ଅପରାଧଦେଶ ବିଦେଶଭାରତଫେରାର ହେବା ପରେ ଥାଇଲ୍ୟାଣ୍ଡରେ ଅଟକ ରହିଲେ ଲୁଥ୍ରା ବ୍ରଦର୍ସmahabharatanewsDecember 11, 2025 by mahabharatanewsDecember 11, 2025027 ଥାଇଲ୍ୟାଣ୍ଡରେ ଅଟକ ରହିଲେ ଲୁଥ୍ରା ବ୍ରଦର୍ସ । ସୌରଭ ଲୁଥ୍ରା ଏବଂ ଗୌରବ ଲୁଥ୍ରାଙ୍କୁ ଅଟକ ରଖାଯାଇଛି । ଗୋଆ ପୋଲିସ ସେମାନଙ୍କୁ ଥାଇଲ୍ୟାଣ୍ଡରୁ ଭାରତକୁ ଆଣୁଥିବା ଜଣାପଡ଼ିଛି । ବିମାନବନ୍ଦରରେ ପହଞ୍ଚିବା ପରେ...
ଅପରାଧଓଡିଶାନାମକୋଣ୍ଡା ନଦୀ ଘାଟରୁ ମିଳିଲା ମହିଳାଙ୍କ ମୁଣ୍ଡmahabharatanewsDecember 10, 2025 by mahabharatanewsDecember 10, 2025027 ମିଳିଲା ରା଼ଖେଲଗୁଡା ଗାଁର ଲାକେ ପଡ଼ିଆମୀଙ୍କ କଟାମୁଣ୍ଡ । ମୁଣ୍ଡ ବିହୀନ ଶବ ମିଳିବା ପରେ ମାଲକାନଗିରି ଏମଭି – ୨୬ ଏବଂ ରାଖେଲଗୁଡା ଗାଁ ମଧ୍ୟରେ ଜୋରଦାର ଉତ୍ତେଜନା ସହ ପୋଡାଜଳା ଲାଗି...
ଅପରାଧଓଡିଶାଓଡ଼ିଶାରେ ଚାଲିଛି ନକଲି ବନ୍ଧୁକ କାରବାରmahabharatanewsDecember 8, 2025 by mahabharatanewsDecember 8, 2025040 ଗୃହରେ ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନର, ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାରେ ଚାଲିଛି ନକଲି ବନ୍ଧୁକ କାରବାର । ଗତ ୨ ବର୍ଷରେ ସାମ୍ନାକୁ ଆସିଲାଣି ୧୨୫୨ ମାମଲା...
ଅପରାଧଓଡିଶାଆବଶ୍ୟକ ପଡିଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ସ୍ଵାସ୍ଥ୍ୟମନ୍ତ୍ରୀmahabharatanewsDecember 7, 2025 by mahabharatanewsDecember 7, 2025027 ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ ଦେହରେ ନିଆଁ ଲଗାଇ ଜୀବନ ହାରିବାକୁ ଚେଷ୍ଟା କରିଛନ୍ତି । ଆଜି ଆଇଜିଏଚ୍ ମେଡିକାଲ୍ ଯାଇ ପୀଡିତାଙ୍କୁ ଭେଟିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ୍ ମହାଲିଙ୍ଗ।...
ଅପରାଧଓଡିଶାଝାରସୁଗୁଡାର ବ୍ୟବସାୟୀଙ୍କ ଘରୁ ଡକାୟତି ଘଟଣାରେ ନୂଆ ଟ୍ବିଷ୍ଟmahabharatanewsDecember 2, 2025 by mahabharatanewsDecember 2, 2025028 ଝାରସୁଗୁଡାର ବ୍ୟବସାୟୀଙ୍କ ଘରୁ ଡକାୟତି ଘଟଣାରେ ନୂଆ ଟ୍ବିଷ୍ଟ । ସାମ୍ନାକୁ ଆସିଲା ସାଙ୍ଘାତିକ ସତ । ଏତଲାରେ ଦର୍ଶାଯାଇଥିଲା ଗୋଟେ ହେଲେ ଜବତ ବେଳେ ଘଟିଲା ଆଉ କିଛି । ତେବେ ଝାରସୁଗୁଡାର...
