ଖେଳଆଇପିଏଲ ପୂର୍ବରୁ ପୁରୁଣା ଅନ୍ଦାଜରେ ଧୋନୀmahabharatanewsSeptember 13, 2021September 13, 2021 by mahabharatanewsSeptember 13, 2021September 13, 20210224 ନୂଆଦିଲ୍ଲୀ: ମାହି ଇଜ ବ୍ୟାକ । ପୁଣିଥରେ ବ୍ୟାଟରୁ ଦେଖାଯାଉଛି ଲମ୍ବା ଲମ୍ବା ଛକ୍କା । ସାରା ବିଶ୍ୱରେ ନିଜର ଲମ୍ବା ଲମ୍ବା ଛକ୍କା ଏବଂ ଫିନିସିଂ ଅନ୍ଦାଜରେ ପ୍ରସିଦ୍ଧିଲାଭ କରିଥିବା ଷ୍ଟାର ଖେଳାଳୀ...
ଖେଳଧୋନୀଙ୍କୁ ମେଣ୍ଟର ଚୟନ କରିବାକୁ ନେଇ ଜଡେଜାଙ୍କ ପ୍ରଶ୍ନmahabharatanewsSeptember 13, 2021September 13, 2021 by mahabharatanewsSeptember 13, 2021September 13, 20210187 ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର କ୍ରିକେଟର ତଥା ଭାରତର ସବୁଠାରୁ ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଦର ମେଣ୍ଟର ଭାବେ ନିୟୋଜିତ କରାଯାଇଛି ।...
ଖେଳପଞ୍ଚମ ଦିନରେ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟmahabharatanewsSeptember 6, 2021 by mahabharatanewsSeptember 6, 20210284 ଓଭାଲ: ଭାରତ-ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ପଞ୍ଚମ ଦିନରେ ମ୍ୟାଚ । ଶେଷ ଦିନରେ ମ୍ୟାଚ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଯେଉଁଠାରେ ଉଭୟ ଦଳ ନିକଟରେ ଜିତିବାର ଆଶା ରହିଥିବା ବେଳେ...
ଖେଳହାତ ନାହିଁ; ସ୍ୱର୍ଣ୍ଣ ପଦକରେ ଛାଇ ହୋଇଛନ୍ତି ଏହି ଖେଳାଳୀmahabharatanewsSeptember 3, 2021 by mahabharatanewsSeptember 3, 20210230 ଟୋକିଓ: ଟୋକିଓରେ ଚାଲିଥିବା ପାରାଅଲିମ୍ପିକ୍ସରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଦୃଶ୍ୟ । ଦେଶ ଭକ୍ତି ଆଉ ଆତ୍ମବିଶ୍ୱାସ ସାମନାରେ ଶାରୀରିକ ଅକ୍ଷମତା ମଧ୍ୟ ହାର ମାନିଛି । ପିଲାବେଳୁ ନିଜର ଦୁଇ ହାତ...
ଖେଳଶାର୍ଦ୍ଦୁଳଙ୍କ ଦମଦାର ଇନିଂସmahabharatanewsSeptember 3, 2021September 3, 2021 by mahabharatanewsSeptember 3, 2021September 3, 20210183 ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ବିପକ୍ଷ ଚତୁର୍ଥ ମ୍ୟାଚର ପ୍ରଥମ ଦିନରେ ଓଭାଲରେ ଦେଖିବାକୁ ମିଳିଛି ଶାର୍ଦ୍ଦୁଳଙ୍କ ଜଲୱା । ବ୍ୟାଟିଂ ବିପର୍ଯ୍ୟୟର ସାମନା କରୁଥିବା ଭାରତର ସମ୍ମାନ ରଖିଛନ୍ତି ଶାର୍ଦ୍ଦୁଳ । କିନ୍ତୁ ବୋଲିଂରେ ନୂହେଁ,...
