ଓଡିଶାଦୁର୍ଘଟଣାସୁକିନ୍ଦା ଠାରୁ ଢେଙ୍କାନାଳ ସୀମା ଅନନ୍ତପୁର ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣ ଯନ୍ତାmahabharatanewsNovember 14, 2025November 14, 2025 by mahabharatanewsNovember 14, 2025November 14, 2025037 ଜାତୀୟ ରାଜପଥ ନୁହେଁ ମୁଣ୍ଡ ନେବା ପଥ ପାଲଟି ଗଲାଣି ଜାତୀୟ ରାଜପଥ ୫୩ର ସୁକିନ୍ଦା ଠାରୁ ଢେଙ୍କାନାଳ ସୀମା ଅନନ୍ତପୁର ପର୍ଯ୍ୟନ୍ତ ୯ କିମି ରାସ୍ତା । ଦେଢ଼ ମାସ ଭିତରେ ଚାରୋଟି...
ଦୁର୍ଘଟଣାବାଟକୋଟ ବ୍ଲକ ଛକରେ ଘଟିଛି ସିରିଜ ଦୁର୍ଘଟଣାmahabharatanewsNovember 13, 2025 by mahabharatanewsNovember 13, 2025047 ଆଜି ଦିନ ମଧ୍ୟାନ୍ନ ସମୟରେ ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଛକ 49 ନମ୍ବର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା ଘଟି ଜଣେ ଗୁରୁତର ଆହତ ହୋଇଥିବା ବେଳେ ତିନି ଗାଡି କ୍ଷତିଗ୍ରସ୍ତ ହୋଇଛି। ...
ଅପରାଧଦୁର୍ଘଟଣାବିଶ୍ୱଭାରତଦିଲ୍ଲୀ ବିସ୍ଫୋରଣ ମାମଲାରେ ନୂଆ ସୁରାକ! ଲାଲ ଇକୋସ୍ପୋର୍ଟକୁ ଖୋଜୁଛି ରାଜଧାନୀରେ ପାଞ୍ଚଟି ଦଳmahabharatanewsNovember 12, 2025 by mahabharatanewsNovember 12, 2025052 ଦିଲ୍ଲୀ ବୋମା ବିସ୍ଫୋରଣ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଦିଲ୍ଲୀ ପୋଲିସ ଏକ କାର ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରିଛି, ଯାହାକୁ ଦିଲ୍ଲୀରେ ଖୋଜା ଚାଲିଛି। ସନ୍ଦିଗ୍ଧ ବ୍ୟକ୍ତି...
ଦୁର୍ଘଟଣାଭାରତଦିଲ୍ଲୀ ବିସ୍ଫୋରଣ ମାମଲାର ତଦନ୍ତ ଦାୟିତ୍ୱ ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA)କୁ ହସ୍ତାନ୍ତରmahabharatanewsNovember 11, 2025 by mahabharatanewsNovember 11, 2025050 ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ମାମଲାର ତଦନ୍ତ ଦାୟିତ୍ୱ ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA)କୁ ହସ୍ତାନ୍ତର କରାଯାଇଛି । ବିସ୍ଫୋରଣ ମାମଲାରେ ଯାଞ୍ଚ କରିବା ବେଳେ ପ୍ରତି ଘଣ୍ଟାରେ ନୂଆ ନୂଆ ଖୁଲାସା ସାମ୍ନାକୁ ଆସିଛି...
Accidentଦୁର୍ଘଟଣାଦେଶ ବିଦେଶବିଶ୍ୱଥାଇଲାଣ୍ଡ ତାରୁତାଓ ଦ୍ୱୀପରେ ବୁଡିଲା ବୋଟ, ୭ ମୃତ, ଶତାଧିକ ନିଖୋଜmahabharatanewsNovember 10, 2025 by mahabharatanewsNovember 10, 2025042 ଥାଇଲାଣ୍ଡର ତାରୁତାଓ ଦ୍ୱୀପରେ ବୁଡିଲା ବୋଟ । ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ନିଖୋଜ ରହିଛନ୍ତି । ବୋଟରେ ୩୦୦ରୁ ଅଧିକ ଯାତ୍ରୀ ଥିଲେ । ବୋଟଟି ମିଆଁମାରରୁ ମାଲେସିଆ ଯାଉଥିବା ବେଳେ...
