Category : ଭାରତ

ଭାରତ

ପାର୍ବଣ ସମୟରେ ସତର୍କ ରହିବାକୁ ମୋଦିଙ୍କ ବାର୍ତ୍ତା

mahabharatanews
ନୂଆଦିଲ୍ଲୀ: ଚାଲିଛି ପାର୍ବଣର ଋତୁ । ଏହି ସମୟରେ ସତର୍କ ରହିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ମୋଦିଜି ସତର୍କ ବାଣୀ କରିଛନ୍ତି...
ଭାରତ

ଚୀନ ସେନା ଉପରେ ତୀକ୍ଷ୍ନ ନଜର ରଖିବ ଡ୍ରୋନ

mahabharatanews
ନୂଆଦିଲ୍ଲୀ: ଏଣିକି ସୀମା ଜଗିବା ପାଇଁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରିବ ଭାରତ । ଡ୍ରୋନ ଜଗିବ ଭାରତ ଚୀନ ସୀମାକୁ । ସୀମାରେ ଚୀନର ଟିକିନିକି ହରକତ ଉପରେ ନଜର ରଖିବାକୁ ଅତ୍ୟାଧୁନିକ...
ଭାରତ

ପୋଖରୀକୁ ସ୍କୁଲ ବସ ଖସିବାରୁ ୬ ବର୍ଷ ଶିଶୁର ମୃତ୍ୟୁ

mahabharatanews
ଅମରାବତୀ: ଆନ୍ଧ୍ରପ୍ରଦେଶର ଏଚେର୍ଲା କ୍ଷେତ୍ରରେ ଏକ ସ୍କୁଲ ବସ ପୋଖରୀକୁ ଖସି ଯିବା ଫଳରେ ଜଣେ ୬ ବର୍ଷ ଶିଶୁର ମୃତ୍ୟୁ ହୋଇଛି ଓ ବହୁ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର...
ଭାରତ

କାଶ୍ମୀର: ଷ୍ଟେସନ, ବସ ଷ୍ଟପରେ ପ୍ରବାସୀ ଶ୍ରମିକଙ୍କ ଭିଡ

mahabharatanews
ଶ୍ରୀନଗର: ମଙ୍ଗଳବାର ଦିନ ହଜାର ହଜାର ପ୍ରବାସୀ ଶ୍ରମିକ କାଶ୍ମୀର ଛାଡିବାକୁ ବ୍ୟାକୁଳ ଥିବା ଦେଖିବାକୁ ମିଳିଛି । ପ୍ରବାସୀ ଶ୍ରମିକମାନେ ସେମାନଙ୍କ ପରିବାରକୁ ନେଇ ରେଳ ଷ୍ଟେସନ, ବସ ଷ୍ଟପର ଟିକେଟ କାଉଣ୍ଟରରେ...
ଭାରତ

ବାଦଲଫଟା ବର୍ଷା: ନୈନିତାଲରେ ୨୪ ଜଣଙ୍କ ମୃତ୍ୟୁ

mahabharatanews
ନୈନିତାଲ: ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ବାଦଲଫଟା ବର୍ଷା, ବନ୍ୟା ସ୍ଥିତି ପାଇଁ ଅନ୍ୟୁନ ୨୪ ଜଣଙ୍କ ମୃତ୍ୟୁ ହୋଇଛି । ନୈନିତାଲ ଓ କିଛି ଅନ୍ୟ ପ୍ରାନ୍ତରେ ରାସ୍ତା ଉପରେ, ପୋଲ ଓ ରେଳ...
ଭାରତ

କ୍ଷୁଧା ନିବାରଣ କ୍ଷେତ୍ରରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ

mahabharatanews
ଭୁବନେଶ୍ୱର: ପ୍ରକାଶ ପାଇଲା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ବା ବିଶ୍ୱ କ୍ଷୁଧା ସୂଚକାଙ୍କ । ଏହି ହଙ୍ଗର ଇଣ୍ଡେକ୍ସରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ନିରୁତ୍ସାହଜନକ ରହିଛି । ଏହି ତାଲିକାରେ ଭାରତର ସ୍ଥାନ ରହିଛି...
ଭାରତ

ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ ପୁଣି ଅସୁସ୍ଥ

mahabharatanews
ନୂଆଦିଲ୍ଳୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ ପୁଣି ଅସୁସ୍ଥ । ଅସୁସ୍ଥତା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ସକାଳୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଏମ୍ସ...
ଭାରତ

୧୦୦ ସୈନିକ ସ୍କୁଲକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି

mahabharatanews
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଦେଶରେ ଆଉ ଶହେଟି ସୈନିକ ସ୍କୁଲ ଖୋଲିବାକୁ ମିଳିଛି ଅନୁମୋଦନ । ଫଳରେ ଆସନ୍ତା ଶିକ୍ଷା ବର୍ଷରୁ ଏହି ସ୍କୁଲରେ ନାମ ଲେଖାଇ ପାରିବେ ନୂଆ ଶିକ୍ଷାର୍ଥୀ । ଆସନ୍ତା...
ଭାରତ

ପ୍ରଥମ ଥର ନଜର ଆସିଲା ରାଫେଲ ସହ ସ୍କୈଲ୍ପ କ୍ରୁଜ ମିସାଇଲ 

mahabharatanews
ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା ପ୍ରଥମ ଥର ରାଫେଲ ସହ ସ୍କୈଲ୍ପ କ୍ରୁଜ ମିସାଇଲ  ଫଟୋ ସେୟାର କରିଛି । ପ୍ରଥମ ଥର ରାଫେଲ ନିଜର ଏକିକୃତ ମହତ୍ୱପୂର୍ଣ୍ଣ ହତିଆର ପ୍ରଣାଳୀ ସହ ଦେଖା...
ଭାରତ

ବାୟୁସେନା ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ଦିଲୀପ ପଟ୍ଟନାୟକ

mahabharatanews
ନୂଆଦିଲ୍ଲୀ: ବାୟୁସେନା ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ଓଡ଼ିଆ ପୁଅ ଏୟାର ମାର୍ଶାଲ ଦିଲୀପ ପଟ୍ଟନାୟକ । ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବେ ଦିଲୀପଙ୍କୁ ମିଳିଛି ନିଯୁକ୍ତି...