bharatସଡକ ଦୁର୍ଘଟଣାରେ ପୀଡିତ ପାଇବେ ନଗଦବିହୀନ ଚିକିତ୍ସା: ନିତିନ ଗଡକରୀmahabharatanewsAugust 2, 2024August 2, 2024 by mahabharatanewsAugust 2, 2024August 2, 20240123 ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନଗଦ ବିହୀନ ଚିକିତ୍ସା ମିଳିବ । ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ନଗଦବିହୀନ ଚିକିତ୍ସା ଯୋଗାଇବା ପାଇଁ ସରକାର...
bharat‘ମନ୍ କି ବାତ୍’ରେ ସମ୍ବଲପୁର ଶାଢ଼ି କଥା କହିଲେ ପ୍ରଧାନମନ୍ତ୍ରୀmahabharatanewsJuly 28, 2024 by mahabharatanewsJuly 28, 20240105 ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଜୁଲାଇ ୨୮) ତାଙ୍କର ରେଡିଓ ସୋ ‘ମନ କି ବାତ’ର ୧୧୨ ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଲୋକସଭା ନିର୍ବାଚନ ପରେ ଏହା ତାଙ୍କର...
bharatରାଜନୀତିନୀତି ଆୟୋଗ ବୈଠକ ଚାଲିଥିବା ବେଳେ ଅଧାରୁୁ ଉଠିଗଲେ ମମତାmahabharatanewsJuly 27, 2024July 27, 2024 by mahabharatanewsJuly 27, 2024July 27, 2024084 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ନୀତି ଆୟୋଗ ବୈଠକ ଚାଲିଛି। ଏହି ବୈଠକରେ ବିଜେପି ଶାସନ କରୁଥିବା ବିଜେପିର ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ ମଧ୍ୟ ଯୋଗ ଦେଇଥିଲେ ।...
bharatଅଗଷ୍ଟରେ ୟୁକ୍ରେନ ଯିବେ ପ୍ରଧାନମନ୍ତ୍ରୀ ମୋଦି !mahabharatanewsJuly 27, 2024 by mahabharatanewsJuly 27, 20240101 ଅଗଷ୍ଟ ମାସରେ ୟୁକ୍ରେନ ଗସ୍ତରେ ଯାଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବା ପରେ ମୋଦୀଙ୍କର ଏହା ହେବ ପ୍ରଥମ ଗସ୍ତ। ଏହି ଅବସରରେ ସେ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ...
bharatବର୍ଷାରେ ଭୁଶୁଡ଼ିଲା ୩ ମହଲା ବିଲ୍ଡିଂ, ବହୁ ଲୋକ ଦବିଥିବା ଆଶଙ୍କାmahabharatanewsJuly 27, 2024 by mahabharatanewsJuly 27, 20240102 ଭୀଷଣ ବର୍ଷାରେ ଏକ ୩ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ବେଳେ ତଳେ ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି । ଆଜି ସକାଳେ ମହାରାଷ୍ଟ୍ରର ନଭି ମୁମ୍ବାଇରେ ଏକ ବଡ଼ ଦୁର୍ଘଟଣା...
bharatଅପରାଧରାଗିଂର ଛାତିଥରା ଚିତ୍ର, ଜୁନିୟରଙ୍କୁ ନିର୍ଘାତ ମାଡ଼ ମାରୁଥିବାର ଭିଡିଓ ଭାଇରାଲmahabharatanewsJuly 26, 2024 by mahabharatanewsJuly 26, 2024092 ଜୁନିୟରଙ୍କୁ ଗାଈଗୋରୁଙ୍କ ଭଳି ମାଡ଼ ମାରିଲେ ସିନିୟର । ସାମ୍ନାକୁ ଆସିଛି ଛାତି ଥରାଇ ଦେବା ଭଳି ଭିଡିଓ। ଶିକ୍ଷାନୁଷ୍ଠାନକୁ ରାଗିଂମୁକ୍ତ ପାଇଁ ନିର୍ଦ୍ଦେଶ ରହିଛି। ତଥାପି ଅନେକ ସମୟରେ ଅଧିକାଂଶ ଶିକ୍ଷାନୁଷ୍ଠାନରେ ଜୁନିୟରମାନେ...
bharatଯୁବକଙ୍କୁ ଜୀଅନ୍ତା ଗିଳିଦେବାକୁ ବସିଥିଲା ଅଜଗର, ଦେଖନ୍ତୁ ଭିଡିଓmahabharatanewsJuly 26, 2024 by mahabharatanewsJuly 26, 20240117 ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ ଯୁବକ । ଏକ ୧୫ ଫୁଟର ଅଜଗର ତାଙ୍କୁ ଜୀଅନ୍ତା ଗିଳି ଦେଇଥାଆନ୍ତା, ହେଲେ ନିଜ ବୁଦ୍ଧି ବଳରେ ତଥା କିଛି ଗାଁ ଲୋକଙ୍କ ସହାୟତାରେ ତାଙ୍କୁ ନୂଆ...
bharatଗୁଜରାଟରେ ବର୍ଷା ବିତ୍ପାତ, ୮ ମୃତmahabharatanewsJuly 25, 2024July 25, 2024 by mahabharatanewsJuly 25, 2024July 25, 20240120 ଗାନ୍ଧୀନଗର: ପ୍ରବଳ ବର୍ଷା ପରେ ଗୁଜରାଟ ବେହାଲ । କେଉଁଠି ଅଣ୍ଟାଏ ତ ଆଉ କେଉଁଠି ଆଣ୍ଠୁଏ ଉଚ୍ଚର ପାଣି ବହୁଛି। ଅନେକ ସହରରେ ଆପାର୍ଟମେଣ୍ଟ ବେସମେଣ୍ଟଗୁଡ଼ିକ ବନ୍ୟାପାଣିରେ ବୁଡ଼ି ରହିଛି । ଲୋକମାନେ...
bharatଜମ୍ମୁ କଶ୍ମୀରରେ ଏନକାଉଣ୍ଟର : ଟଳିଲା ଆତଙ୍କୀ, ଜଣେ ଯବାନ ଆହତmahabharatanewsJuly 24, 2024 by mahabharatanewsJuly 24, 20240142 ଜମ୍ମୁ-କାଶ୍ମୀରର କୁପଓ୍ୱାଡାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ସଫା । ଏହି ଏନକାଉଣ୍ଟରରେ ଜଣେ ସେନା ଯବାନ ମଧ୍ୟ ଆହତ ହୋଇଛନ୍ତି। ଗତ କିଛି ଦିନ ହେବ ଜମ୍ମୁ କଶ୍ମୀରରେ ଲଗାତର...
bharatଭାରତUnion Budget 2024 : ଆନ୍ଧ୍ର ଓ ବିହାର ପାଇଁ ଭଣ୍ଡାର ଖୋଲିଦେଲେ ସରକାରmahabharatanewsJuly 23, 2024 by mahabharatanewsJuly 23, 20240133 ସ୍ୱତନ୍ତ୍ର ମାନ୍ୟତା ସିନା ମିଳିଲାନି, କିନ୍ତୁ ବଜେଟରେ ଆନ୍ଧ୍ର ଓ ବିହାର ପାଇଁ ଭଣ୍ଡାର ଖୋଲିଦେଲେ କେନ୍ଦ୍ର ସରକାର । ଆନ୍ଧ୍ରପ୍ରଦେଶର ଟିଡିପି ଓ ବିହାରର ଜେଡିୟୁ କେନ୍ଦ୍ରରେ ମୋଦୀଙ୍କୁ ସରକାର ଗଠନ କରିବାରେ...