ଓଡିଶା

ପ୍ରବଳ ବର୍ଷା:  ୫୦ରୁ ଅଧିକ ଲୋକ ଆହତ 

(ରାଜସ୍ଥାନ) :  ରାଜସ୍ଥାନର ଟଙ୍କ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ଓ ପବନ ହେବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୁରୁବାର ରାତିରୁ ରାଜସ୍ଥାନର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଏଥିଯୋଗୁଁ ଅନେକ ଜୀବନହାନି ହେବା ସହ ଶତାଧିକ ଘର ଭାଙ୍ଗିରୁଜି ଯାଇଛି।

ସୂଚନାନୁଯାୟୀ , ଶତାଧିକ ଘର ଭାଙ୍ଗିରୁଜି ଯାଇଥିବା ବେଳେ ଆହତମାନଙ୍କୁ ଜିଲ୍ଳାର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଆକଳନ କରାଯାଉଛି।

Related posts

୩୭ ଲକ୍ଷ ଚାଷୀ ପରିବାରକୁ ୭୪୩ କୋଟି ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ

mahabharatanews

ରଥଯାତ୍ରା ଶେଷ ସମନ୍ବୟ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

mahabharatanews

ରୋଷେଇବେଳେ ଲାଗିଲା ନିଆଁ : ଅଙ୍ଗନବାଡି କେନ୍ଦ୍ର

mahabharatanews