ଭାରତ

‘ଏହି ଭବନ ଛାଡ଼ିବା ଏକ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ’: ପ୍ରଧାନମନ୍ତ୍ରୀ

(ଦିଲ୍ଲୀ) :  ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆଜି ଆରମ୍ଭ ହୋଇଛି। ଏଥିସହିତ ଆଜିଠାରୁ ଭାରତୀୟ ଗଣତନ୍ତ୍ର ପାଇଁ ପୁରୁଣା ସଂସଦ ଭବନ ଇତିହାସ ପାଲଟି ଯାଇଛି।  ପ୍ରଧାନମନ୍ତ୍ରୀ ପୁରାତନ ସଂସଦ ଭବନରେ ତାଙ୍କର ଶେଷ ଅଭିଭାଷଣରେ କହିଛନ୍ତି ଯେ ଏହି ଭବନ ଛାଡ଼ିବା ଏକ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ। ୭୫ ବର୍ଷ ଇତିହାସରେ ଏଠାରେ ଅନେକ ଘଟଣା ଘଟିଛି।

ସୂଚନାନୁଯାୟୀ ,  ପୁରୁଣା ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆରମ୍ଭରେ ଲୋକସଭାରେ ପ୍ରାରମ୍ଭିକ ଭାଷଣ ଦେଇ ଧାରା ୩୭୦ର ଉଚ୍ଛେଦ ସମେତ ଅନେକ ଦଶନ୍ଧି ମଧ୍ୟରେ ସଂସଦର ବିଭିନ୍ନ ‘ଐତିହାସିକ ନିଷ୍ପତ୍ତି’ ତଥା ସଫଳତା ବିଷୟରେ ବର୍ଣ୍ଣନା କରିଛନ୍ତି।

Related posts

୨୪ ଘଣ୍ଟାରେ ଦେଶରୁ ୨,୯୬୧ ସଂକ୍ରମିତ ଚିହ୍ନଟ

mahabharatanews

ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ : ଅଯୋଧ୍ୟାର ଧାମର ରେଳ ଷ୍ଟେସନ ଉଦଘାଟନ

mahabharatanews

ନିଜ ଦଳର ନାମ ଘୋଷଣା କଲେ ସୁପରଷ୍ଟାର ବିଜୟ

mahabharatanews