ଦୁର୍ଘଟଣାଦେଶ ବିଦେଶରୁଷିଆର ଦାଗେସ୍ତାନରେ Ka-226 ନାମକ ହେଲିକପ୍ଟର ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତmahabharatanewsNovember 10, 2025 by mahabharatanewsNovember 10, 2025051 ରୁଷିଆର ଦାଗେସ୍ତାନରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । Ka-226 ନାମକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ଅଚି-ସୁ ଗ୍ରାମ ନିକଟସ୍ଥ କାସ୍ପିଆନ ସାଗର ଅଞ୍ଚଳରେ ହେଲିକପ୍ଟରଟି ନିୟନ୍ତ୍ରଣ...
ଓଡିଶାଦୁର୍ଘଟଣାପୁରୁଣା କୋଠା ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶmahabharatanewsNovember 9, 2025 by mahabharatanewsNovember 9, 2025039 ଭୁବନେଶ୍ୱର:- କଟକ ସହରର ମଣିସାହୁ ଛକ ନିକଟରେ ଥିବା ହାଡ଼ିବନ୍ଧୁ ସ୍କୁଲ ନିକଟରେ ପୁରୁଣା କୋଠା ଭୁଶୁଡ଼ିବାରୁ ବସ୍ତିରେ ରହୁଥିବା ୩ ଜଣଙ୍କର ମୃତ୍ୟୁ ଘଟିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର...
ଓଡିଶାଦୁର୍ଘଟଣାଓଡ଼ିଶା ଆନ୍ଧ୍ର ସୀମାନ୍ତ ସାଲୁର ଘାଟି ଚଢ଼ୁଥିବା ବେଳେ ଜଳିଗଲା ଓଏସ୍ଆରଟିସି ବସ୍mahabharatanewsNovember 6, 2025November 6, 2025 by mahabharatanewsNovember 6, 2025November 6, 2025031 ଘାଟିରେ ହୁତୁହୁତୁ ହୋଇ ଜଳିଗଲା ଓଏସ୍ଆରଟିସି ବସ୍। ଓଡ଼ିଶା ଆନ୍ଧ୍ର ସୀମାନ୍ତ ସାଲୁର ଘାଟି ଚଢ଼ୁଥିବା ବେଳେ ଘଟିଲା ଅଘଟଣ। ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ। ତେବେ ଇଞ୍ଜିନରେ ସର୍ଟ୍ ସର୍କିଟ୍ ଯୋଗୁଁ ନିଆଁ...
ଦୁର୍ଘଟଣାବିଶ୍ୱଆମେରିକାର ଲୁଇସଭିଲରେ ଥିବା ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦର କ୍ରାସ ହେଲା UPS କାର୍ଗୋ ବିମାନmahabharatanewsNovember 5, 2025 by mahabharatanewsNovember 5, 2025044 ନୂଆଦିଲ୍ଲୀ:- ଆମେରିକାରେ ଭୟଙ୍କର ବିମାନ ଦୁର୍ଘଟଣା । ଆମେରିକାର ଲୁଇସଭିଲରେ ଥିବା ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦର କ୍ରାସ ହେଲା UPS କାର୍ଗୋ ବିମାନ । ଦୁର୍ଘଟଣାରେ ୭ ଜଣ ମୃତ୍ୟୁବରଣ କରିଥିବାବେଳେ ୧୦ରୁ...
ଓଡିଶାଦୁର୍ଘଟଣାମାମୁଘର ବୁଲିବାକୁ ଆସି ପାଇଖାନା ଟାଙ୍କିରେ ପଡି ଜୀବନ ହାରିଲେmahabharatanewsNovember 3, 2025 by mahabharatanewsNovember 3, 2025030 ଅକାଳରେ ଚାଲିଗଲା ତିନି ଶିଶୁଙ୍କ ଜୀବନ । ମାମୁଘର ବୁଲିବାକୁ ଆସି ଜୀବନ ହାରିଛନ୍ତି ୩ ଜଣ ଶିଶୁ । କଟକ ଜିଲ୍ଲା ବଡ଼ମ୍ବାରେ ଏକ ଦୁଃଖଦ ଘଟଣା ଘଟିଛି । ପାଇଖାନା ଟାଙ୍କିରେ...