ବିଶ୍ୱସ୍ୱାସ୍ଥ୍ୟସ୍ୱାସ୍ଥ୍ୟHIV/AIDS ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱ ଏଡସ୍ ଦିବସmahabharatanewsDecember 1, 2025 by mahabharatanewsDecember 1, 2025020 ପ୍ରତିବର୍ଷ ଡିସେମ୍ବର 1 ତାରିଖରେ HIV/AIDS ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହି ଭାଇରସ ସହିତ ବଞ୍ଚୁଥିବା ଲୋକଙ୍କୁ ସମର୍ଥନ କରିବା ପାଇଁ ବିଶ୍ୱ ଏଡସ୍ ଦିବସ ପାଳନ କରାଯାଏ। ଏହି ଦିନ...
ଦେଶ ବିଦେଶବିଶ୍ୱଭେନେଜୁଏଲା ଉପରେ ଆକ୍ରମଣ କରିପାରନ୍ତି ଟ୍ରମ୍ପ!mahabharatanewsNovember 30, 2025 by mahabharatanewsNovember 30, 2025027 ଭେନେଜୁଏଲା ଉପରେ ଆକ୍ରମଣ କରିପାରନ୍ତି ଟ୍ରମ୍ପ । ଭେନେଜୁଆଲା ଉପରେ ଓ ଏହାର ଚାରିପାଖରେ ଥିବା ଆକାଶ ପଥ ସଂପୂର୍ଣ୍ଣ ଭାବେ ବନ୍ଦ ବୋଲି ଧରିନିଅନ୍ତୁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...
ଅପରାଧଦୁର୍ଘଟଣାବିଶ୍ୱଭାରତଦିଲ୍ଲୀ ବିସ୍ଫୋରଣ ମାମଲାରେ ନୂଆ ସୁରାକ! ଲାଲ ଇକୋସ୍ପୋର୍ଟକୁ ଖୋଜୁଛି ରାଜଧାନୀରେ ପାଞ୍ଚଟି ଦଳmahabharatanewsNovember 12, 2025 by mahabharatanewsNovember 12, 2025058 ଦିଲ୍ଲୀ ବୋମା ବିସ୍ଫୋରଣ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଦିଲ୍ଲୀ ପୋଲିସ ଏକ କାର ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରିଛି, ଯାହାକୁ ଦିଲ୍ଲୀରେ ଖୋଜା ଚାଲିଛି। ସନ୍ଦିଗ୍ଧ ବ୍ୟକ୍ତି...
ପ୍ରଯୁକ୍ତିବିଶ୍ୱଖରାପ ପାଗ ଯୋଗୁ ସ୍ଥଗିତ ହେଲା ନାସାର ମିଶନ ମଙ୍ଗଳmahabharatanewsNovember 10, 2025 by mahabharatanewsNovember 10, 2025047 ସ୍ଥଗିତ ହେଲା ନାସାର ମିଶନ ମଙ୍ଗଳ । ତେବେ ଖରାପ ପାଣିପାଗ ଯୋଗୁ ଏହି ମିଶନ ସ୍ଥଗିତ ହୋଇଥିବା ଜଣାପଡିଛି । ଏନେଇ ବ୍ଲୁ ଅରିଜିନ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ଦିନରେ...
Accidentଦୁର୍ଘଟଣାଦେଶ ବିଦେଶବିଶ୍ୱଥାଇଲାଣ୍ଡ ତାରୁତାଓ ଦ୍ୱୀପରେ ବୁଡିଲା ବୋଟ, ୭ ମୃତ, ଶତାଧିକ ନିଖୋଜmahabharatanewsNovember 10, 2025 by mahabharatanewsNovember 10, 2025047 ଥାଇଲାଣ୍ଡର ତାରୁତାଓ ଦ୍ୱୀପରେ ବୁଡିଲା ବୋଟ । ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ନିଖୋଜ ରହିଛନ୍ତି । ବୋଟରେ ୩୦୦ରୁ ଅଧିକ ଯାତ୍ରୀ ଥିଲେ । ବୋଟଟି ମିଆଁମାରରୁ ମାଲେସିଆ ଯାଉଥିବା ବେଳେ...