ଖେଳନକଲି ନୋଟ ଦେଇ ଫସିଲେ ଯୁବକmahabharatanewsSeptember 2, 2021 by mahabharatanewsSeptember 2, 20210182 (ବୁର୍ଲା) ; ଅଟୋଚାଳକଙ୍କୁ ନକଲି ନୋଟ ଦେଇ ଫସିଲେ ଯୁବକ । ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ବୁର୍ଲାରେ । ପ୍ରାପ୍ୟ ସୂଚନା ଅନ୍ୟୁାୟୀ ବୁଧବାର ଦିନ ପଦ୍ମପୁର ଅଞ୍ଚଳର ଶ୍ୟାମସୁନ୍ଦର...
ଖେଳପାରାଅଲିମ୍ପିକ୍ସରେ ଭାରତର ଦବଦବାmahabharatanewsAugust 31, 2021August 31, 2021 by mahabharatanewsAugust 31, 2021August 31, 20210202 ଟୋକିଓ: ଚଳିତବର୍ଷ ପାରାଅଲିମ୍ପିକ୍ସରେ ଭାରତ ନିଜର ଦବଦବା ଜାରି ରଖିଛି । ଏ ପର୍ଯ୍ୟନ୍ତ ମୋଟ ୧୦ଟି ପଦକ ହାସଲ କରି ସାରିଛି ଭାରତ । ପୁରୁଷ ହାଇ ଜମ୍ପ ଟି-୬୩ ଇଭେଣ୍ଟରେ ଭାରତକୁ...
ଖେଳଏବେ ଓଡିଶା ପାଇଁ ଖେଳିବେ ଏହି ମହାନ କ୍ରିକେଟରmahabharatanewsAugust 31, 2021 by mahabharatanewsAugust 31, 20210193 ନୁଆଦିଲ୍ଲୀ: ଏସିଆ କପ ୨୦୧୮ରେ ଭାରତକୁ ପରାଜୟର ଦ୍ୱାରଦେଶରେ ପହଞ୍ଚାଇଥିବା ଖେଳାଳୀ । ଗୃପ ମ୍ୟାଚରେ ହଂକଂ ପରି ଦଳ ଭାରତକୁ ଏହି ମ୍ୟାଚରେ ନିରୁପାୟ କରିଦେଇଥିଲା । କିନ୍ତୁ ଟିମ ଇଣ୍ଡିଆ ଭାଗ୍ୟ...
ଖେଳଜାଭେଲିନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣmahabharatanewsAugust 31, 2021August 31, 2021 by mahabharatanewsAugust 31, 2021August 31, 20210190 ଟୋକିଓ: ଜାଭେଲିନ ଥ୍ରୋରେ ପୁଣି ଇତିହାସ ରଚିଲା ଭାରତ । ଟୋକିଓ ଅଲିମ୍ପିକ୍ସ ପରେ ପାରା ଅଲିମ୍ପିକ୍ସରେ ବି ବାଜିଲା ଭାରତର ଡଙ୍କା । ବ୍ରୋଞ୍ଜ ପଦକ ହାସଲ ପରେ ସ୍ୱର୍ଣ୍ଣ ପଦକ ମଧ୍ୟ...
ଖେଳଭାରତକୁ ଝଟକାmahabharatanewsAugust 30, 2021August 30, 2021 by mahabharatanewsAugust 30, 2021August 30, 20210208 (ଟୋକିଓ): ଚଳିତ ଟୋକିଓ ପାରାଅଲମ୍ପିକ୍ସରେ ଭାରତକୁ ବଡ଼ ଝଟକା । ଡିସକସନ୍ ଥ୍ରୋରେ ବିନୋଦ କୁମାର ଯେଉଁ ବ୍ରୋଞ୍ଜ ପଦକ ଜିତିଥିଲେ, ତାହା ତାଙ୍କୁ ଆଉ ମିଳିପାରିବ ନାହିଁ । ବିରୋଧ ପରେ ତାଙ୍କ...