Accidentଓଡିଶାବସ୍-ତେଲ ଟ୍ୟାଙ୍କର ଧକ୍କା; ୧୦ ଆହତmahabharatanewsAugust 8, 2024 by mahabharatanewsAugust 8, 20240117 କେନ୍ଦ୍ରାପଡ଼ା: ବସ୍-ତେଲ ଟ୍ୟାଙ୍କର ଧକ୍କା । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ହଜାରୀ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ତେଲ ଟ୍ୟାଙ୍କରକୁ ଧକ୍କା ଦେଇଛି। ଏହି...
Accidentହେଲିକପ୍ଟର କ୍ରାଶ୍,ପାଇଲଟଙ୍କ ସମେତ ୫ ମୃତmahabharatanewsAugust 7, 2024August 7, 2024 by mahabharatanewsAugust 7, 2024August 7, 2024088 କାଠମାଣ୍ଡୁ: ନେପାଳର ନୁଆକୋଟରେ ଏକ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏୟାର ଡାଏନଷ୍ଟୀ କମ୍ପାନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ପାଇଲଟଙ୍କୁ ମିଶାଇ ସମସ୍ତ ୫ ଜଣଙ୍କ ମୃତ୍ୟୁ ହୋଇଛି। ନେପାଳ ପୋଲିସ...
Accidentଓଡିଶାଗଛକୁ ପିଟିଲା କାର୍; ଶିକ୍ଷୟିତ୍ରୀ ମୃତ, ୩ ଗୁରୁତରmahabharatanewsAugust 6, 2024 by mahabharatanewsAugust 6, 2024089 ପାଟଣାଗଡ଼ : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍ । ଏହି ଦୁର୍ଘଟଣାରେ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ମୁଣ୍ଡଦର୍ହ ଗାଁ...
Accidentଓଡିଶାବାଇକରେ ଯିବା ବେଳେ ଚାପିଦେଲା ଟ୍ରକ୍, ୩ ମୃତmahabharatanewsAugust 5, 2024August 5, 2024 by mahabharatanewsAugust 5, 2024August 5, 2024097 କେନ୍ଦୁଝର: ଦୁର୍ଘଟଣାର ହଟସ୍ପଟ୍ ପାଲଟିଛି କେନ୍ଦୁଝର ସହର । ଆଜି ପୁଣି ଅକାଳରେ ଝଡ଼ି ପଡ଼ିଛି ଜୀବନ । ବାଇକରେ ଯିବା ବେଳେ ଟ୍ରକ୍ ଚାପି ଦେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି ।...
Accidentbharatଡିଜେ ଗାଡ଼ି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୮ କାଉଡିଆଙ୍କ ମୃତ୍ୟୁmahabharatanewsAugust 5, 2024 by mahabharatanewsAugust 5, 20240120 ହାଜିପୁର : ବିଦ୍ୟୁତ୍ ଆଘତରେ ଚାଲିଗଲା କାଉଡ଼ିଆଙ୍କ ଜୀବନ । କାଉଡ଼ିଆମାନେ ଯାଉଥିବା ଡିଜେ ଗାଡ଼ି ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ୮ କାଉଡିଆଙ୍କ ମୃତ୍ୟୁ ହୋଇଛି । ବିହାରର ବୈଶାଲି ଜିଲ୍ଲା ହାଜିପୁରରେ ପାଣି...
Accidentଓଡିଶାକଟକ ଯୋବ୍ରା ବ୍ୟାରେଜରୁ ମହାନଦୀକୁ ଡେଇଁଲେ ମହିଳାmahabharatanewsAugust 4, 2024 by mahabharatanewsAugust 4, 2024098 କଟକ: ଯୋବ୍ରା ବ୍ୟାରେଜରୁ ମହାନଦୀକୁ ଡେଇଁଲେ ମହିଳା ନିଖୋଜ । ବ୍ରିଜ ଉପରେ ବ୍ୟାଗ୍ ସହ ମୋବାଇଲ ରଖି ମହିଳା ଜଣକ ମହାନଦୀକୁ ଡେଇଁ ପଡ଼ିଥିଲେ । ମୃତ ମହିଳାଙ୍କ ନାଁ କାମିନୀ ସ୍ଵାଇଁ...
Accidentbharatକାନ୍ଥ ପଡ଼ି ୯ ଜଣ ଛୋଟ ପିଲାଙ୍କ ମୃତ୍ୟୁmahabharatanewsAugust 4, 2024 by mahabharatanewsAugust 4, 20240100 ସାଗର : ଧାର୍ମିକ ସ୍ଥଳରେ ବଡ଼ ଅଘଟଣ । ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଶାହାପୁର ଅଞ୍ଚଳରେ ଥିବା ଏମ ମନ୍ଦିରର ନିର୍ମାଣ କାର୍ଯ୍ୟ ସମୟରେ କାନ୍ଥ ଭୁଶୁଡ଼ି ପଡ଼ିଛି । ଫଳରେ କାନ୍ଥ ପଡ଼ି...
Accidentbharatବର୍ଷେ ପୂର୍ବେ ୱାୟନାଡ ବିପର୍ଯ୍ୟୟର ପୂର୍ବାନୁମାନ କରିଥିଲେ ଛାତ୍ରୀ, ସତ ହେଲା ଭବିଷ୍ୟବାଣୀmahabharatanewsAugust 3, 2024August 3, 2024 by mahabharatanewsAugust 3, 2024August 3, 20240119 ୱାୟନାଡ : ସତ ହେଲା ଛାତ୍ରୀଙ୍କ ଭବିଷ୍ୟବାଣୀ । କେରଳର ୱାୟନାଡ ଜିଲ୍ଲାରେ ଘଟିଥିବା ଭୟଙ୍କର ଭୂସ୍ଖଳନକୁ ନେଇ ଜଣେ ଛାତ୍ରୀ ଏକ ବର୍ଷ ପୂର୍ବରୁ ପୂର୍ବାନୁମାନ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ...
Accidentଭାରତରାଜଧାନୀରେ ଆଉ ଏକ ଅଘଟଣ : ଦୋକାନରେ ନିଆଁ ଲାଗି ୬ ଆହତmahabharatanewsJuly 29, 2024 by mahabharatanewsJuly 29, 20240132 ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରୁ କ୍ରମାଗତ ଭାବରେ କିଛି ନା କିଛି ଅଘଟଣର ଖବର ଆସୁଛି । ଦୁଇ ଦିନ ପୂର୍ବରୁ ଓଲ୍ଡ ରାଜେନ୍ଦ୍ର ନଗରରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଖବର ଆସିଥିଲା,...
Accidentବସ୍ ଓ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା : ଚାଲିଗଲା ୩ ଶ୍ରଦ୍ଧାଳୁଙ୍କ ଜୀବନmahabharatanewsJuly 28, 2024 by mahabharatanewsJuly 28, 2024090 ମିର୍ଜାପୁର : ଶ୍ରଦ୍ଧାଳୁଙ୍କ ଜୀବନ ନେଇଗଲା ଦୁର୍ଘଟଣା । ଉତ୍ତରପ୍ରଦେଶର ମିର୍ଜାପୁରରେ ଏଭ ଭୟଙ୍କର ଦୁର୍ଘଟଣା ଘଟିଛି । ବସ୍ ଓ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୩ ଜଣଙ୍କର...