ଓଡିଶାଖେଳ

୩୪ ତମ ସର୍ବ ଭାରତୀୟ ଲାଲମନୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୋଭାଯାତ୍ରା

(ଓମ ପ୍ରକାଶ ମିଶ୍ର)ସୋନପୁର: ସୁବର୍ଣ୍ଣପୁର ସ୍ଥାନୀୟ ଇଷ୍ଟଦେବୀ ମାଁ ସୁରେଶ୍ୱରୀ ମନ୍ଦିର ରେ ପୂଜାର୍ଚ୍ଚନା କରି ୩୪ ତମ ସର୍ବ ଭାରତୀୟ ଲାଲମନୀ ସ୍ମାରକୀ କ୍ରିକେଟ ଟୁଣ୍ଣାମେଣ୍ଟ ର ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରାଯାଇଥିଲା।ଏହାପରେ ଗାନ୍ଧୀ ଷ୍ଟାଡିୟମର କ୍ରୀକେଟ ମଣ୍ଡପ ଠାରେ ପହଞ୍ଚି ଥିଲା।ଏଥିରେ ମୁଖ୍ୟ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ ଘାଟନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ର ସଭାପତି ରାମଶଙ୍କର ସାହୁ, ସଂପାଦକ ପ୍ରଦୀପ ସେଠୀ ଙ୍କ ସମେତ ଲାଲମନୀ ସ୍ମାରକୀ କ୍ରିକେଟ ଦଳର ଅନେକ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ।

Related posts

ପାଣି ପଞ୍ଚାୟତର ସଚେତନତା ରଥ ଉଦଘାଟିତ

mahabharatanews

ଦୁଇ ଟ୍ରକ ମଝିରେ ଚାଲିଗଲା ସ୍ୱାମୀ-ସ୍ତ୍ରୀ ଙ୍କ ଜୀବନ

mahabharatanews

ଶ୍ରୀମନ୍ଦିରରେ ଆରମ୍ଭ ହେଲା ରୁପା ଛାଉଣୀ କାମ

mahabharatanews