bharatବିଶେଷଦୁନିଆର ଏକମାତ୍ର ଅଦ୍ଭୁତ ଶିବଲିଙ୍ଗ, ଦର୍ଶନ କଲେ ମିଳେ ଅଲୌକିକ ଶକ୍ତିmahabharatanewsJuly 22, 2024 by mahabharatanewsJuly 22, 20240111 ଦେବ ଦେବ ମହାଦେବ ବିଭିନ୍ନ ସ୍ଥାନରେ ଅନେକ ରୂପରେ ବିରାଜମାନ ଅଛନ୍ତି । ଆଉ ଭୋଳା ଶଙ୍କରଙ୍କ ସମସ୍ତ ରୂପ ହିଁ ନିଜ ନିଜ ଭିତରେ ସ୍ୱତନ୍ତ । କିନ୍ତୁ ମଧ୍ୟପ୍ରଦେଶର ରେୱା ଜିଲ୍ଲାର...
ବିଶେଷରାକ୍ଷୀ ପୂର୍ଣ୍ଣିମା : ଜାଣନ୍ତୁ ଶୁଭ ସମୟ mahabharatanewsJuly 29, 2023 by mahabharatanewsJuly 29, 20230133 (ଭୁବନେଶ୍ୱର) : ଚଳିତ ବର୍ଷ ଯୋଡ଼ା ଶ୍ରାବଣରେ ପଡ଼ୁଥିବାରୁ ଦୁଇଟି ପୂର୍ଣ୍ଣିମା ତାରିଖ ରହିଛି । ଏହା ଭିତରୁ ଗୋଟିଏ ରହିଛି ରାକ୍ଷୀ ପୂର୍ଣ୍ଣିମା । ଆଗକୁ ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ଆସୁଛି ।...
ବିଶେଷରକ୍ତଚାପ ନିୟନ୍ତ୍ରଣ କରେ କପର୍ ବ୍ରେସଲେଟ୍mahabharatanewsJune 19, 2023June 19, 2023 by mahabharatanewsJune 19, 2023June 19, 20230141 ବ୍ୟୁରୋ : ତମ୍ବା ବା କପରରେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି । ତେଣୁ ତମ୍ବା ପାତ୍ରରେ ପାଣି ରଖି ସକାଳେ ଖାଲି ପେଟରେ ପିଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି...
ବିଶେଷଭାରତ୨ଶହ ବର୍ଷ ପୁରୁଣା ଏହି ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏmahabharatanewsMay 25, 2023 by mahabharatanewsMay 25, 20230123 ଲଖିମପୁର : ମନ୍ଦିରରେ ସାଧାରଣତଃ ଦେବାଦେୀଙ୍କର ପୂଜା କରାଯାଇଥାଏ। ହେଲେ ଉତ୍ତର ପ୍ରଦେଶ ଲଖିମପୁର-ଖିରେ ଜିଲାର ଓୟଲଠାରେ ଥିବା ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ। ଏହା ଭାରତର ଏକମାତ୍ର ମନ୍ଦିର ଯେଉଁଠି ବେଙ୍ଗ ପୂଜା...
ବିଶେଷଆଖି ତଳ କଳାଦାଗ କମ୍ କରିବେ କିପରିmahabharatanewsMay 25, 2023 by mahabharatanewsMay 25, 20230110 ବ୍ୟୁରୋ : ମହିଳା ଓ ପୁରୁଷ ଉଭୟଙ୍କର ଅନେକ ସମୟରେ ଆଖିତଳ କଳାଦାଗ ସମସ୍ୟା ଦେଖାଯାଏ । ଘରୋଇ ଉପାୟରେ ଏଥିରୁ ରକ୍ଷା ପାଇହେବ । କାମର ଚାପ, ମାନସିକ ଅଶାନ୍ତି ବଢ଼ିଲେ ହିଁ...
