ଓଡିଶାରାଜନୀତିବବିଙ୍କ ଚେର କାଟିବାକୁ ସ୍ୱରୂପ ମୋହରାmahabharatanewsOctober 23, 2020 by mahabharatanewsOctober 23, 20200471 ଭୁବନେଶ୍ୱର/ଶିଳାସ୍ମିତା ରାୟ: ବାଲେଶ୍ୱର ଉପନିବାଚନରେ ବିଜେଡିର ପରାଜୟ ହେବା ରାଜନୈତିକ ବିଶେଷକ ଅନୁମାନ କରୁଛନ୍ତି । ପ୍ରଥମତଃ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ବିଜେପି...
ରାଜନୀତିବିଜେଡି ପାଇଁ ବାଲେଶ୍ୱର ସଦର ଆସନ ହେବ କି ସ୍ୱପ୍ନ???mahabharatanewsOctober 14, 2020 by mahabharatanewsOctober 14, 20200353 ଭୁବନେଶ୍ୱର/ଶିଳାସ୍ମିତା ରାୟ: ବାଲେଶ୍ୱର ସଦର ବିଧାନସଭା ଆସନରୁ ସ୍ୱରୂପ ଦାସଙ୍କୁ ଦଳ ପ୍ରାର୍ଥୀ କରିବା ପରେ ବାଲେଶ୍ୱର ବିଜେଡିରେ ଥିବା ଫାଟ ପଦାରେ ପଡି ଯାଇଛି । ସେହି ଆସନକୁ ହାତେଇବା ମଧ୍ୟ ଏବେ...
ରାଜନୀତିତିର୍ତ୍ତୋଲ ଓ ବିଲେଶ୍ୱର ଉପନିର୍ବାଚନ: ବିଜେଡି ଘୋଷଣା କଲା ପ୍ରାର୍ଥୀmahabharatanewsOctober 12, 2020 by mahabharatanewsOctober 12, 20200257 ଭୁବନେଶ୍ୱର: ଆସନ୍ତା ନଭେମ୍ବର ୩ରେ ତିର୍ତ୍ତୋଲ ଓ ବିଲେଶ୍ୱର ସଦର ଉପନିର୍ବାଚନ ହେବାକୁ ଯାଉଛି । ଆଜି ବିଜେଡି ଉଭୟ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ୱର ସଦରରୁ ସ୍ୱରୁପ କୁମାର...
ରାଜନୀତିଦଳିତ, ନିଷ୍ପେସିତ, ବଞ୍ଚିତଙ୍କ ସ୍ୱର କୁହାଯାଉଥିବା କେନ୍ଦ୍ର ମନ୍ତ୍ରୀ ରାମ ବିଲାସ ପାଶ୍ୱାନଙ୍କ ଦେହାନ୍ତmahabharatanewsOctober 9, 2020 by mahabharatanewsOctober 9, 20200435 ନୂଆଦିଲ୍ଲୀ: ଦଳିତ, ନିଷ୍ପେସିତ, ବଞ୍ଚିତଙ୍କ ସ୍ୱର କୁହାଯାଉଥିବା କେନ୍ଦ୍ର ମନ୍ତ୍ରୀ ରାମ ବିଲାସ ପାଶ୍ୱାନଙ୍କ ଦେହାନ୍ତ ହୋଇଛି। ଗତକାଲି ୭୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟ।।ଗ କରିଛନ୍ତି । ଦୀର୍ଘ ଦିନରୁ...
ରାଜନୀତିବବିଙ୍କ ପାଇଁ ଦଳକୁ ବାହୁଡିବେ କଳ୍ପତରୁmahabharatanewsSeptember 30, 2020 by mahabharatanewsSeptember 30, 20200452 ଭୁବନେଶ୍ୱର: ବିଜେଡି ଯୁବ ଓ ଛାତ୍ର ସଂଗଠନର ପଦାଧିକାରୀ ନିଯୁକ୍ତି ପରେ ଦେଖାଦେଇଥିବା ଅସନ୍ତୋଷ, ଦଳ ବିରୋଧି ବୟାନବାଜୀ ପରି ଘଟଣାକୁ ପ୍ରସମିତ କରିବାକୁ ଅଣ୍ଟାଭିଡିଛନ୍ତି ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସଭାପତି...
