ଖେଳଭାରତଏଣିକି ଗୋଲାପୀ ରଙ୍ଗର ବଲରେ ଖେଳାଯିବ ଟେଷ୍ଟ କ୍ରିକେଟ୍ ।mahabharatanewsJune 2, 2026 by mahabharatanewsJune 2, 2026042 ଣିକି ଗୋଲାପୀ ରଙ୍ଗର ବଲରେ ଖେଲାଯିବ କ୍ରିକେଟ୍ । ଯାହାକୁ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷ୍ଦ ଟେଷ୍ଟ କ୍ରିକେଟର ନିୟମରେ ଆଣିଛି ବଡ ପରିବର୍ତ୍ତନ । ଖାସ କରି ଟେଷ୍ଟ ମ୍ୟାଚ୍ର ଅଧିକାଂଶ ସମୟରେ...
bharatଖେଳଭାରତଆଇ ପି ଏଲ୍ ଫାଇନାଲର ଟିକେଟ୍ କାଟିଲା ଗୁଜୁରାଟ ଟାଇଟନ୍ସ ।mahabharatanewsMay 30, 2026 by mahabharatanewsMay 30, 2026037 ଚାଲିଥିବା ଆଇପିଏଲ ମହାସମର ୨୦୨୬ ର ଦ୍ୱିତୀୟ କ୍ୱାଲିଫାୟର୍ର ଟିକେଟ୍ କାଟିଲା ଗୁଜୁରାଟ ଟାଇଟନ୍ସ । ଗତକାଲିର ମ୍ୟାଚରେ ଚମତ୍କାର ପଦର୍ଶନ କରି ୮ ଉଇକେଟ୍ରେ ଆର୍ ଆର୍କୁ ପରାସ୍ତ କରି ଫାଇନାଲ୍କୁ ଓଲ୍ଳାଇଛି...
bharatଖେଳଆଇସିସି ଟେଷ୍ଟ ମାନ୍ୟତାରେ ପୁଣି ୧ ନମ୍ବର ସ୍ଥାନରେ ବୁମ୍ରା ।mahabharatanewsMay 28, 2026 by mahabharatanewsMay 28, 2026042 ପୁଣି ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି ଭାରତର ଦ୍ରୁତ ବୋଲର୍ ଯଶପ୍ରୀତ୍ ବୁମ୍ରା । ସଦ୍ୟତମ ଆଇସିସି ଟେଷ୍ଟ ମାନ୍ୟତାରେ ପୁଣି ଥରେ ଶୀର୍ଷ ସ୍ଥାରେ ବୁମ୍ରା ସବୁଠାରୁ ବଡ କଥା ହେଉଛି...
bharatଖେଳଭାରତMI ର ହାତ ଛାଡି ପାରନ୍ତି ହାର୍ଦ୍ଦିକ୍ !mahabharatanewsMay 26, 2026May 26, 2026 by mahabharatanewsMay 26, 2026May 26, 2026038 ଗତ କିଛି ବର୍ଷ ହେବ ଆଇପିଏଲ୍ରେ MI ର ପଦର୍ଶନ ସେତେ ଭଲ ଦେଖିବାକୁ ମିଳୁନି । ଯାହାକୁ ନେଇ ଦଳରେ ହାର୍ଦ୍ଦିକଙ୍କ ଅଧିନୟିକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି। ଏହାସହ ନିକଟ...
