ଓଡିଶା

ସଡକ ଦୁର୍ଘଟଣାରେ ଯୁବକ ମୃତ୍ୟୁ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ବାରିପଦା ଟାଉନ ଥାନା ଅନ୍ତର୍ଗତ ଜାତୀୟ ରାଜପଥର ଦାରଗାଡେଇ ଗୋଲେଇ ନିକଟ ଇସମସାନ ସମ୍ମୁଖରେ ଆଜି ସକାଳୁ ଏକ ହାଇବା ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ହେଲେ ବାରିପଦା ସହର ୱାର୍ଡ ଼ନମ୍ବର୨୧ର ବାସିନ୍ଦା ରୋହିତ କୁମାର ବାରିକ । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଶବଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ପଠାଇବା ସହ ତଦନ୍ତ ଜାରି ରଖିଛି ।

Related posts

୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

mahabharatanews

ରଥଯାତ୍ରା : ଆଉ ମାତ୍ର ୩୦ଦିନ 

mahabharatanews

ଡିସେମ୍ବର ମାସରୁ ରାଜ୍ୟକୁ ପ୍ରବେଶ କରିଛି ୟୁକେ ଷ୍ଟ୍ରେନ

mahabharatanews