ରାଜନୀତିଆଜି ୪ଟା ପରିବର୍ତ୍ତେ ୬ଟାରେ ବସିବ ଲୋକସଭା ଅଧିବେଶନmahabharatanewsSeptember 23, 2020 by mahabharatanewsSeptember 23, 20200409 ନୂଆଦିଲ୍ଲୀ: ଲୋକସଭା ଅଧିବେଶନରେ ପୁଣି ହୋଇଛି ପରିବର୍ତ୍ତନ । ଆଜି ଅଧିବେଶନ ଅପରାହ୍ନ ୪ ଟା ପରିବର୍ତ୍ତେ ସନ୍ଧ୍ୟା ୬ ଟାରେ ବସିବ । ବାଚସ୍ପତି ଓମ ବିର୍ଲା ମଙ୍ଗଳବାର ଦିନ ଗୃହରେ ସମୟ...
ରାଜନୀତିରାଜ୍ୟସଭାରେ ଉତ୍ତେଜନା ସୃଷ୍ଟି କରିଥିବା ୮ ସାଂସଦ ନିଲମ୍ବିତmahabharatanewsSeptember 21, 2020 by mahabharatanewsSeptember 21, 20200327 (ନୂଆଦିଲ୍ଲୀ): ଗତକାଲି ରାଜ୍ୟସଭାରେ ପ୍ରବଳ ହଙ୍ଗାମା ମଧ୍ୟରେ ବିବାଦୀୟ କୃଷି ବିଲ୍ ଗୃହୀତ ହୋଇଥିଲା । ବିରୋଧୀ ଦଳର ସଭ୍ୟମାନେ ଗୃହରେ ହଙ୍ଗାମା କରିବା ସହିତ ଉପାଧ୍ୟକ୍ଷଙ୍କ ମାଇକ୍ ମଧ୍ୟ ଭାଙ୍ଗି ଦେଇଥିଲେ ।...
ରାଜନୀତିଚେଲ୍ଲାକୁମାର ଓଡ଼ିଶା କଂଗ୍ରେସର ନୂତନ ପ୍ରଭାରୀ ନିଯୁକ୍ତmahabharatanewsSeptember 12, 2020 by mahabharatanewsSeptember 12, 20200351 (ନୂଆଦିଲ୍ଲୀ): ଓଡ଼ିଶା କଂଗ୍ରେସର ନୂତନ ପ୍ରଭାରୀ ଭାବେ ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଡକ୍ଟର ଏ ଚେଲ୍ଲାକୁମାରଙ୍କୁ ନିଯୁକ୍ତି ମିଳିଛି। ଏନେଇ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି...
Uncategorizedରାଜନୀତିବିପ୍ଳବୀ ଧାର୍ମିକ ନେତା ସ୍ବାମୀ ଅଗ୍ନିବେଶଙ୍କର ପରଲୋକmahabharatanewsSeptember 12, 2020 by mahabharatanewsSeptember 12, 20200263 (ନୂଆଦିଲ୍ଲୀ): ବରିଷ୍ଠ ଆର୍ୟ୍ୟ ସମାଜ ନେତା ସାମାଜିକ କର୍ମୀ ତଥା ବିପ୍ଳବୀ ଧାର୍ମିକ ନେତା ସ୍ବାମୀ ଅଗ୍ନିବେଶଙ୍କର ଆଜି ପରଲୋକ ହୋଇଛି । ୮୦ ବର୍ଷ ବୟସରଙ୍କ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନ...
ରାଜନୀତିକଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ କଙ୍ଗନାଙ୍କ ମା’ ଆଶାmahabharatanewsSeptember 11, 2020 by mahabharatanewsSeptember 11, 20200266 (ମୁମ୍ବାଇ): ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଏମସି ତାଙ୍କ ଅଫିସରେ ଭଙ୍ଗାରୁଜା କରିବା ପରେ କଙ୍ଗନା କ୍ଷୁବ୍ଧ...