bharatଦେଶ ବିଦେଶବିଶ୍ୱଗାଡି ଚାଳକଙ୍କ ପାଇଁ ବଡ ଚେତାବନୀ ଜାରି କରିଛନ୍ତି ପରିବହନ ବିଭାଗ ।mahabharatanewsFebruary 15, 2026 by mahabharatanewsFebruary 15, 2026031 ଗାଡି ଚାଳକଙ୍କ ପାଇଁ ବଡ ଚେତାବନୀ ଜାରି କରିଛନ୍ତି ପରିବହନ ବିଭାଗ । ଖାସକରି ପ୍ରଦୂଷଣକୁ କଡ଼ାକଡ଼ି ଭାବେ ରୋକିବା ପାଇଁ, ପରିବହନ ବିଭାଗ ଏଭଳି ନିଷ୍ପତ୍ତି ନିଆଯାଇଛି । ଆଉ ଏହି ନିଷ୍ପତ୍ତି...
ଓଡିଶାଦେଶ ବିଦେଶପ୍ରଯୁକ୍ତିବିଶ୍ୱଭାରତଯୋଗାଯୋଗଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ସୁରକ୍ଷା ସତର୍କତା ଜାରି କରିଛି ଗୁଗଲ୍ ।mahabharatanewsFebruary 8, 2026February 8, 2026 by mahabharatanewsFebruary 8, 2026February 8, 2026040 ବିପଦରେ ଆଣ୍ଡ୍ରଏଡ୍ ଫୋନ୍ । ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ସୁରକ୍ଷା ସତର୍କତା ଜାରି କରିଛି ଗୁଗଲ୍ । କମ୍ପାନୀ ସ୍ପଷ୍ଟ କରିଛି ଯେ, ଆଣ୍ଡ୍ରଏଡ୍ ୧୨ କିମ୍ବା ପୁରୁଣା ଫୋନ୍ ଗୁଡିକ...
bharatଖେଳବିଶ୍ୱଭାରତବାବାର କାଟିଲେ କୋହଲିଙ୍କ ସର୍ବକାଳୀନ ଟି-୨୦ ରେକର୍ଡ ।mahabharatanewsFebruary 3, 2026 by mahabharatanewsFebruary 3, 2026038 ବିରାଟଙ୍କ ରେକର୍ଡ କାଟିଲେ ବାବର । ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ସେ ଭାରତୀୟ କିମ୍ବଦନ୍ତୀ ଖେଳାଳି...
ଖେଳଦେଶ ବିଦେଶବିଶ୍ୱଭାରତନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।mahabharatanewsJanuary 27, 2026 by mahabharatanewsJanuary 27, 2026045 ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି । ଏହି ଅବସରରେ ସେ ଏକ ଭାବପ୍ରବଣ ପ୍ରତିକ୍ରିୟା ଦେଇଛନ୍ତି। ହାର୍ଦ୍ଦିକ ଏହାକୁ ତାଙ୍କ କ୍ୟାରିୟରର ଏକ ନୂତନ ଆରମ୍ଭ...
ଦୁର୍ଘଟଣାଦେଶ ବିଦେଶବିଶ୍ୱଭାରତଯୋଗାଯୋଗଉତ୍ତରପ୍ରଦେଶର ପ୍ରୟାଗରାଜରେ ଦୁର୍ଘଟଣା ଗସ୍ତ ହେଲା ଟ୍ରେନିଂ ବିମାନ ।mahabharatanewsJanuary 21, 2026 by mahabharatanewsJanuary 21, 2026044 ପୋଖରୀରେ ଖସିପଡିଲା ବିମାନ । ଅଳ୍ପକେ ଟଳିଗଲା ବଡ ଅଘଟଣ । ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଏକ ବଢ ଅଘଟଣ ଘଟିଛି ଯେଉଁଥିରେ ସେନାର ଏକ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି।...