ବିଶେଷଆଜି ଦେବଦମ୍ପତିଙ୍କ ବିବାହmahabharatanewsMay 24, 2023 by mahabharatanewsMay 24, 20230124 ବ୍ୟୁରୋ: ମା ପାର୍ବତୀଙ୍କ ହାତ ଧରିବେ ବାବା ଭୋଳାନାଥ। ସମ୍ପର୍ଣ୍ଣ ହେବ ଦେବ ଦମ୍ପତିଙ୍କ ବାହାଘର। ବାଣବାଜାରେ ପ୍ରକମ୍ପତିତ ହେବ ଧରାପୃଷ୍ଠ, ଆଉ କନ୍ୟାଦାନ କରି ଧନ୍ୟ ହେବେ ପାର୍ବତୀଙ୍କୁ ଝିଅ ରୂପେ ପାଇଥିବା...
ବିଶେଷତୁଳସୀ ଗଛ ଶୁଖିଯିବା ଅଶୁଭ କାହିଁକି ? mahabharatanewsMay 7, 2023May 7, 2023 by mahabharatanewsMay 7, 2023May 7, 20230114 ଆମ ଜୀବନ ଭଲ ମନ୍ଦ ଏପରି ଅନେକ କିଛି ବୃକ୍ଷ ଉପରେ ନିର୍ଭର କରେ । ବାସ୍ତୁ ଅନୁସାରେ ବିଭିନ୍ନ ଗଛର ଅନେକ ଗୁରୁତ୍ୱ ରହିଛି । 1, ତୁଳସୀ ଗଛ ଶୁଖିଯିବା ଅଶୁଭ ଅଟେ ଆମ ଜୀତୁଳସୀ ଗଛର ଅନେକ ମହତ୍ୱ ରହିଛି , କାରଣ ତୁଳସୀ ହେଉଛନ୍ତି ଘରପାଇଁ ଶୁଭ ତୁଳସୀ ଗଛ ଶୁଖିଯିବା...
ବିଶେଷବିଶ୍ୱଆଜି ହାଇବ୍ରିଡ ସୂର୍ୟ୍ୟ ପରାଗ ,ଏହା ଚଳିତ ବର୍ଷର ପ୍ରଥମ ସୂର୍ୟ୍ୟପରାଗmahabharatanewsApril 20, 2023 by mahabharatanewsApril 20, 20230159 ଆଜି ଚଳିତ ବର୍ଷର ପ୍ରଥମ ସୂର୍ୟ୍ୟପରାଗ । ହେଲେ ଚଳିତ ବର୍ଷ ଗୋଟିଏ ନୁହେଁ ୩ଟି ପରାଗ ଲାଗିବ । ଯାହାକୁ ହାଇବ୍ରିଡ ସୂର୍ୟ୍ୟ ପରାଗ ବୋଲି କୁହାଯାଏ । ଏହି ପରାଗ ସକାଳ...
ଓଡିଶାବିଶେଷବଦଳିଛି ସହର, ବଦଳିଛି ପରିବେଶ । ୭୫ ବର୍ଷରେ ପାଦ ଥାପିଛି ଏକାମ୍ରକ୍ଷେତ୍ର ।mahabharatanewsApril 13, 2023 by mahabharatanewsApril 13, 20230168 ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୫ ବର୍ଷରେ ପାଦ ଥାପିଛି ଏକାମ୍ରକ୍ଷେତ୍ର । ଟେମ୍ପଲ ସିଟିରୁ ସ୍ମାର୍ଟ ସିଟିର ଏ ଲମ୍ବା ଯାତ୍ରା ଭିତରେ ବଢିଛି ସହରର କାୟା । ଆଉ...
ବିଶେଷନୟାଗଡର ପ୍ରସିଦ୍ଧ ମିଠା ଛେନାପୋଡ଼ ଦିବସ ଆଜିmahabharatanewsApril 8, 2023April 11, 2023 by mahabharatanewsApril 8, 2023April 11, 20230139 ନୟାଗଡ: ଛେନାପୋଡ କଥା ଆସିଲେ ମୁହଁରେ ଆସିଯାଏ ପାଣି । ଆଜି ହେଉଛି ସେଇ ବିଶ୍ୱ ପ୍ରସିଦ୍ଧ ଛୋପୋଡ଼ ଦିବସ । ଆଜି ହେଉଛି ସେଇ ଛେନାପୋଡ ଦିବସ । ଛୋନାପୋଡ଼ର ଜନ୍ମ ନୟାଗଡ...