Accidentଓଡିଶା

ଏନଟିପିସି ପାଉଁଶ ବୋଝେଇ ଟ୍ରକ ଧକାରେ କଣିହାଁ ଗ୍ରାମର ସୁବାସ ନାଏକ ଗରୁତର

ଅନୁଗୋଳ ଜିଲ୍ଲା କଣିହାଁ ସ୍ଥିତ ଟିକିରା ନଦୀ ପମ୍ପହାଉସ ନିକଟ ରୋଡ଼ରେ, ଏନଟିପିସି ପାଉଁଶ ବୋଝେଇ ଟ୍ରକ ଧକାରେ କଣିହାଁ ଗ୍ରାମର ସୁବାସ ନାଏକ, ଗରୁତ୍ୱର ସଂକଟା ପର୍ଣ୍ଣ। ତାଙ୍କୁ ପରିବାର ବର୍ଗ ଗ୍ରାମବାସୀ ତୁରନ୍ତ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଯାଇଥିଲେ, ଅତ୍ୟଧିକ ଗୁରୁତ୍ୱର ଥିବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର।

Related posts

ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା

mahabharatanews

ଆଖି ବୁଜିଲା ମଣିଷଖିଆ ଭାଲୁ

mahabharatanews

ସ୍କୁଲ ଯିବ ଜଗା

mahabharatanews