ରାଜନୀତିନିର୍ବାଚନରେ ବିଜୟ ପରେ ମୋଦିଙ୍କ ବୋରିଶଙ୍କୁ ଶୁଭେଚ୍ଛାmahabharatanewsDecember 13, 2019 by mahabharatanewsDecember 13, 20190436 ନୂଆଦିଲ୍ଲୀ: ବିପୁଳ ସଂଖ୍ୟାଗରିଷ୍ଠତା ସହ ଇଂଲଣ୍ଡର ସାଧାରଣ ର୍ନିବାଚନରେ ବିଜୟୀ ହୋଇଛନ୍ତି ବୋରିସ ଜନ୍ସନ । ଶୁକ୍ରବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।...
ରାଜନୀତିମହାରଥୀଙ୍କ ଜନଶୁଣାଣି ଶିବିରmahabharatanewsDecember 13, 2019 by mahabharatanewsDecember 13, 20190507 ଭୁବନେଶ୍ୱର, ଗୋପ: ପୁରୀ ଜିଲ୍ଲା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦ୍ୱାରା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଳକର ବିଭିନ୍ନ ପାଞ୍ଚାୟତରୁ ଅ।ସିଥିବା ଲୋକମାନଙ୍କ ଠାରୁ ଅଭିଯୋଗ ଶୁଣିବା ସହ ତୁରନ୍ତ...
Uncategorizedଅପରାଧରାଜନୀତିଦୁଷ୍କର୍ମ: ମାମଲାର ତୁରନ୍ତ ଶୁଣାଣି ପାଇଁ ୨୧୮ ଫାଷ୍ଟଟ୍ରାକ କୋର୍ଟ ଗଠନକୁ ଯୋଗୀଙ୍କ ମଞ୍ଜୁରୀmahabharatanewsDecember 9, 2019 by mahabharatanewsDecember 9, 20190340 (ମହାଭାରତ/ଉନ୍ନାଓ): ଉନ୍ନାଓ ଗଣଦୁଷ୍କର୍ମ-ହତ୍ୟା ଘଟଣା ପରେ ପୀଡିତା ପରିବାରକୁ ତୁରନ୍ତ ନ୍ୟାୟ ଦେବାକୁ ୟୁପି ସରକାର ରାଜ୍ୟରେ ୨୧୮ଟି ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରିବାକୁ ମଞ୍ଜୁରୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଅ ।ଦିତ୍ୟନାଥଙ୍କ...
ଓଡିଶାରାଜନୀତିଚିଦାମ୍ବରମଙ୍କୁ ସର୍ତ୍ତମୂଳକ ଜାମିନmahabharatanewsDecember 4, 2019 by mahabharatanewsDecember 4, 20190312 (ମହାଭାରତ/ନୂଆଦିଲ୍ଲୀ): ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ବୁଧବାର ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ୧୦୭ ଦିନ ତିହାର ଜେଲରେ ରହିବା...
ଅପରାଧରାଜନୀତିସ୍ୱତନ୍ତ୍ର ଅଦାଲତରେ ତ୍ୱରିତ ବିଚାର ଓ ବଳାତ୍କାରୀଙ୍କୁ ଫାଶୀ ଦିଆଯାଉ : ରାଜ୍ୟ କଂଗ୍ରେସmahabharatanewsDecember 3, 2019December 3, 2019 by mahabharatanewsDecember 3, 2019December 3, 20190488 (ଆଦର୍ଶ ରାଉତ)ଭୁବନେଶ୍ୱର: ପୁରୀ ସହରରେ ଜଣେ ଯୁବତୀକୁ କନେଷ୍ଟବଳ ଜିତେନ୍ଦ୍ର ସେଠୀ ଓ ତାର ସାଥିମାନେ ନିମାପଡ଼ାରୁ ଯୋର ଜବରଦସ୍ତି ଗାଡ଼ିରୁ ଉଠାଇନେଇ ପୁରୀଠାରେ ଗଣବଳାତ୍କାର କରିବା ନବୀନ ବାବୁଙ୍କ...