ଅପରାଧଓଡିଶା

ତିନି ନିଶା ମାଫିଆଙ୍କୁ ସଜା ଶୁଣାଇଲେ କୋର୍ଟ

ନିଶା ମାଫିଆଙ୍କୁ ୧୦ ବର୍ଷ ସଜ୍ଜା । ତିନି ନିଶା ମାଫିଆଙ୍କୁ ସଜା ଶୁଣାଇଲେ କୋର୍ଟ । ତିନି ନିଶା ମାଫିଆ ହେଲେ ଶେଖ ସାଗବା, ତନ୍ମୟ ସାହୁ, ଶେଖ ଫକୀର । ୨୦୨୦ ମସିହା ଜାନୁଆରୀ ୧୯ ତାରିଖରେ ତିନି ବ୍ରାଉନସୁଗର ମାଫିଆଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ । କଳିଙ୍ଗ ଷ୍ଟାଡିଅମ ପଛ ଗେଟ ପାଖରେ ବ୍ରାଉନସୁଗର ଡିଲ କରୁଥିବା ବେଳେ ମାଡି ବସିଥିଲା ଏସଟିଏଫ । ତିନି ନିଶା ମାଫିଆଙ୍କ ଠାରୁ ଜବତ ହୋଇଥିଲା ୩୨ଲକ୍ଷ ଟଙ୍କାର ବ୍ରାଉନସୁଗର ।

Related posts

ଯୁକ୍ତ ଦୁଇ ଫର୍ମ ପୂରଣ ପାଇଁ ଶେଷ ସୁଯୋଗ

mahabharatanews

ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର

mahabharatanews

ଶରତଙ୍କ ପରେ କିଏ? ନେତୃତ୍ବ ବଦଳିଲେ ବଦଳିବ କି କଂଗ୍ରେସ ଭାଗ୍ୟ?

mahabharatanews