Accidentଓଡିଶାଯୋଗାଯୋଗପଲ୍ୟୁସନ୍ ସାର୍ଟିଫିକେଟ୍ ଓ ପ୍ରମାଣପତ୍ର ନେଇ ଉପୁଜିଥିବା ଅସନ୍ତୋଷ ମଧ୍ୟରେ ସରକାରଙ୍କ ବଡ ଘୋଷଣାmahabharatanewsDecember 24, 2025 by mahabharatanewsDecember 24, 2025073 ଦୁଇ ଦିନ ପୂର୍ବରୁ ରାଜ୍ୟରେ ପଲ୍ୟୁସନ ସାର୍ଟିଫ୍କଟେ୍ ଓ ଗାଡି କାଗଜ ପତ୍ରକୁ ନେଇ ସରକାରଙ୍କ ପକ୍ଷରୁ ଯେଉଁ ଘୋଷଣା କରାଯାଇଥିଲା ସେଥିରେ ଏବେ ବଡ ଧରଣର ପରିବର୍ତ୍ତନ କରିଛନ୍ତି ମନ୍ତ୍ରୀ । ସମସ୍ତ...
Accidentଓଡିଶାଯୋଗାଯୋଗପଲ୍ୟୁସନ୍ ସାର୍ଟିଫିକଟେ୍ ପାଇଁ ଲୋକଙ୍କ ପ୍ରବଳ ଭିଡmahabharatanewsDecember 23, 2025December 23, 2025 by mahabharatanewsDecember 23, 2025December 23, 2025036 ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ପଲ୍ୟୁସନ୍ ସେଣ୍ଟର ଗୁଡିକରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ନିକଟରେ ପଲ୍ୟୁସନ୍ ସାର୍ଟିଫିକେଟ ନଥିଲେ ତେଲ ନମିଳିବା ନେଇ ସରକାରଙ୍କ ନିର୍ଦ୍ଦେଶ ପରେ ଏବେ ପଲ୍ୟୁସନ୍ ଟେଷ୍ଟିଂ...
Accidentଓଡିଶାଏନଟିପିସି ପାଉଁଶ ବୋଝେଇ ଟ୍ରକ ଧକାରେ କଣିହାଁ ଗ୍ରାମର ସୁବାସ ନାଏକ ଗରୁତରmahabharatanewsNovember 26, 2025 by mahabharatanewsNovember 26, 2025035 ଅନୁଗୋଳ ଜିଲ୍ଲା କଣିହାଁ ସ୍ଥିତ ଟିକିରା ନଦୀ ପମ୍ପହାଉସ ନିକଟ ରୋଡ଼ରେ, ଏନଟିପିସି ପାଉଁଶ ବୋଝେଇ ଟ୍ରକ ଧକାରେ କଣିହାଁ ଗ୍ରାମର ସୁବାସ ନାଏକ, ଗରୁତ୍ୱର ସଂକଟା ପର୍ଣ୍ଣ। ତାଙ୍କୁ ପରିବାର ବର୍ଗ ଗ୍ରାମବାସୀ...
Accidentଓଡିଶାବସ ଧକ୍କାରେ ଦୁଇ ସ୍କୁଟି ଚାଳକ ମୃତmahabharatanewsNovember 22, 2025 by mahabharatanewsNovember 22, 2025039 ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଦୁର୍ଘଟଣା। ସ୍କୁଟି ଓ ଘରୋଇ ବସ ମୁଁହାମୁହିଁ ଧକ୍କା ଦୁଇ ଜଣ ମୃତ। ଏମିତି ଦୁଖଦଃ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଧିନସ୍ଥ କମାରିଆ ଛକ ନିକଟରେ. ଚାନ୍ଦବାଲି...
Accidentଓଡିଶାହାଇୱାକୁ ଧକ୍କା ଦେଇ 108 ଆମ୍ବୁଲାନ୍ସ୍ ଦୁର୍ଘଟଣା, ହେଲପର ମୃତmahabharatanewsNovember 22, 2025November 22, 2025 by mahabharatanewsNovember 22, 2025November 22, 2025039 ହାଇୱାକୁ ଧକ୍କା ଦେଲା ଆମ୍ବୁଲାନ୍ସ । ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରୁ ରୋଗୀ ନେଇ ବୁର୍ଲାକୁ ଯାଉଥିବା ଏକ 108 ଆମ୍ବୁଲାନ୍ସ୍ ଯୁଯୁମୁରା ଥାନା ମହୁଲ ପାଲି ନିକଟରେ ରାସ୍ତା କଡରେ ଛିଡ଼ା...
