bharatବର୍ଷାରେ ଭୁଶୁଡ଼ିଲା ୩ ମହଲା ବିଲ୍ଡିଂ, ବହୁ ଲୋକ ଦବିଥିବା ଆଶଙ୍କାmahabharatanewsJuly 27, 2024 by mahabharatanewsJuly 27, 2024094 ଭୀଷଣ ବର୍ଷାରେ ଏକ ୩ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ବେଳେ ତଳେ ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି । ଆଜି ସକାଳେ ମହାରାଷ୍ଟ୍ରର ନଭି ମୁମ୍ବାଇରେ ଏକ ବଡ଼ ଦୁର୍ଘଟଣା...
bharatଅପରାଧରାଗିଂର ଛାତିଥରା ଚିତ୍ର, ଜୁନିୟରଙ୍କୁ ନିର୍ଘାତ ମାଡ଼ ମାରୁଥିବାର ଭିଡିଓ ଭାଇରାଲmahabharatanewsJuly 26, 2024 by mahabharatanewsJuly 26, 2024081 ଜୁନିୟରଙ୍କୁ ଗାଈଗୋରୁଙ୍କ ଭଳି ମାଡ଼ ମାରିଲେ ସିନିୟର । ସାମ୍ନାକୁ ଆସିଛି ଛାତି ଥରାଇ ଦେବା ଭଳି ଭିଡିଓ। ଶିକ୍ଷାନୁଷ୍ଠାନକୁ ରାଗିଂମୁକ୍ତ ପାଇଁ ନିର୍ଦ୍ଦେଶ ରହିଛି। ତଥାପି ଅନେକ ସମୟରେ ଅଧିକାଂଶ ଶିକ୍ଷାନୁଷ୍ଠାନରେ ଜୁନିୟରମାନେ...
bharatଯୁବକଙ୍କୁ ଜୀଅନ୍ତା ଗିଳିଦେବାକୁ ବସିଥିଲା ଅଜଗର, ଦେଖନ୍ତୁ ଭିଡିଓmahabharatanewsJuly 26, 2024 by mahabharatanewsJuly 26, 20240107 ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ ଯୁବକ । ଏକ ୧୫ ଫୁଟର ଅଜଗର ତାଙ୍କୁ ଜୀଅନ୍ତା ଗିଳି ଦେଇଥାଆନ୍ତା, ହେଲେ ନିଜ ବୁଦ୍ଧି ବଳରେ ତଥା କିଛି ଗାଁ ଲୋକଙ୍କ ସହାୟତାରେ ତାଙ୍କୁ ନୂଆ...
bharatଗୁଜରାଟରେ ବର୍ଷା ବିତ୍ପାତ, ୮ ମୃତmahabharatanewsJuly 25, 2024July 25, 2024 by mahabharatanewsJuly 25, 2024July 25, 20240114 ଗାନ୍ଧୀନଗର: ପ୍ରବଳ ବର୍ଷା ପରେ ଗୁଜରାଟ ବେହାଲ । କେଉଁଠି ଅଣ୍ଟାଏ ତ ଆଉ କେଉଁଠି ଆଣ୍ଠୁଏ ଉଚ୍ଚର ପାଣି ବହୁଛି। ଅନେକ ସହରରେ ଆପାର୍ଟମେଣ୍ଟ ବେସମେଣ୍ଟଗୁଡ଼ିକ ବନ୍ୟାପାଣିରେ ବୁଡ଼ି ରହିଛି । ଲୋକମାନେ...
bharatଜମ୍ମୁ କଶ୍ମୀରରେ ଏନକାଉଣ୍ଟର : ଟଳିଲା ଆତଙ୍କୀ, ଜଣେ ଯବାନ ଆହତmahabharatanewsJuly 24, 2024 by mahabharatanewsJuly 24, 20240136 ଜମ୍ମୁ-କାଶ୍ମୀରର କୁପଓ୍ୱାଡାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ସଫା । ଏହି ଏନକାଉଣ୍ଟରରେ ଜଣେ ସେନା ଯବାନ ମଧ୍ୟ ଆହତ ହୋଇଛନ୍ତି। ଗତ କିଛି ଦିନ ହେବ ଜମ୍ମୁ କଶ୍ମୀରରେ ଲଗାତର...
