ମନୋରଞ୍ଜନ

 ଅଭିନେତା ବିଜୟଙ୍କ ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର

(ମୁମ୍ବାଇ):ତାମିଲ ସିନେମାର ଲୋକପ୍ରିୟ ଅଭିନେତା ତଥା ନିର୍ମାତା ବିଜୟ ଆଣ୍ଟୋନିଙ୍କ ଝିଅଙ୍କର ଝୁଲନ୍ତା ମୃତଦେହ ଆଜି ଘରୁ ଉଦ୍ଧାର ହୋଇଛି l  ଆଜି ସକାଳେ ବିଜୟଙ୍କ ୧୬ ବର୍ଷର ଝିଅ ଚେନ୍ନାଇ ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ବିଜୟଙ୍କ ଝିଅ ଡିପ୍ରେସନରେ ପୀଡିତ ଥିଲେ ଏବଂ ସେ ମଧ୍ୟ ଚିକିତ୍ସିତ ହେଉଥିଲେ। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ବିଜୟ ଆଣ୍ଟୋନିଙ୍କ ଝିଅ ଚେନ୍ନାଇର ଏକ ପ୍ରସିଦ୍ଧ ବିଦ୍ୟାଳୟରେ ପଢୁଥିଲେ l ବର୍ତ୍ତମାନ ପୁଲିସ ଅଧିକାରୀମାନେ ଏହି ଘଟଣାର ତଦନ୍ତ କରୁଛନ୍ତି। ଏହି ଦୁଃଖଦ ଘଟଣାକୁ ନେଇ ବିଜୟ ଏବଂ ତାଙ୍କ ପରିବାର ପୁରା ଭାଙ୍ଗିପଡିଛନ୍ତି ।

Related posts

କର୍କଟର ୪ର୍ଥ ଷ୍ଟେଜରେ ଜି‌ତେନ୍ଦ୍ର ଓ ସଚିନଙ୍କୁ ଭେଟିବାକୁ ଇଚ୍ଛା 

mahabharatanews

ଭାଇରଲ ହେଲା ଦୀପିକାଙ୍କର ବେବି ବମ୍ପ ଫୋଟୋ

mahabharatanews

ନାଗା ଚୈତନ୍ୟଙ୍କ ଦ୍ୱିତୀୟ ବିବାହକୁ ନେଇ ଟଲିଉଡରେ ଚର୍ଚ୍ଚା !

mahabharatanews