Accidentଓଡିଶାଜାତୀୟ ରାଜପଥ-୩୨୬ ରେ ଟ୍ରଲର ଓଲଟି ଦୁର୍ଘଟଣା, ଚାଳକ ମୃତmahabharatanewsNovember 17, 2025November 17, 2025 by mahabharatanewsNovember 17, 2025November 17, 2025058 ବିଷମ କଟକ ଥାନା ଅନ୍ତର୍ଗତ ବୁଡୁଣି ଛକ ନିକଟସ୍ଥ ଟର୍ଣ୍ଣିଂ ଠାରେ ଜାତୀୟ ରାଜପଥ-୩୨୬ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିଶାଖାପାଟଣା ଠାରୁ ରାଉଲକେଲା ଅଭିମୁଖେ ଯାଉଥିବା ଏକ ମାଲ୍ ଗାଡ଼ି...
Accidentଦୁର୍ଘଟଣାଦେଶ ବିଦେଶବିଶ୍ୱଥାଇଲାଣ୍ଡ ତାରୁତାଓ ଦ୍ୱୀପରେ ବୁଡିଲା ବୋଟ, ୭ ମୃତ, ଶତାଧିକ ନିଖୋଜmahabharatanewsNovember 10, 2025 by mahabharatanewsNovember 10, 2025067 ଥାଇଲାଣ୍ଡର ତାରୁତାଓ ଦ୍ୱୀପରେ ବୁଡିଲା ବୋଟ । ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ନିଖୋଜ ରହିଛନ୍ତି । ବୋଟରେ ୩୦୦ରୁ ଅଧିକ ଯାତ୍ରୀ ଥିଲେ । ବୋଟଟି ମିଆଁମାରରୁ ମାଲେସିଆ ଯାଉଥିବା ବେଳେ...
Accidentଦୁଇରୁ ଅଧିକ ପିଲା ଥିବା ପ୍ରମାଣିତ ହେବା ପରେ ପଦ ହରାଇଲେ କ୍ୟାପିଟାଲ କୋଅପରେଟିଭ୍ ହାଉସିଂ ଲିମିଟେଡର ସଭାପତିmahabharatanewsNovember 21, 2024November 21, 2024 by mahabharatanewsNovember 21, 2024November 21, 2024095 ବ୍ୟୁରୋ : ଦୁଇରୁ ଅଧିକ ପିଲା ଥିବା କାରଣରୁ ବାପୁଜୀ ନଗରରେ ଥିବା କ୍ୟାପିଟାଲ କୋଅପରେଟିଭ୍ ହାଉସିଂ ଲିମିଟେଡର ସଭାପତି ଓ ସଭ୍ୟ ପଦ ହରାଇଛନ୍ତି ବିଶ୍ୱରଂଜନ ମହାନ୍ତି। ଖୋର୍ଦ୍ଧାର ଡେପୁଟି ରେଜିଷ୍ଟ୍ରାର ଅଫ୍...
Accidentବିଶ୍ୱବ୍ରାଜିଲ୍ରେ ବଡ଼ଧରଣର ବିମାନ ଦୁର୍ଘଟଣା; ୬୨ ମୃତmahabharatanewsAugust 10, 2024 by mahabharatanewsAugust 10, 20240105 ପୁଣି ଏକ ଭୟଙ୍କର ବିମାନ ଦୁର୍ଘଟଣା । ବ୍ରାଜିଲ୍ରେ ବଡ଼ଧରଣର ବିମାନ ଦୁର୍ଘଟଣାରେ ୬୨ ଜଣ ପ୍ରାଣ ହରାଇଛନ୍ତି । ଆକାଶ ମାର୍ଗରେ ନିୟନ୍ତ୍ରଣ ହରାଇ ବିମାନରେ ଲାଗିଲା ନିଆଁ ଲାଗିଯିବା ପରେ ଏହି...
Accidentଓଡିଶାବସ୍-ତେଲ ଟ୍ୟାଙ୍କର ଧକ୍କା; ୧୦ ଆହତmahabharatanewsAugust 8, 2024 by mahabharatanewsAugust 8, 20240111 କେନ୍ଦ୍ରାପଡ଼ା: ବସ୍-ତେଲ ଟ୍ୟାଙ୍କର ଧକ୍କା । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ହଜାରୀ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ତେଲ ଟ୍ୟାଙ୍କରକୁ ଧକ୍କା ଦେଇଛି। ଏହି...