ଓଡିଶାପାଣିପାଗଆସୁଛି ବାତ୍ୟା : ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନାmahabharatanewsOctober 19, 2022 by mahabharatanewsOctober 19, 20220141 ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ନେଇ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟତା ନ ଆସିଥିଲେ ବି ସ୍ବତନ୍ତ୍ର ରିଲିଫ କମିସନ (ଏସ୍ଆରସି) ପକ୍ଷରୁ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଏନେଇ ଏସ୍ଆରସି ପକ୍ଷରୁ...
ପାଣିପାଗଭାରତବାତ୍ୟା କୁ ନେଇ ଗୁଜବ ଠାରୁ ଦୂରେଇ ରୁହନ୍ତୁ: ଆଚଂଳିକ ପାଣିପାଗ ବିଭାଗmahabharatanewsOctober 12, 2022 by mahabharatanewsOctober 12, 20220160 ଭୁବନେଶ୍ୱର (ହରପ୍ରସାଦ ବିଶୋଇ) : ବାତ୍ୟାକୁ ନେଇ ହେଉଥିବା ଗୁଜବ ଠାରୁ ଦୂରେଇ ରହିବାକୁ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । କିଛିଦିନ ହେବ ବାତ୍ୟାକୁ ନେଇ ଅନେକ ସୂଚନା ଶୁଣିବାକୁ ମିଳୁଛି ।...
ଓଡିଶାପାଣିପାଗମାଡିଆସୁଛି ଭୟଙ୍କରୀ ବାତ୍ୟାmahabharatanewsOctober 11, 2022 by mahabharatanewsOctober 11, 20220172 ବ୍ୟୁରୋ / ରିପୋଟର୍ସ ଟୁଡେ : ମାଡିଆସୁଛି ଭୟଙ୍କରୀ ବାତ୍ୟା । ଅକ୍ଟୋବର ତୃତୀୟ ସପ୍ତାହ ବେଳକୁ ବାତ୍ୟା ଆଶଙ୍କା କରାଯାଉଛି । ୨୧ରୁ ୨୨ ତାରିଖ ମଧ୍ୟରେ ଲ୍ୟାଣ୍ଡଫଲ ହେବାନେଇ ସୂଚନା ମିଳିଛି । ଏହା...
ଓଡିଶାପାଣିପାଗଏଥର ପୂଜାରେ ଭିଜିବ ସାରା ଓଡ଼ିଶାmahabharatanewsSeptember 27, 2022 by mahabharatanewsSeptember 27, 20220133 ଭୁବନେଶ୍ୱର : ଏଥର ପୂଜାରେ ଭିଜିବ ସାରା ଓଡ଼ିଶା। ଆସନ୍ତା ୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ । ଅକ୍ଟୋବର ୧ ତାରିଖରୁ ଉତ୍ତର-ପୂର୍ବ...
ଓଡିଶାପାଣିପାଗଆଜିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣmahabharatanewsSeptember 10, 2022September 10, 2022 by mahabharatanewsSeptember 10, 2022September 10, 20220299 ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବଢିବା ବର୍ଷାର ପରିମାଣ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ସକ୍ରିୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାର ପ୍ରଭାବରୁ ଅଧିକରୁ ଅଧିକ ବର୍ଷାର ସମ୍ଭାବନା ।...
ଓଡିଶାପାଣିପାଗ୧୦ ଓ ୧୧ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନାmahabharatanewsSeptember 9, 2022 by mahabharatanewsSeptember 9, 20220144 ଭୁବନେଶ୍ୱର : ଆଜିଠୁ ଭିଜିବା ସାରା ରାଜ୍ୟ। ଗତକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ହୋଇଛି । ଆଗାମୀ ୩୬ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପ କ୍ଷେତ୍ରରେ...
ଓଡିଶାପାଣିପାଗଆସନ୍ତା ୪ରୁ ୫ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନାmahabharatanewsSeptember 5, 2022 by mahabharatanewsSeptember 5, 20220166 ଭୁବନେଶ୍ୱର : ରାଜ୍ୟରେ ରହିଛି ବର୍ଷ ସମ୍ଭାବନା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ୟେଲୋ ୱାର୍ଣ୍ଣିଂ ଜାରି ଆସନ୍ତା ୪ରୁ ୫ ଦିନ ରାଜ୍ୟର ୨୩ଟି ଜିଲ୍ଲାରେ ପ୍ରବଳ ଛେଚିବ ବର୍ଷା । ଏହାର...
ଓଡିଶାପାଣିପାଗନୟାଗଡ଼ରେ ବନ୍ୟା ସ୍ଥିତି ; ପ୍ରଭାବିତ ୫୦ ହଜାର ଲୋକmahabharatanewsAugust 17, 2022 by mahabharatanewsAugust 17, 20220198 ନୟାଗଡ଼: ନୟାଗଡ଼ରେ ବନ୍ୟା ସ୍ଥିତି ଉପୁଜିଛି । ୧୨୦ଟି ଗାଁ ସହ ଯୋଗାଯୋଗ ହୋଇନ ଥିବାବେଳେ ପ୍ରଭାବିତ ହୋଇଛନ୍ତି ୫୦ ହଜାର ଲୋକ । ଗଣିଆ, ଖଣ୍ଡପଡ଼ା ଏବଂ ଭାପୁର ବ୍ଲକରେ ବିପନ୍ନଙ୍କ ସଂଖ୍ୟା...
ଓଡିଶାପାଣିପାଗମୁଣ୍ଡଳୀରେ କମୁଛି ଜଳସ୍ତରmahabharatanewsAugust 17, 2022 by mahabharatanewsAugust 17, 20220154 କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର । କଟକ ମୁଣ୍ଡଳିରେ କମୁଛି ମହାନଦୀର ଜଳ ପ୍ରବାହ । ଜଳ ପ୍ରବାହ କମୁଥିଲେ ବି ଏବେ ବି ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି...
ଓଡିଶାପାଣିପାଗକାଲିଠୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଚେତବାନୀmahabharatanewsAugust 17, 2022 by mahabharatanewsAugust 17, 20220190 ଭୁବନେଶ୍ୱର : ବନ୍ୟା ଭିତରେ ବିପଦ ଆଣିବ ଲଘୁଚାପ ବର୍ଷା । ପ୍ରବଳ ବର୍ଷା ଯୋଗୁଁ ବଡ଼ ବନ୍ୟା ହେବା ଆଶଙ୍କା ଥିବା ବେଳେ ଚିନ୍ତା ବଢ଼ାଇଛି ଆଉ ଏକ ଲଘୁଚାପ । ଆସନ୍ତା...