ଭାରତଡିଏନଏ ଟେଷ୍ଟ ପାଇଁ କାହାରିକୁ ବାଧ୍ୟ କରାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟmahabharatanewsOctober 2, 2021 by mahabharatanewsOctober 2, 20210218 ନୂଆଦିଲ୍ଲୀ: ଡିଏନଏ ଟେଷ୍ଟ ପାଇଁ କାହାରିକୁ ବାଧ୍ୟ କରାଯାଇ ପାରିବ ନାହିଁ । ଏହା ବ୍ୟକ୍ତି ସ୍ୱାଧୀନତା ଓ ଗୋପନୀୟତାର ଉଲ୍ଲଙ୍ଘନ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପଞ୍ଜାବର ଜଣେ ବ୍ୟକ୍ତିଙ୍କ ଆବେଦନ ଉପରେ...
ଭାରତ୩୬ ଘଣ୍ଟାରେ ପାକିସ୍ତାନର ମାକରନ ଉପକୂଳ ଛୁଇଁବ ଶାହିନmahabharatanewsOctober 1, 2021 by mahabharatanewsOctober 1, 20210213 ମୁମ୍ବାଇ: ଶୁକ୍ରବାର ସକାଳେ ଆରବ ସାଗରରେ ସୃଷ୍ଟ ଲଘୁଚାପ ବଳୟ ଘୂର୍ଣ୍ଣିବାତ୍ୟା ଶାହିନ ସନ୍ଧ୍ୟାସୁଦ୍ଧା ଆହୁରି ଘନିଭୂତ ହୋଇଛି । ତେବେ ଏହ।। ବର୍ତ୍ତମାନ ଉପକୂଳଠୁ ଦୂରେଇ ଯାଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)...
ଭାରତଭୂସ୍ଖଳନରେ ଭୁଶୁଡିଲା ୮ ମହଲା କୋଠାmahabharatanewsOctober 1, 2021 by mahabharatanewsOctober 1, 20210199 ସିମଲା: ହିମାଚଳ ପ୍ରଦେଶରେ ଭୟଙ୍କର ଭୂସ୍ଖଳନ । ଭୂସ୍ଖଳନ ଏମିତି ଭୟଙ୍କର ଥିଲା କି ଭୁଶୁଡି ପଡିଲା ୮ ମହଲା କୋଠା । ସିମଲାର କଚ୍ଚିଘାଟ ଅଞ୍ଚଳରେ ଭୂସ୍ଖଳନ ଘଟି ଏକ ୮ ମହଲା...
ଭାରତଡେଙ୍ଗୁର ନୂଆ ଭାରିଆଣ୍ଟ ଡି୨ ଘାତକ ସାବ୍ୟସ୍ତ ହେଉଛିmahabharatanewsSeptember 30, 2021 by mahabharatanewsSeptember 30, 20210251 ନୂଆଦିଲ୍ଲୀ: କରୋନା ମହାମାରୀ ଭୂତାଣୁର ଡେଲଟା (ଡି) ଭାରିଆଣ୍ଟ ବିଶ୍ୱବାସୀଙ୍କୁ ଆତଙ୍କିତ ରଖିଛି । ଏହାରି ମଧ୍ୟରେ ଆଉ ଏକ ଡିର ଆତଙ୍କ ଦେଶରେ ଦେଖା ଦେଇଛି । ଏହି ଡି ହେଉଛି ଡେଙ୍ଗୁର...
ଭାରତ୪ ମେଡିକାଲ କଲେଜର ଶିଳାନ୍ୟାସ କଲେ ମୋଦିmahabharatanewsSeptember 30, 2021 by mahabharatanewsSeptember 30, 20210255 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂରେ ଆଜି ୪ଟି ମେଡିକାଲ କଲେଜର ଶିଳାନ୍ୟାସ କରିଛନ୍ତି । ଏଥିସହ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ପେଟ୍ରୋକେମିକାଲ୍ସ ଟେକ୍ନୋଲୋଜୀର ଉଦଘାଟନ ମଧ୍ୟ କରିଛନ୍ତି। କାର୍ୟ୍ୟକ୍ରମରେ ମୋଦି ନିଜ...
