ଓଡିଶା

ଯୁକ୍ତ ଦୁଇ ଫର୍ମ ପୂରଣ ପାଇଁ ଶେଷ ସୁଯୋଗ

(ଭୁବନେଶ୍ୱର)  : ଯୁକ୍ତ ଦୁଇ ଫର୍ମ ପୂରଣ ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ  ରହିଛି ଶେଷ ସୁଯୋଗ । ଯୁକ୍ତ ଦୁଇ ପରୀକ୍ଷା ୨୦୨୪ ପାଇଁ ଫର୍ମ ପୂରଣ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପୁଣି ସୁଯୋଗ ଦେଇଛି । ଫର୍ମ ପୂରଣ କରିପାରିନଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୨୦ରୁ ୨୨ ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ ।

ସୂଚନାନୁଯାୟୀ , ତେବେ ସମସ୍ତ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା, କରେସ୍ପୋଣ୍ଡେନ୍ସ କୋର୍ସର ପିଲାମାନେ ମଧ୍ୟ ୪୫୦ ଟଙ୍କା ଫାଇନ୍ ୨୦ରୁ ୨୨ ମଧ୍ୟରେ ହୋଇପାରିବ ଫର୍ମ ପୂରଣ ସହ ଫର୍ମ ପୂରଣ କରିପାରିବେ । ଫର୍ମ ପୂରଣ ଫି ଏସ୍‌ବିଆଇ କଲେକ୍ଟ ମାଧ୍ୟମରେ ଦାଖଲ କରିବେ । ୨୬ ତାରିଖ ମଧ୍ୟରେ ଫର୍ମ ପୂରଣ ଡକ୍ୟୁମେଣ୍ଟ ଦାଖଲ କରିବେ । ଏନେଇ ସିଏଚ୍ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Related posts

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

mahabharatanews

୧୩୩୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

mahabharatanews

ଆଜିଠୁ ୬୧ ଦିନ ଯାଏଁ ମାଛଧରା ବନ୍ଦ

mahabharatanews