ଓଡିଶା

ଦେବୀ ମିଶ୍ରଙ୍କ ଘରେ ସିବିଆଇ ଟିମ୍

(ମହାଭାରତ/ଭୁବନେଶ୍ୱର): ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍ କରିଛି । ତେବେ ଦେବୀ ମିଶ୍ରଙ୍କର ଭୁବନେଶ୍ୱର ୟୁନିଟ୍-୧ ରେ ଥିବା ବାସଭବନରେ ସିବିଆଇ ଚଢ଼ାଉ କରାଯାଇଥିବା ଜଣାପଡିଛି । ସୁଚନା ମିଳୁଛି ଯେ, ସି-ସୋର ଚିଟଫଣ୍ଡ ଲିଙ୍କ୍ କୁ ନେଇ ଏହି ରେଡ୍ କରାଯାଇଛି ।
ସୁଚଦା ଥାଉ କି, ସିସୋର ଗ୍ରୁପ୍ ନାଁରେ ୫୦୦ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି । ତେବେ ପୁର୍ବରୁ ଏହି ମାମଲାରେ ସମ୍ପୃକ୍ତ ଥିବା କଟକ ଚୌଦ୍ୱାର ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଗିିରଫ ହୋଇଥିଲେ । ଆଉ ଏବେ ଦେବୀ ମିଶ୍ରଙ୍କ ଘରେ ଚଢ଼ାଉ କରାଯାଇଛି ।

Related posts

 ଆଜି ସନ୍ଧ୍ୟା ୫ଟାରେ ଶିକ୍ଷକଙ୍କ ସହ ଆଲୋଚନା 

mahabharatanews

ଶେରଗଡ ପୋଲିସର ପାଟ୍ରୋଲିଂ କଡାକଡି

mahabharatanews

ସମୁଦ୍ରରେ ଗାଧୋଇବାବେଳେ ବୁଡିଗଲେ ପରିବାରର ୫ ସଦସ୍ୟ, ୨ମୃତ

mahabharatanews