ଭାରତ୫ ସହର ପାଇଁ କୋଇଲା ହୋଇଛି କାଳmahabharatanewsSeptember 29, 2021 by mahabharatanewsSeptember 29, 20210182 ନୂଆଦିଲ୍ଲୀ: ଭାରତ ପାଇଁ ସତର୍କ ଘଣ୍ଟି । ଘାତକ ହେବ କୋଇଲା ଚାଳିତ ବିଦ୍ୟୁତ୍ ଉତ୍ପାଦନ ୟୁନିଟି । ଭାରତରେ ବାୟୁ ପ୍ରଦୂଷଣ ଉଦ୍ବେଗଜନକ ସ୍ଥିତିରେ ରହିଥିବା ବେଳେ ଆଗାକୁ ଏହା ମୃତ୍ୟୁ ରୂପରେ...
ଭାରତପାକିସ୍ଥାନରେ ତାଲିମ ଦିଆଯାଇଥିବା କଥା କ୍ୟ।ମେରା ସାମ୍ନାରେ ବଖାଣିଲା ଆତଙ୍କବାଦୀmahabharatanewsSeptember 29, 2021 by mahabharatanewsSeptember 29, 20210204 ଶ୍ରୀନଗର: ଭାରତ ସର୍ବଦା ପାକିସ୍ତାନକୁ ଆତଙ୍କବାଦୀଙ୍କ ଚାରଣ ଭୂମି ବୋଲି ଦାବି କରିଆସୁଥିବା ବେଳେ ପାକିସ୍ତାନ ଏହାକୁ ଖଣ୍ଡନ କରି ଚାଲିଛି । ହେଲେ ପାକିସ୍ତାନରେ ହିଁ ଆତଙ୍କବାଦୀ ସୃଷ୍ଟି କରାଯାଏ ତାର ଖୋଲା...
ଭାରତମହାରାଷ୍ଟ୍ରରେ ପ୍ରବଳ ବର୍ଷା: ବଜ୍ରାଘାତରେ ଗଲାଣି ୧୩ ଜୀବନmahabharatanewsSeptember 29, 2021 by mahabharatanewsSeptember 29, 20210192 ମୁମ୍ବାଇ: ମହାରାଷ୍ଟ୍ରରେ ଚଳିତ ବର୍ଷ ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବର୍ଷା ସାଙ୍ଗକୁ ବଜ୍ରାଘାତରେ ଗଲାଣି ୧୩ ଜୀବନ । ରବିବାର ଏବଂ ସୋମବାର ଦୁଇ ଦିନ ବର୍ଷାରେ ଦୁଇ ଶହରୁ...
ଭାରତଅକ୍ଟୋବର ୩୧ ଯାଏ ଦେଶବ୍ୟାପୀ କୋଭିଡ୍ ଗାଇଡଲାଇନ୍ସ ଅବଧି ବୃଦ୍ଧିmahabharatanewsSeptember 29, 2021 by mahabharatanewsSeptember 29, 20210184 ନୂଆଦିଲ୍ଲୀ: ଆଗକୁ ରହିଛି ପାର୍ବଣ । ଏହି ସମୟରେ ସାମାନ୍ୟ ଅସତର୍କତା ମହଙ୍ଗା ପଡିବ । ତେଣୁ ଅକ୍ଟୋବର ୩୧ ଯାଏ ଦେଶବ୍ୟାପୀ କୋଭିଡ୍ ଗାଇଡଲାଇନ୍ସ ଅବଧିକୁ ବଢ଼ାଇଛନ୍ତି କେନ୍ଦ୍ର ସରକାର । ଦେଶରେ...
ଭାରତସିଆରପିଏଫ ନିକଟରେ ଏକକାଳୀନ ୨୪ ମାଓବାଦୀଙ୍କ ଆତ୍ମସମର୍ପଣmahabharatanewsSeptember 29, 2021 by mahabharatanewsSeptember 29, 20210192 ମାଲକାନଗିରି: ସିଆରପିଏଫ ନିକଟରେ ଏକକାଳୀନ ୨୪ ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀ କଲେ ଆତ୍ମସମର୍ପଣ । ୨୪ ମାଓବାଦୀଙ୍କ ମଧ୍ୟରେ ରହିଛନ୍ତି ୭ ଜଣ ମହିଳା ଓ...