ଓଡିଶା

ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ସିଟି ସ୍କାନ ମେସିନ

ଦେବଗଡ଼ /ସୁଦାମ ବେହେରା : ଦେବଗଡ଼ ଜିଲ୍ଲା ପାଇଁ ଖୁସି ଖବର । ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ସିଟି ସ୍କାନ ମେସିନ । ଉଦ୍ଘାଟନ କଲେ ଜିଲ୍ଲାପାଳ ମହୋଦୟ । ଚିକିତ୍ସାଳୟରେ ସିଟି ସ୍କାନ ମେସିନ ନଥିବାରୁ ରୋଗି ମାନେ ବିଭିନ୍ନ ସମୟରେ ଅନେକ ଅସୁବିଧାର ସମ୍ମୁଖିନ ହେଉଥିଲେ ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି । ଯାହାଦ୍ୱ।ରା ରୋଗୀମାନେ ଏବେ ମାଗଣାରେ ଚିକିତ୍ସିତ ହୋଇପାରିବେ । ଏହାକୁ ଫିତା କାଟି ଉଦ୍ଦଘଟନ କରିଛନ୍ତି ଦେବଗଡ଼ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ।ରିପୋର୍ଟ।

Related posts

ଯୌତୁକ ପାଇଁ ବିବାହିତା ମହିଳାଙ୍କୁ ହତ୍ୟା ଅଭିଯୋଗ

mahabharatanews

ଭିଡିଓ କନଫରେନ୍ସିଂରେ ବରୀ ବିଜେପିର ଜନ ସମ୍ବାଦ ରାଲି

mahabharatanews

ଖୁବ୍ ଶୀଘ୍ର ଭାରତ ଗସ୍ତରେ ଆସିବେ ରାଷ୍ଟ୍ରପତି ଟ୍ରମ୍ପ!…

mahabharatanews