ଓଡିଶାଫାୟାର ସେଫ୍ଟି ଉପରେ ସଚେତନmahabharatanewsApril 10, 2026 by mahabharatanewsApril 10, 2026054 ହସ୍ପିଟାଲରେ ନିଆଁ ଲାଗିଲେ କିଭଳି ସୁରକ୍ଷିତ ଅବସ୍ଥାରେ ରୋଗୀଙ୍କୁ ଉଦ୍ଧାର କରାଯିବ ସେ ନେଇ ନୟାଗଡ଼ ଫାୟର ବିଭାଗ ପକ୍ଷରୁ ଡେମୋ ଦେଖା କରାଯାଇଛି। ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଫାୟାର କର୍ମଚାରୀ ମାନେ ପହଞ୍ଚି...
ଓଡିଶାପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ ବାର୍ଷିକ ଉତ୍ସବ mahabharatanewsApril 2, 2026 by mahabharatanewsApril 2, 2026045 ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଗଣିଆ ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ବାର୍ଷିକ ଉତ୍ସବ ସୋମବାର ଦିନ ଆଡ଼ମ୍ବରରେ ପାଳିତ ହୋଇଥିଲା । ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କନ୍ଧମାଳ ସାଂସଦ...
ଓଡିଶାନୟାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ମନ୍ଦିରର ରୂପାନ୍ତରିକରଣmahabharatanewsFebruary 27, 2026 by mahabharatanewsFebruary 27, 2026050 ନୟାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ମନ୍ଦିରର ରୂପାନ୍ତରିକରଣ ହୋଇଛି। ତିନି କୋଟି ପଚାଶ ଲକ୍ଷ ଟଙ୍କା ବ୍ୟୟରେ ମା ଦକ୍ଷିଣ କାଳୀଙ୍କ ନୁଆ ମନ୍ଦିର ନିର୍ମାଣ ହୋଇଛି। ଇଟାର ପୁରୁଣା ମନ୍ଦିରକୁ ଭାଙ୍ଗି...
ଅପରାଧଓଡିଶାନୟାଗଡ଼ ସଦର ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ।mahabharatanewsFebruary 20, 2026 by mahabharatanewsFebruary 20, 2026062 ନୟାଗଡ଼ ସଦର ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ। ଚଢ଼ାଉ ବେଳେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ସଦର ଥାନା ପୁଲିସ। ସେମାନେ ହେଲେ ଶରଣକୁଳ ଥାନା ଅନ୍ତର୍ଗତ...
ଓଡିଶାପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୬ ଉଦ୍ଘାଟିତmahabharatanewsJanuary 31, 2026 by mahabharatanewsJanuary 31, 2026058 ନୂଆଗାଁ ବ୍ଲକ୍ର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୬ ଉଦଘାଟିତ ହୋଇଯାଇଛି । ଏହି ମେଳା ଦୀର୍ଘ ୪ ଦିନ ଧରି ପାଳିତ ହେବାର କାର୍ଯ୍ୟକ୍ରମ...
ଓଡିଶାପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୬ ପ୍ରସ୍ତୁତି ବୈଠକmahabharatanewsJanuary 8, 2026 by mahabharatanewsJanuary 8, 2026061 ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୬ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ଚଳିତ ବର୍ଷ ୨୦୨୬ ଫେବୃଆରୀ ୨ ରୁ ୫ ତାରିଖ ଦୀର୍ଘ ୪ଦିନ ଧରି ନୟାଗଡ଼ ଜିଲ୍ଲା ନୂଆଗାଁ ସଦରମାକୁମା...
ଅପରାଧଓଡିଶାମହିଳା ଆଇଆଇସିଙ୍କ ଠାରୁ ଚେନ ଲୁଟ ମାମଲାରେ ୨ଅଭିଯୁକ୍ତ ଗିରଫmahabharatanewsJuly 12, 2023 by mahabharatanewsJuly 12, 20230245 ନୟାଗଡ଼: ନୟାଗଡ଼ରେ ମହିଳା ଆଇଆଇସିଙ୍କ ଠାରୁ ଦିନ ଦ୍ବିପହରରେ ସୁନା ଚେନ ଲୁଟିନେବା ଘଟଣାରେ ପୋଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବତନ ଥାନାଧିକାରୀଙ୍କ ସୁନା ଚେନ ଲୁଟର ୨୪ଘଣ୍ଟା ଭିତରେ ଲୁଟେରାଙ୍କୁ କାବୁ କରିଛି...
Accidentଓଡିଶାମା’ ପାଖରୁ ନଦୀ ସ୍ରୋତରେ ଭାସିଗଲା ୨୨ ମାସର ନିଷ୍ପାପ ଶିଶୁmahabharatanewsSeptember 5, 2022 by mahabharatanewsSeptember 5, 20220184 ନୟାଗଡ଼ : କଥାରେ ଅଛି , ଛୁଆ ପାଇଁ ମା’ କୋଳ ଦୁନିଆର ସବୁଠୁ ସୁରକ୍ଷିତ ସ୍ଥାନ । ମାଆ ଥିଲେ ନା କାହାକୁ ଡର ଥାଏ ନ ଭୟ । କିନ୍ତୁ ମା...
ଓଡିଶାପାଣିପାଗନୟାଗଡ଼ରେ ବନ୍ୟା ସ୍ଥିତି ; ପ୍ରଭାବିତ ୫୦ ହଜାର ଲୋକmahabharatanewsAugust 17, 2022 by mahabharatanewsAugust 17, 20220246 ନୟାଗଡ଼: ନୟାଗଡ଼ରେ ବନ୍ୟା ସ୍ଥିତି ଉପୁଜିଛି । ୧୨୦ଟି ଗାଁ ସହ ଯୋଗାଯୋଗ ହୋଇନ ଥିବାବେଳେ ପ୍ରଭାବିତ ହୋଇଛନ୍ତି ୫୦ ହଜାର ଲୋକ । ଗଣିଆ, ଖଣ୍ଡପଡ଼ା ଏବଂ ଭାପୁର ବ୍ଲକରେ ବିପନ୍ନଙ୍କ ସଂଖ୍ୟା...