ଖେଳବିଶ୍ବନାଥଙ୍କୁ ଏକାଠି ଦର୍ଶନ କଲେ ରିଙ୍କୁ ସିଂ ଓ ପ୍ରିୟାmahabharatanewsApril 25, 2026 by mahabharatanewsApril 25, 2026081 କ୍ରିକେଟର ରିଙ୍କୁ ସିଂହ ବାରାଣସୀ ସହର ପରିଦର୍ଶନ କରିବା ସମୟରେ ଏହାର ଆଧ୍ୟାତ୍ମିକ ସାରରେ ବୁଡ଼ି ଯାଇଥିଲେ। ବାମହାତୀ ମଧ୍ୟକ୍ରମ ବ୍ୟାଟସମ୍ୟାନଙ୍କ ସହ ତାଙ୍କର ରାଜନୈତିକ ପ୍ରେମିକା ପ୍ରିୟା ସରୋଜ ମଧ୍ୟ କାଶୀ ବିଶ୍ୱନାଥ...
ଖେଳଦେଶ ବିଦେଶଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟରmahabharatanewsApril 24, 2026 by mahabharatanewsApril 24, 2026066 ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି ନ୍ୟୁଜିଲାଣ୍ଡ ମହିଳା କ୍ରିକେଟର ଭେଟେରାନ୍ ଖେଳାଳି ସୁଜି ବେଟ୍ସ । ଆସନ୍ତା ଜୁନ୍ ମାସରେ ଇଂଲଣ୍ଡ ଓ ୱେଲ୍ସରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍...
ଖେଳଦେଶ ବିଦେଶହାର୍ଦ୍ଦିକଙ୍କୁ ଅଧିନାୟକ ପଦରୁ ହଟାଇବା ନେଇ ବିଭିନ୍ନ ସ୍ତରରୁ ଦାବିmahabharatanewsApril 18, 2026 by mahabharatanewsApril 18, 2026064 ଆଇପିଏଲ-୧୯ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ପାଞ୍ଚ ଥର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିବା ବେଳେ ମୁମ୍ବାଇ ପ୍ରଶଂସକ ବି ନିରାଶ ହୋଇଛନ୍ତି । ମୁମ୍ବାଇ ଏବେ ସୁଦ୍ଧା ୫ଟି...
ଖେଳଆଇପିଏଲ୍ର ଆଜି ୨୨ତମ ଲିଗ ମ୍ୟାଚmahabharatanewsApril 14, 2026 by mahabharatanewsApril 14, 2026069 ଆଇପିଏଲ ୨୦୨୬ ସିଜିନର ୨୨ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ବନାମ କୋଲକାତା ନାଇଟ୍ ରାଇଡର୍ସ ଦିନର ମୁଖ୍ୟ ଆକର୍ଷଣ ହୋଇଥିବାରୁ ଇଣ୍ଡିଆନ ପ୍ରିମିୟର ଲିଗର ଉତ୍ସାହ ଜାରି ରହିଛି । ଚେନ୍ନାଇର ଚେପକ ନାମରେ ପ୍ରସିଦ୍ଧ...
ଖେଳଚର୍ଚ୍ଚାରେ ଅଛନ୍ତି ୧୫ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀmahabharatanewsApril 12, 2026 by mahabharatanewsApril 12, 2026070 ଚର୍ଚ୍ଚାରେ ଅଛନ୍ତି ୧୫ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ । ଲଗାତର ଆଇପିଏଲରେ ଧୁଆଁଧାର ବ୍ୟାଟିଂ କରିବା ପରେ ବୈଭବଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରିବା ପାଇଁ ଦାବି ବଢ଼ିବାରେ ଲାଗିଛି ।...
ଖେଳଦିଲ୍ଲୀକୁ ୨୩ ରନରେ ହରାଇଲା ଚେନ୍ନାଇmahabharatanewsApril 12, 2026 by mahabharatanewsApril 12, 2026057 ଚଳିତ ଆଇପିଏଲ ସିଜନରେ ଚେନ୍ନାଇ ସୁପର କିଙ୍ଗସର ପ୍ରଥମ ବିଜୟ। ଦିଲ୍ଲୀକୁ ୨୩ ରନରେ ହରାଇଲା ଚେନ୍ନାଇ । ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ ବଳରେ CSK ତାର ପ୍ରଥମ ବିଜୟ ହାସଲ କରିଛି...