mahabharatanewsMay 14, 2026May 14, 2026058 ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଉତ୍ତର ପ୍ରଦେଶରେ ଘଟିଥିବା ଏକ ଭୟଙ୍କର ଝଡ଼ ତାଣ୍ଡବ ସୃଷ୍ଟି କରିଛି। ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି, ଯେତେବେଳେ ଅନ୍ୟ ମାଟି ଘରଗୁଡ଼ିକ ଭୁଶୁଡ଼ି ପଡ଼ିଛି।...
ଦୁର୍ଘଟଣାଟ୍ରକ ଧକ୍କାରେ ଜଣେ ମୃତ ଓ ଜଣେ ଆହତmahabharatanewsMay 7, 2026 by mahabharatanewsMay 7, 2026067 ଟ୍ରକ ଧକ୍କାରେ ଚାଲିଗଲା ଜୀବନ । ୨୬ ନମ୍ବର ଜାତୀୟ ରାଜପଥ କେରମେଲି ଠାରେ ଟ୍ରକ ଧକ୍କାରେ ଜଣେ ମୃତ ଓ ଜଣେ ଆହତ ହୋଇଛନ୍ତି । ମୃତକ ଜଣକ ଜଲିଆ ଦର୍ହ ଗ୍ରାମର...
ଅପରାଧଓଡିଶାଦୁର୍ଘଟଣାରାସ୍ତାରେ ଶୋଇ ଥିବା ଷଣ୍ଢ ପଲଙ୍କୁ ଚାପି ଦେଲା ହାଇଓ୍ଵା, ଉତ୍ୟକ୍ତ ଲୋକେ ଜାଳିଦେଲେ ହାଇଓ୍ବାmahabharatanewsMay 4, 2026 by mahabharatanewsMay 4, 2026065 ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ନାଲୁଗୁଣ୍ଡା ଛକ ନିକଟରେ ଶୋଇଥିବା ୮ ଷଣ୍ଢଙ୍କ ଉପରେ ମାଡିଗଲା ହାଇୱା, ଡ୍ରାଇଭର ବେପରୁଆ ଚାଳନାରୁ ଗଲା ଷଣ୍ଡଙ୍କ ଜୀବନ। ସୂଚନା ଅନୁଯାୟୀ ଭଦ୍ରକରୁ ଏକ ମାଲ୍ ବୋଝେଇ...
ଦୁର୍ଘଟଣାଦେଶ ବିଦେଶଭୟଙ୍କର ଟ୍ରେନ୍ ଦୁର୍ଘଟଣା, ୧୪ ଜଣଙ୍କ ମୃତ୍ୟୁ, ମହିଳା ଡବା ସବୁଠାରୁ ଅଧିକ ପ୍ରଭାବିତmahabharatanewsApril 28, 2026 by mahabharatanewsApril 28, 2026075 ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ନିକଟରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଦେଶକୁ ସ୍ତବ୍ଧ କରିଦେଇଛି। ସୋମବାର ବିଳମ୍ବିତ ରାତିରେ ବେକାସିରେ ଏକ କମ୍ୟୁଟର ଟ୍ରେନ୍ ଏକ ଦୂରଗାମୀ ଟ୍ରେନ୍ ସହିତ ଧକ୍କା ଖାଇ ୧୪...
ଦୁର୍ଘଟଣାବିରିୟାନି ଖାଇବା ପରେ ତରଭୁଜ ଖାଇ ଚାଲିଗଲା ଜୀବନmahabharatanewsApril 27, 2026 by mahabharatanewsApril 27, 2026051 ମହାରାଷ୍ଟ୍ରରୁ ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କଳ୍ପନା କରନ୍ତୁ, ବିରିୟାନି ଖାଇବା ପରେ ତରଭୁଜ ଖାଇଲେ କ’ଣ କେହି ମୃତ୍ୟୁବରଣ କରିପାରିବେ? ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ପାଇଧୁନି ଅଞ୍ଚଳରୁ...
