ଖେଳଭାରତରାଜସ୍ଥାନ ରୟାଲ୍ସ ଟିମରେ ଲାସିଥ ମାଲିଙ୍ଗାmahabharatanewsMarch 11, 2022 by mahabharatanewsMarch 11, 20220334 ମୁମ୍ବାଇ : ଆଇପିଏଲରେ ପୁଣି ଏଣ୍ଟ୍ରି ମାରିଛନ୍ତି ଶ୍ରୀଲଙ୍କାର ପୂର୍ବତନ ଦ୍ରୁତ ବୋଲର ଲାସିଥ ମାଲିଙ୍ଗା । ସେ ଏଥର ରାଜସ୍ଥାନ ରୟାଲ୍ସ ଟିମରେ ଯୋଡି ହୋଇଛନ୍ତି । ରାଜସ୍ଥାନ ତାଙ୍କୁ ବୋଲିଂ କୋଚ...
Uncategorizedଖେଳଆଇପିଏଲ୍ ପରେ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍mahabharatanewsMarch 3, 2022 by mahabharatanewsMarch 3, 20220265 ଭୁବନେଶ୍ୱର: ଓଡ଼ିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର । ଆଇପିଏଲ୍ ପରେ ବାରବାଟୀରେ ଟି-୨୦ ମ୍ୟାଚ୍ ଖେଳାଯିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ ଜୁନ୍ ୯ରୁ ୧୯ ତାରିଖ ପର୍ଯ୍ୟନ୍ତ...
ଖେଳଋଷରେ ଖେଳାଯିବ ନାହିଁ କୌଣସି ଇଣ୍ଟରନ୍ୟାସନାଲ ଫୁଟବଲ ମ୍ୟାଚ୍mahabharatanewsFebruary 28, 2022 by mahabharatanewsFebruary 28, 20220233 ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ପଞ୍ଚମ ଦିନ । ଏହି ଦିନ ଗୁଡିକ ଭିତରେ କାହିଁ କେତେ ସାଧାରଣ ଲୋକ ମୁସକିଲର ସମ୍ମୁଖିନ କରୁଛନ୍ତି । ପ୍ରତ୍ୟେକ ଲୋକଙ୍କ...
ଖେଳଆଜି କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ସ୍ପେନ୍mahabharatanewsFebruary 26, 2022 by mahabharatanewsFebruary 26, 20220290 (ଭୁବନେଶ୍ୱର) : ଆଜି ଭାରତୀୟ ପୁରୁଷ ହକି ଦଳ ପ୍ରଥମ ଘରୋଇ ମ୍ୟାଚ୍ ସ୍ପେନ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ଖେଳିବ । ଏଥିପାଇଁ ଉଭୟ ଦଳ ପ୍ରସ୍ତୁତି ଶେଷ କରିଛନ୍ତି । ଆଜି-କାଲି ଦୁଇଟି...
ଖେଳବିସିସିଆଇ ପକ୍ଷରୁ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଟିମ ଘୋଷିତmahabharatanewsFebruary 19, 2022 by mahabharatanewsFebruary 19, 20220306 ମୁମ୍ବାଇ : ଆସନ୍ତା ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ଗତ ମାସରେ ବିରାଟ କୋହଲି ଟେଷ୍ଟ ଦଳର ଅଧିନାୟକ ପଦ...
ଖେଳଆସିଲା ଟି-୨୦ ବିଶ୍ୱକପ ଖେଳସୂଚୀmahabharatanewsJanuary 21, 2022January 21, 2022 by mahabharatanewsJanuary 21, 2022January 21, 20220203 ନୂଆଦିଲ୍ଲୀ: ଜାରି ହୋଇଛି ଆଇସିସି ଟି-୨୦ ବିଶ୍ୱକପର ଖେଳସୂଚୀ । ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଲିଷ୍ଟ ରେଡି କରିଛି ଆଇସିସି । ୨୦୨୧ ସିଜନରେ ଚମ୍ପିଆନ ମୁକୁଟ ପିନ୍ଧିଛି ଟିମ...
ଖେଳକୁଇନ୍ସ ବାଟେଲକୁ କୋଣାର୍କରେ ଭବ୍ୟ ସମ୍ବର୍ଦ୍ଧନାmahabharatanewsJanuary 15, 2022 by mahabharatanewsJanuary 15, 20220301 ଗୋପ/ ଜୟନ୍ତ ସେଠୀ: କୋଣାର୍କରେ ପହଁଚିଲା କୁଇନ୍ସ ବାଟେଲ ରିଲେ । କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଏହାକୁ ସ୍ୱାଗତ କରାଯାଇଛି । ୨୦୨୨ରେ ଇଂଲଣ୍ଡର ବର୍ମୀଂହାମରେ କମନ ୱେଲଥ ଗେମ ଅନୁଷ୍ଠିତ ହେବ।...
ଖେଳହାଇଦ୍ରାବାଦରେ ଲାରା ଓ ଷ୍ଟେନmahabharatanewsDecember 23, 2021 by mahabharatanewsDecember 23, 20210243 ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପୂର୍ବରୁ ସିଜନ ସନରାଇଜର୍ସ ହାଇଦ୍ରବାଦ ପାଇଁ ଆସିଛି ଖୁସିର ଖବର । ଆସନ୍ତା ବର୍ଷରୁ ଟିମ ସହ ଯୋଡି ଦୁଇ ଷ୍ଟାର ଖେଳାଳି । ଦୁହିଁଙ୍କ ଉପସ୍ଥିତିରେ ଦଳ ଆହୁରି...
ଖେଳଆଜିଠୁ ଆରମ୍ଭ କବାଡ୍ଡି ଯୁଦ୍ଧmahabharatanewsDecember 22, 2021 by mahabharatanewsDecember 22, 20210294 ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଭିଭୋ ପ୍ରୋ କବାଡ୍ଡି ଲିଗ ୨୦୨୧-୨୨ । ୧୨ଟି ଟିମକୁ ନେଇ ଏହି ମେଗା ଇଭେଣ୍ଟ ଆୟୋଜନ ହେବାକୁ ଯାଉଛି । ଆଜିଠାରୁ ଆରମ୍ଭ ହେବାକୁ ଥିବା...
ଖେଳକ୍ଲିନ ସ୍ୱିପ ଟାର୍ଗେଟରେ ମେନ ଇନ ବ୍ଲୁmahabharatanewsNovember 21, 2021November 21, 2021 by mahabharatanewsNovember 21, 2021November 21, 20210250 କୋଲକାତା: ଆଜି ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ । ଅଧିନାୟକତ୍ୱର ପ୍ରଥମ ସିରିଜରେ ହିଁ କ୍ଲିନ ସ୍ୱିପ ପରିସ୍ଥିତିରେ ରହିଛି ରୋହିତଙ୍କ ସେନା । ତିନି ମ୍ୟାଚ ବିଶିଷ୍ଟ ଏହି...