ମନୋରଞ୍ଜନ

 ଅଭିନେତା ବିଜୟଙ୍କ ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର

(ମୁମ୍ବାଇ):ତାମିଲ ସିନେମାର ଲୋକପ୍ରିୟ ଅଭିନେତା ତଥା ନିର୍ମାତା ବିଜୟ ଆଣ୍ଟୋନିଙ୍କ ଝିଅଙ୍କର ଝୁଲନ୍ତା ମୃତଦେହ ଆଜି ଘରୁ ଉଦ୍ଧାର ହୋଇଛି l  ଆଜି ସକାଳେ ବିଜୟଙ୍କ ୧୬ ବର୍ଷର ଝିଅ ଚେନ୍ନାଇ ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ବିଜୟଙ୍କ ଝିଅ ଡିପ୍ରେସନରେ ପୀଡିତ ଥିଲେ ଏବଂ ସେ ମଧ୍ୟ ଚିକିତ୍ସିତ ହେଉଥିଲେ। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ବିଜୟ ଆଣ୍ଟୋନିଙ୍କ ଝିଅ ଚେନ୍ନାଇର ଏକ ପ୍ରସିଦ୍ଧ ବିଦ୍ୟାଳୟରେ ପଢୁଥିଲେ l ବର୍ତ୍ତମାନ ପୁଲିସ ଅଧିକାରୀମାନେ ଏହି ଘଟଣାର ତଦନ୍ତ କରୁଛନ୍ତି। ଏହି ଦୁଃଖଦ ଘଟଣାକୁ ନେଇ ବିଜୟ ଏବଂ ତାଙ୍କ ପରିବାର ପୁରା ଭାଙ୍ଗିପଡିଛନ୍ତି ।

Related posts

 ବିବାଦୀୟ ମନ୍ତବ୍ୟ ପରେ ସୋନମଙ୍କୁ କ୍ଷମା ମାଗିଲେ ରାଣା

mahabharatanews

ଚର୍ଚାରେ ଶ୍ରଦ୍ଧା କପୁରଙ୍କ ପ୍ରେମିକ  

mahabharatanews

ଥମୁନି ଓଲିଉଡ଼ ମାମଲା ; ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ମନୋଜ 

mahabharatanews