bharatଖେଳଦେଶ ବିଦେଶବିଶ୍ୱଭାରତଭାରତରେ ବିଶ୍ୱକପ୍ ଖେଳ ନହେଲେ ବାହାର ରାସ୍ତା ଦେଖ ।mahabharatanewsJanuary 19, 2026 by mahabharatanewsJanuary 19, 2026041 ଭାରତ ଓ ବାଂଲାଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଓଉଉ ର ବଡ ନିଷ୍ପତ୍ତି । ସିଧା ସିଧା ଶୁଣାଇଦେଲେ ଜୟ ଶାହ କହିଲେ ଭାରତରେ ବିଶ୍ୱକପ୍ ଖେଳ, ନଚେତ୍ ବାହାର ରାସ୍ତା...
ଦେଶ ବିଦେଶପ୍ରଯୁକ୍ତିବିଶ୍ୱଵାଣିଜ୍ୟଭାରତୀୟ ପୁଞ୍ଜି ବଜାରରୁ ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ ।mahabharatanewsJanuary 18, 2026 by mahabharatanewsJanuary 18, 2026040 ଭାରତୀୟ ପୁଞ୍ଜି ବଜାରରୁ ମୁଁହ ଫେରାଉଛନ୍ତି ବିଦେଶୀ ନିବେଶକ । ଚଳିତ ୨୦୨୬ ମସିହାର ପ୍ରଥମ ୧୬ ଦିନରେ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରୁ ୨୨,୫୩୦ କୋଟି ଟଙ୍କା (୨.୫ ବିଲିଅନ ଡଲାର)...
ଖେଳଦେଶ ବିଦେଶବିଶ୍ୱଘନେଇବାରେ ଲାଗିଛି ଆଇସିସି ଓ ବିସିବି ବିବାଦ ।mahabharatanewsJanuary 15, 2026 by mahabharatanewsJanuary 15, 2026041 ନିକଟରେ ଆଇପିଏଲରୁ ବାଂଲାଦେଶୀ କ୍ରିକେଟ ଖେଳାଳି ମୁସ୍ତାଫିଜୁର ରେହେମାନଙ୍କୁ ବାଦ ଦିଆଯିବା ପରେ ଭାରତ ଓ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମଧ୍ୟରେ ଯେଉଁ ବିବାଦ ଆରମ୍ଭ ହୋଇଥିଲା, ତାହା ପରେ ଆଇସିସି ଓ...
ଖେଳଦେଶ ବିଦେଶବିଶ୍ୱପୁଣି ଥରେ ଏକ ନମ୍ବର ସ୍ଥାନକୁ ଫେରିଲେ ବିରାଟ କୋହଲି ।mahabharatanewsJanuary 14, 2026January 14, 2026 by mahabharatanewsJanuary 14, 2026January 14, 2026039 ବର୍ଷ ଆରମ୍ଭରୁ ପୁଣି ଥରେ ନମ୍ବର ୱାନ୍ ସ୍ଥାନକୁ ଆସିଛିନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି । ନିକଟରେ ୨୦୨୬ ପାଇଁ ପ୍ରଥମ ICC ଋ୍ୟାଙ୍କିଙ୍ଗ୍ ପ୍ରକାଶ ପାଇଥିବାବେଳେ ସେଥିରେ ଏକ ନମ୍ବର ସ୍ଥାନକୁ...
bharatଖେଳଦେଶ ବିଦେଶବିଶ୍ୱଭାରତବାଂଲାଦେଶ କ୍ରିକେଟ୍ ବୋର୍ଡ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଶୁଣିଲାନି ଆଇସିସି ।mahabharatanewsJanuary 12, 2026 by mahabharatanewsJanuary 12, 2026049 ଆଗାମୀ ଟି-୨୦ ବିଶ୍ୱକପ୍ରେ ବାଂଲାଦେଶ ସ୍ଥାନ ଚିହ୍ନଟକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ମଧ୍ୟରେ ପ୍ରତିବନ୍ଧକ ଲଢ଼େଇରେ ଫସି ରହିଥିବା ପରି...