bharatଭାରତUnion Budget 2024 : ଆନ୍ଧ୍ର ଓ ବିହାର ପାଇଁ ଭଣ୍ଡାର ଖୋଲିଦେଲେ ସରକାରmahabharatanewsJuly 23, 2024 by mahabharatanewsJuly 23, 20240126 ସ୍ୱତନ୍ତ୍ର ମାନ୍ୟତା ସିନା ମିଳିଲାନି, କିନ୍ତୁ ବଜେଟରେ ଆନ୍ଧ୍ର ଓ ବିହାର ପାଇଁ ଭଣ୍ଡାର ଖୋଲିଦେଲେ କେନ୍ଦ୍ର ସରକାର । ଆନ୍ଧ୍ରପ୍ରଦେଶର ଟିଡିପି ଓ ବିହାରର ଜେଡିୟୁ କେନ୍ଦ୍ରରେ ମୋଦୀଙ୍କୁ ସରକାର ଗଠନ କରିବାରେ...
bharatଭାରତକୃଷକ ଆନ୍ଦୋଳନ ୨.୦ : ୧୫ ଅଗଷ୍ଟରେ ସାରା ଭାରତରେ ଟ୍ରାକ୍ଟର ରାଲିmahabharatanewsJuly 22, 2024 by mahabharatanewsJuly 22, 2024079 ସରକାରଙ୍କ ବିରୋଧରେ ପୁଣି ଶୁଭିବ କୃଷକଙ୍କ ଗର୍ଜନ । ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ୧୫ ଅଗଷ୍ଟରେ ସାରା ଦେଶରେ ଟ୍ରାକ୍ଟର ରାଲି କରାଯିବ ବୋଲି ଘୋଷଣା କରାଯାଇଛି । ଦିଲ୍ଲୀର ସମ୍ବିଧାନ କ୍ଲବରେ...
bharatଭାରତEconomic Survey 2024: ଚାକିରି ଛଡ଼ାଇନେବ ଏଆଇmahabharatanewsJuly 22, 2024 by mahabharatanewsJuly 22, 20240134 ଚାକିରି ଉପରେ ଏଆଇ ବିପଦ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା ଆସିବା ଦିନରୁ ନିଯୁକ୍ତି ହ୍ରାସକୁ ନେଇ ଚର୍ଚ୍ଚା ହେଉଛି। ଏହି କୃତ୍ରିମ ଉଦ୍ଭାବନ ମାନବର ଉଭୟ ଶାରୀରିକ ଏବଂ ସୃଜନାତ୍ମକ...
bharatବିଶେଷଦୁନିଆର ଏକମାତ୍ର ଅଦ୍ଭୁତ ଶିବଲିଙ୍ଗ, ଦର୍ଶନ କଲେ ମିଳେ ଅଲୌକିକ ଶକ୍ତିmahabharatanewsJuly 22, 2024 by mahabharatanewsJuly 22, 20240116 ଦେବ ଦେବ ମହାଦେବ ବିଭିନ୍ନ ସ୍ଥାନରେ ଅନେକ ରୂପରେ ବିରାଜମାନ ଅଛନ୍ତି । ଆଉ ଭୋଳା ଶଙ୍କରଙ୍କ ସମସ୍ତ ରୂପ ହିଁ ନିଜ ନିଜ ଭିତରେ ସ୍ୱତନ୍ତ । କିନ୍ତୁ ମଧ୍ୟପ୍ରଦେଶର ରେୱା ଜିଲ୍ଲାର...
bharatଓଡିଶାଭାରତରାଜନୀତିଆରମ୍ଭ ହେଲା ମତଦାନ, ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ଲକ୍ ହେବmahabharatanewsNovember 12, 2022 by mahabharatanewsNovember 12, 20220155 ଶିମିଲା : ହିମାଚଳରେ ଚାଲିଛି ନିର୍ବାଚନି ମାହୋଲ । ଆଉ ଆରମ୍ଭ ହୋଇଛି ମତଦାନ । ଆଜି ସକାଳ ୮ଟାରେ ମତଦାନ ରାଜ୍ୟର ୬୮ଟି ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଥିବା ବେଳେ ଏହା...