ଅପରାଧଓଡିଶାବୌଦ୍ଧ ମୁଖ୍ୟ ଡାକ ଘରୁ ଲକର୍ ଭାଙ୍ଗି ଲୁଟ୍ ଅଭିଯୋଗmahabharatanewsDecember 1, 2025 by mahabharatanewsDecember 1, 2025027 ବୌଦ୍ଧ ମୁଖ୍ୟ ଡାକ ଘରୁ ଲକର୍ ଭାଙ୍ଗି ଲୁଟ୍ ଅଭିଯୋଗ । ବୌଦ୍ଧ ପଡା ଛକରେ ଥିବା ମୁଖ୍ୟ ଡାକ ଘରୁ ଲକର୍ ଭାଙ୍ଗି ଲୁଟ ହୋଇଥିବା ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି ।...
ଅପରାଧଓଡିଶାସନ୍ଦେହଘେରରେ ଗଣେଶଙ୍କ ମୃତ୍ୟୁ, ଟେର ପାଉନି ପୋଲିସmahabharatanewsNovember 28, 2025 by mahabharatanewsNovember 28, 2025041 ଯୁବକଙ୍କୁ ଇଟାରେ ଛେଚି ନିର୍ମମ ହତ୍ୟା। ଖୁଣ୍ଟା ଥାନା ବଡ଼ଖୁଣ୍ଟା ଗ୍ରାମରେ ଘଟିଛି ଏଭଳି ଘଟଣା। ରାସ୍ତା ପାର୍ଶ୍ଵରେ ପଡିଛି ମୃତଦେହ। ଖୁଣ୍ଟା ଥାନା ଖପରାପାଳ ଗ୍ରାମର ଗଣେଷ ହେମ୍ବ୍ରମ ଖୁଣ୍ଟା ସାପ୍ତାହିକ ହାଟ...
ଅପରାଧଓଡିଶାଆଇସକ୍ରିମ ଦେଇ ୩ ଶିଶୁଙ୍କ ସହ ପାଶବିକ ଅତ୍ୟାଚାରmahabharatanewsNovember 27, 2025 by mahabharatanewsNovember 27, 2025022 ମାଲକାନଗିରିଜିଲ୍ଲା ଏମ୍ଭି-୭୯ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଆଇସକ୍ରିମ ଦେଇ ୩ ଶିଶୁଙ୍କୁ ଘରେ ଦୁଷ୍କର୍ମ ପରେ ଜଙ୍ଗଲରେ ଲୁଚି ରହିଥିବା ଅଭିଯୁକ୍ତ ନରେନ ରାୟ କୁ ପୋଲିସ ଅଟକ ରଖିଛି । ଏହି...
ଅପରାଧଓଡିଶାଶାଶୁ ଓ ଦେଢ଼ଶାଶୁ ଙ୍କ ନିର୍ଯ୍ୟାତନା ସହି ନପାରି ହାରିଲେ ଜୀବନmahabharatanewsNovember 26, 2025 by mahabharatanewsNovember 26, 2025028 ଅଧାରେ ରହିଗଲା ଦାମ୍ପତ୍ୟ ଜୀବନ। ଶାଶୁ ଓ ଦେଢ଼ଶାଶୁ ଙ୍କ ନିର୍ଯ୍ୟାତନା ସହି ନପାରି ଜୀବନ ହାରିଲେ ନବବିବାହିତା ବଧୂ । ଅପରିଘାତଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପତିଗୁଡ଼ା ଗାଁ...
ଅପରାଧଓଡିଶାମିନି ଷ୍ଟାଡିୟମରେ ରେଡ୍ ବେଳେ ବ୍ରାଉନ ସୁଗାର ସହ ବନ୍ଧୁକ ଜବତmahabharatanewsNovember 25, 2025 by mahabharatanewsNovember 25, 2025026 ଅନୁଗୋଳ ଟାଉନ ପୋଲିସକୁ ମିଳିଛି ସଫଳତା । ମଙ୍ଗଳବାର ସକାଳୁ ବ୍ରାଉନ ସୁଗାର ସହ ବନ୍ଧୁକ ଜବତ । ରେଡ୍ ବେଳେ ୩ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ସୂଚନା ଅନୁଯାୟୀ,...