ଦୁର୍ଘଟଣାଦେଶ ବିଦେଶପ୍ରେମିକଙ୍କୁ ପ୍ରସ୍ତାବ ଦେବା ବାହାନାରେ ଜାଳି ଦେଲେmahabharatanewsApril 22, 2026 by mahabharatanewsApril 22, 2026075 ମଙ୍ଗଳବାର କର୍ଣ୍ଣାଟକର ରାଜଧାନୀ ଏବଂ ଦେଶର ଆଇଟି ହବ୍ ଭାବରେ ବିବେଚିତ ବେଙ୍ଗାଲୁରୁରେ ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି। ଏକ ଟେଲିକମ୍ ଷ୍ଟୋରରେ କାମ କରୁଥିବା ଜଣେ ମହିଳା ତାଙ୍କ ପ୍ରେମିକଙ୍କୁ ଘରକୁ...
ଦୁର୍ଘଟଣାଦେଶ ବିଦେଶନିୟନ୍ତ୍ରଣ ହରାଇ ପାହାଡ ତଳକୁ ଖସି ପଡିଲା ବସ୍, ବଢୁଛି ମୃତ୍ୟୁ ସଂଖ୍ୟାmahabharatanewsApril 20, 2026 by mahabharatanewsApril 20, 2026067 ଭାରସାମ୍ୟ ହରାଇ ପାହାଡ ତଳକୁ ଖସିପଡିଲା ବସ୍ । ରାମନଗର ସହରରୁ ଜମ୍ମୁର ଉଧମପୁର ଯାଉଥିବା ଏକ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ପାହାଡ଼ ତଳକୁ ଖସି ପଡ଼ିଲା। ରିପୋର୍ଟ ଅନୁଯାୟୀ, ଡ୍ରାଇଭର ହଠାତ୍...
ଓଡିଶାଦୁର୍ଘଟଣାବେଗୁନିଆ ହଜ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମୃତ, ଟାୟାର ଜାଳି ରାସ୍ତା ଅବରୋଧmahabharatanewsApril 17, 2026 by mahabharatanewsApril 17, 2026047 ବେଗୁନିଆ ହଜ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମୃତ। ମୃତ ଯୁବକ ଜଣକ ହେଲେ ନିଧିପୁର ଆଦିବାସୀ ସାହିର ସୁଶାନ୍ତ ପ୍ରଧାନ। ସୂଚନା ଅନୁଯାୟୀ ସୁଶାନ୍ତ ଜଣେ ଟେଣ୍ଟହାଉସ କର୍ମଚାରୀ ହୋଇଥିବା ବେଳେ ନିଜର...
ଓଡିଶାଦୁର୍ଘଟଣାପୁଅ ମୃତ୍ୟୁ ର ୩ଦିନରେ ବାପାର ମୃତ୍ୟୁ…mahabharatanewsApril 10, 2026 by mahabharatanewsApril 10, 2026073 ରସୁଲପୁର ବ୍ଲକ ଅନ୍ତର୍ଗତ ଓଡ଼ିଶୋ ଅଣ୍ଡେଇଗୋଡ଼ା ପଞ୍ଚାୟତ ଆର୍ତ୍ତିଆ କୁସୁନପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା ପୁଅର ମୃତ୍ୟୁ ର ୩ଦିନରେ ବାପାର ମୃତ୍ୟୁ ଘଟିଛି । ସୂଚନା ଥାଉକି ପିତାମ୍ବର ସ୍ୱାଇଁ...
ଦୁର୍ଘଟଣାଦେଶ ବିଦେଶରୁଷରେ ବଡ଼ ବିମାନ ଦୁର୍ଘଟଣା, 29 ଜଣଙ୍କର ମୃତ୍ୟୁ…mahabharatanewsApril 1, 2026 by mahabharatanewsApril 1, 2026059 ରୁଷରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, TASS ସମାଚାର ଏଜେନ୍ସି ବୁଧବାର ଦିନ ରିପୋର୍ଟ କରିଛି ଯେ ଏକ ରୁଷୀୟ ଆଣ୍ଟୋନୋଭ-26 ସାମରିକ...