ଖେଳବିଶ୍ୱଭାରତଗୋଆରେ ଚାଲିଥିବା FIDE ଚେସ୍ ବିଶ୍ୱକପ୍ ରୁ ବାଦ ପଡ଼ିଲେ ବିଶ୍ୱ ଚାମ୍ପିଅନ ଡି ଗୁକେଶmahabharatanewsNovember 9, 2025 by mahabharatanewsNovember 9, 2025053 ବିଶ୍ୱ ଚାମ୍ପିଅନ ଡି ଗୁକେଶ ଗୋଆରେ ଚାଲିଥିବା FIDE ଚେସ୍ ବିଶ୍ୱକପ୍ ରୁ ବାଦ ପଡ଼ିଛନ୍ତି। ଗତବର୍ଷ ବିଶ୍ୱ ଚାମ୍ପିଅନସିପ୍ ଜିତିବା ପରେ ସେ ପ୍ରଥମ ଥର ପାଇଁ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳୁଥିଲେ।...
ବିଶ୍ୱଫିଲିପାଇନ୍ସରେ ମାଡ ହେବ ଆଉ ଏକ ସୁପର ଟାଇଫୁନmahabharatanewsNovember 9, 2025 by mahabharatanewsNovember 9, 2025054 ଫିଲିପାଇନ୍ସକୁ ଆଉ ଏକ ବାତ୍ୟା ଭୟ । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ସ୍ଥାନାନ୍ତର ପ୍ରକ୍ରିୟା । ଦେଶର ପୂର୍ବ ଓ ଉତ୍ତର ଭାଗରୁ ଏକ ଲକ୍ଷ୍ୟରୁ ଅଧିକ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର ।...
ବିଶ୍ୱଭାରତଆଜି ଆକାଶରେ ଦିଶିବ ସୁପରମୁନ, ଖାଲି ଆଖିରେ ଦେଖାଯିବ ମହାଜାଗତିକ ଦୃଶ୍ୟmahabharatanewsNovember 5, 2025 by mahabharatanewsNovember 5, 2025061 ଆଜି ଆକାଶରେ ଏକ ଅନନ୍ୟ ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳିବ। ଏଥର, ନଭେମ୍ବର ୫ ରାତିରେ ଆକାଶରେ ଏକ ସୁପରମୁନ୍ ଦେଖାଯିବ। ଯାହା ଚଳିତ ବର୍ଷର ଅନ୍ୟ ପୂର୍ଣ୍ଣିମା ଅପେକ୍ଷା ବଡ଼ ଏବଂ ଉଜ୍ଜ୍ୱଳ...
ଦୁର୍ଘଟଣାବିଶ୍ୱଆମେରିକାର ଲୁଇସଭିଲରେ ଥିବା ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦର କ୍ରାସ ହେଲା UPS କାର୍ଗୋ ବିମାନmahabharatanewsNovember 5, 2025 by mahabharatanewsNovember 5, 2025048 ନୂଆଦିଲ୍ଲୀ:- ଆମେରିକାରେ ଭୟଙ୍କର ବିମାନ ଦୁର୍ଘଟଣା । ଆମେରିକାର ଲୁଇସଭିଲରେ ଥିବା ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦର କ୍ରାସ ହେଲା UPS କାର୍ଗୋ ବିମାନ । ଦୁର୍ଘଟଣାରେ ୭ ଜଣ ମୃତ୍ୟୁବରଣ କରିଥିବାବେଳେ ୧୦ରୁ...
ବିଶ୍ୱଫାଇଟର ଜେଟ ପରେ ଏବେ ପାକିସ୍ତାନକୁ ସବମେରାଇନ ଦେବ ଚୀନmahabharatanewsNovember 4, 2025 by mahabharatanewsNovember 4, 2025061 ପୁଣି ଚର୍ଚ୍ଚାରେ ଚୀନର ପାକିସ୍ତାନ ପ୍ରେମ । ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନ ଉପରେ ଚୀନ ଦେଖାଇ ଚାଲିଛି ଅହେତୁକ ଉଦାରତା । ସେ ପାକିସ୍ତାନର ମାନ୍ଦାବସ୍ଥା ସମୟରେ ଋଣ ହେଉ ବା ସାମରିକ...