ଓଡିଶାପାଣିପାଗଲ୍ୟାଣ୍ଡଫଲ କଲା ବାତ୍ୟା ସେନ୍ୟାରmahabharatanewsNovember 26, 2025 by mahabharatanewsNovember 26, 2025026 ଲ୍ୟାଣ୍ଡଫଲ କଲା ବାତ୍ୟା ସେନ୍ୟାର । ନଭେମ୍ବର ମାସ ଶେଷକୁ ପୁଣି ଆସିଲା ଆଉ ଏକ ବାତ୍ଯା। ଇଣ୍ଡୋନେସିଆ ଉପକୂଳରେ ଏହା ସ୍ଥଳ ଭାଗ ଅତିକ୍ରମ କରିଛି । ସ୍ଥଳଭାଗ ଛୁଇଁବା ବେଳକୁ ପନବର...
ଓଡିଶାଦେଶ ବିଦେଶପାଣିପାଗବଙ୍ଗୋପସାଗରରେ ମାଡ଼ି ଆସୁଛି ବାତ୍ୟାmahabharatanewsNovember 24, 2025 by mahabharatanewsNovember 24, 2025029 ବଙ୍ଗୋପସାଗରରେ ଆସୁଛି ବାତ୍ୟା । ବଙ୍ଗୋପସାଗରରେ ବାତ୍ୟା ହେବା ନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । ଚଳିତ ମାସରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଭାରତୀୟ ପାଣିପାଗ ବିଭାଗ ପୁଣି ବାତ୍ୟା ଆକଳନ...
ପାଣିପାଗ୨୨ରେ ଲଘୁଚାପ ସୃଷ୍ଟି ହୋଇ୨୪ରେ ଅବପାତର ରୂପ ନେଇପାରେ…mahabharatanewsNovember 19, 2025 by mahabharatanewsNovember 19, 2025031 ୨୨ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ସହ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତିକରି ଘନୀଭୂତ ହୋଇ ୨୪ତାରିଖ ବେଳକୁ ଦକ୍ଷିଣବଙ୍ଗୋପସାଗର ର କେନ୍ଦ୍ରୀୟ ଅଞ୍ଚଳରେ ଅବପାତ। ପରବର୍ତ୍ତୀ ୪୮ଘଣ୍ଟାରେ ଗତିରଦିଗ ବଜାୟ...
ଓଡିଶାପାଣିପାଗ୨୨ ବେଳକୁ ୨୨ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେmahabharatanewsNovember 18, 2025 by mahabharatanewsNovember 18, 2025036 ପୁଣି ଆଉ ଏକ ଲଘୁଚାପ ସମ୍ଭାବନା । ୨୨ ବେଳକୁ ୨୨ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପ୍ରଭାବରେ କମିବ ଶୀତ, ବଢ଼ିବ ତାପମାତ୍ରା ।...
ଓଡିଶାପାଣିପାଗରାଜ୍ୟର ଚାରୋଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳକୁ ଖସିଛିmahabharatanewsNovember 14, 2025 by mahabharatanewsNovember 14, 2025054 ଭୁବନେଶ୍ୱର:- ଗତ କିଛି ଦିନ ଧରି ଓଡ଼ିଶାରେ ଶୀତର ପ୍ରକୋପ ଅନୁଭୂତ ହେବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଉଛି । ଆଞ୍ଚଳିକ ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ, ରାଜ୍ୟର ଚାରୋଟି...
ଓଡିଶାପାଣିପାଗରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମିବା ସହିତ ବଢୁଛି ଶୀତmahabharatanewsNovember 9, 2025 by mahabharatanewsNovember 9, 2025056 ଭୁବନେଶ୍ୱର:- ରାଜ୍ୟରେ ବଢୁଛି ଶୀତ । ଫୁଲବାଣୀର ଜନବସତି ଅଞ୍ଚଳ ଓ କନ୍ଧମାଳ ପାହାଡିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୨ଡିଗ୍ରୀ ଛୁଇଁଛି । ଫୁଲବାଣୀରେ ୧୨.୫...
ଓଡିଶାପାଣିପାଗସାରା ରାଜ୍ୟରେ ପାରଦ ଖସିବା ସହ ବଢୁଛି ଶୀତmahabharatanewsNovember 6, 2025 by mahabharatanewsNovember 6, 2025064 ଭୁବନେଶ୍ବର:- ସାରା ରାଜ୍ୟରେ ପାରଦ ଖସିବା ସହ ବଢୁଛି ଶୀତ। ଆସନ୍ତା ୨ରୁ ୩ଦିନ ମଧ୍ୟରେ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ନଭେମ୍ବର ଆରମ୍ଭରୁ...
ଓଡିଶାପାଣିପାଗରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା ହୋଇପାରେmahabharatanewsAugust 6, 2025 by mahabharatanewsAugust 6, 20250218 ଭୁବନେଶ୍ୱର;-ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା ହୋଇପାରେ । କାରଣ କାଲି ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ରାୟଗଡାରେ ,କେନ୍ଦୁଝର ରେ ପ୍ରବଳ ବର୍ଷା ହେବାର ସମ୍ଭାବନା । ଆଭ୍ୟନ୍ତରୀଣ ଓଡିଶା...
ଓଡିଶାପାଣିପାଗଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନାmahabharatanewsMay 6, 2025 by mahabharatanewsMay 6, 20250178 ରିପୋର୍ଟର୍ସ ଟୁଡେ ବ୍ୟୁରୋ; ରାଜ୍ୟରେ ପୁଣି ବର୍ଷା ସମ୍ଭାବନା । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ନେଇ ଅନୁମାନ କରାଯାଉଛି । ତେବେ ୨୪ ଘଣ୍ଟା ମଧ୍ୟରେ ୩ରୁ ୫ ଡିଗ୍ରି...
ଓଡିଶାପାଣିପାଗ୧୮ ଜିଲ୍ଲାରେ ପ୍ରବଳ ବର୍ଷିବ!mahabharatanewsAugust 13, 2024 by mahabharatanewsAugust 13, 20240151 ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ବର୍ଷା। ପାଣିପାଗ ବିଭାଗ ତାଜା ସୂଚନା ଅନୁସାରେ, ଆଜି ମଧ୍ୟ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । କାହିଁକିନା, ଓଡ଼ିଶା ଉପରେ ମୌସୁମୀ ଟ୍ରପ୍ ଲାଇନ୍ ସକ୍ରିୟ...